“ମୋତେ ଶଙ୍କର କହଁର ଦରକାର, ନ ହେଲେ ମୁଁ ବିଷ…’ ସାମ୍ନାକୁ ଆସିଲେ ଦ୍ଵିତୀୟ ବର୍ଷା-ଟୁଙ୍ଗୁରୁ, ମହିଳା ଜଣକ ଯାହା କହୁଛନ୍ତି ଶୁଣିଲେ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ମହିଳା ଜଣଙ୍କ କହିଛନ୍ତି ଯେ ମୋ ସହିତ ବ-ଳ-ତ୍କା-ର ହୋଇଛି । ଶଙ୍କର କହଁର ନାମକ ଯୁବକ କୁଆଡେ ମହିଳା ଜଣଙ୍କ ଘରେ ପଶି ତାଙ୍କୁ ଜବରଦସ୍ତ ରେପ କରିଛନ୍ତି । ମହିଳାଙ୍କ କହିବା ଅନୁସାରେ ମାଷ୍ଟର କ୍ୟାଣ୍ଟିନ ଲକ-ଡାଉନରେ ଫସିଥିଲେ କାମ କରିବା ନିମନ୍ତେ । କାମ କରିବା ଭିତରେ ଶଙ୍କର କହଁର ତାଙ୍କୁ ଜବରଦସ୍ତ ରଖିଥିଲେ । ଦିନକୁ ୫୦୦ ଟଙ୍କା ଦେବେ ବୋଲି କହି ମହିଳା ଜଣକଙ୍କୁ ଶଙ୍କର କହଁର ରଖିଲେ । 

ମହିଳାଙ୍କୁ ଦୋକାନ ଭିତରେ ଜରି ଘୋଡାଇ ରଖୁଥିଲେ ବୋଲି ଅଭିଯୋଗ କରିଛନ୍ତି । ଚାହା ଦୋକାନ ଭିତରେ ରଖିଥିଲେ । ଚାହା ଦୋକାନରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଅଛି ବୋଲି ମହିଳା ଜଣକ କହିଛନ୍ତି । ଏହା ପରେ ମହିଳା ଜଣକଙ୍କର ସ୍ଵାମୀ ସନ୍ଦେହ କରିବା ପରେ ନିସ୍ତୁର ବାଡାବାଡି କରିଥିଲେ । ଦୋକାନ ମଧ୍ୟରେ ମହିଳା ରହି ଚାହା ତିଆରି କରି ଶଙ୍କର କହଁର ଙ୍କ ସହିତ ମିଶି ବେପାର କରୁଥିଲେ । ଲକଡାଉନ ଠାରୁ ୨ ବର୍ଷ ରହିଥିଲେ ଶଙ୍କର କହଁର ସହିତ ।

ଏହାପରେ ଦୋକାନରୁ ମହିଳା ଜଣକଙ୍କୁ ବାହାର କରିଦେଇଥିଲେ ଶଙ୍କର କହଁର । ସେ ଅନ୍ୟତ୍ର ବିବାହ କରିବେ ବୋଲି ମହିଳାଙ୍କୁ କହିଲେ । ଏହାପରେ ଶଙ୍କର କହଁରକଙ୍କୁ ମହିଳା ପଇସା ମାଗିବାରୁ ସେ କହିଥିଲେ ଯେ ପଇସା କାହିଁକି ଦେବି ? ମୁଁ ତତେ ସ୍ତ୍ରୀ କରି ରଖିବି ତୁ ତୋ ସ୍ଵାମୀ ଙ୍କୁ ଛାଡି ଦେ’ ବୋଲି କହିଲେ ଶଙ୍କର ।

ଏହାପରେ ମହିଳାଙ୍କ ସ୍ଵାମୀ ବାଡେଇବାରୁ ସେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ମହିଳାଙ୍କ ସହିତ ଶଙ୍କର ଘର ଭଡା ନେଇ ରହୁଥିଲେ । କିନ୍ତୁ ଗତ ୧୨ ତାରିଖରୁ ମହିଳାଙ୍କୁ ମାଡ ମାରି ଘରୁ ବାହାର କରି ଅନ୍ୟ ଜାଗାରେ ବିବାହ କରିସାରିଛନ୍ତି । ମହିଳା ଏହା ଜାଣିବା ପରେ ଥାନାରେ ଅଭିଯୋଗ କରିଲେ ପୋଲିସ । ବର୍ତ୍ତମାନ ଶଙ୍କର କହଁର କୁ ଆରେଷ୍ଟ କରିଛନ୍ତି ପୋଲିସ ।

ଏବଂ ମହିଳା କହିଛନ୍ତି ଯେ ମୋ ସ୍ଵାମୀ ବର୍ତ୍ତମାନ ମତେ ରଖିବ ନାହିଁ । ଯାହା ହେଲେ ମଧ୍ୟ ମୁଁ ଶଙ୍କର କହଁର କୁ ବିବାହ କରିବି । କାରଣ ସେ ମୋର ସବୁକିଛି ବର୍ବାଦ କରିଦେଇଛି । ତେବେ ବନ୍ଧୁଗଣ ଏହିଭଳି ବିଷ୍ମୟଜନକ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *