ଓଃ କି ଡ୍ୟାନ୍ସ ! Sami Sami ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ହିରୋଇନ ଇତି (Nilakhi Patra), ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ଇତିଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଯିଏକି ଓଲିଉଡ ଟିଭି ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡ଼ିର ନାୟିକା ଅଟନ୍ତି ଏବଂ ବର୍ତ୍ତମାନ ଆପଣମାନେ ତାଙ୍କୁ ସିନ୍ଦୂରର ଅଧିକାର ଧାରାବାହିକ ରେ ଖୁବ୍ ସୁନ୍ଦର ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ । ତେବେ ଇତି ବର୍ତ୍ତମାନ ନିଜର ଡାନ୍ସ ଭିଡିଓ କୁ ନେଇ ଖୁବ ଚର୍ଚ୍ଚା ରେ ଅଛନ୍ତି ତେବେ ଆସନ୍ତୁ ସେହି ଡାନ୍ସ ଭିଡିଓ ବିଷୟରେ ଆଲୋଚନା କରି ନେବା ।


ତେବେ ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଇତିଙ୍କର ପ୍ରକୃତ ନାମ ହେଉଛି ନିଳାଖି ପାତ୍ର । ନିଳାଖି ଏବେ ଭୁବନେଶ୍ଵର ରେ ରହୁଛନ୍ତି । ଛୋଟବେଳ ଠାରୁ ଇତିଙ୍କର ପାଠ ପଢିବା ସହିତ ଅଭିନୟ ପ୍ରତି ମଧ୍ୟ ରୁଚି ଥିଲା ଏବଂ ୨୦୨୦ ମସିହାରେ ନିଳାଖି ତାଙ୍କ ଅଭିନୟ ଜୀବନର ଆରମ୍ଭ କରିଥିଲେ ସିନ୍ଦୂରର ଅଧିକାର ଧାରାବାହିକ ରୁ ଏବଂ ନିଳାଖି । ତେବେ ତାଙ୍କ ସୁନ୍ଦର ଅଭିନୟ ପାଇଁ ବହୁତ ସାରା ପୁରସ୍କାର ମଧ୍ୟ ପାଇ ସାରିଛନ୍ତି ।

ତେବେ ଦର୍ଶକ ବନ୍ଧୁ ଚାଲନ୍ତୁ ଜାଣିବା ନିଳାଖିଙ୍କ ପରିବାର ବିଷୟରେ । ତେବେ ଦର୍ଶକ ବନ୍ଧୁ ଆପଣମାନେ ଏଠାରେ ଦେଖି ପାରୁଥିବେ ଇଏ ହେଉଛନ୍ତି ନିଳାଖିଙ୍କ ମା ଆଉ ଇଏ ହେଉଛନ୍ତି ନିଳାଖିଙ୍କ ବାପା ଯାହାଙ୍କୁ ଆପଣମାନେ ଏଠାରେ ଦେଖି ପାରୁଥିବେ । ତେବେ ଏହା ବ୍ୟତୀତ ନିଳାଖି ଙ୍କର ଜଣେ ବଡ଼ ଭଉଣୀ ମଧ୍ୟ ଅଛନ୍ତି ଯାହାଙ୍କ ନାମ ହେଉଛି ସିପ୍ରା ଏବଂ ସେ ଜଣେ ମେଡ଼ିକାଲ୍ ଷ୍ଟୁଡ଼େଣ୍ଟ ଅଟନ୍ତି ।

ନିଳାଖିଙ୍କ ଭଉଣୀ ମଧ୍ୟ ନିଳାଖିଙ୍କ ଭଳି ଦେଖିବା ପାଇଁ ବହୁତ ସୁନ୍ଦର । ତେବେ ଦର୍ଶକ ବନ୍ଧୁ ଆପଣମାନେ ଦେଖି ପାରୁଥିବେ ଇଏ ହେଉଛନ୍ତି ନିଳାଖିଙ୍କ ପ୍ରକୃତ ପରିବାର । ଦର୍ଶକ ବନ୍ଧୁ ନିଳାଖି ରିୟଲ୍ ଲାଇଫରେ ସିଙ୍ଗଲ ଅଛନ୍ତି ଆଉ ତାଙ୍କର କେହି ବଏଫ୍ରେଣ୍ଡ୍ ନାହାଁନ୍ତି । ତେବେ ନିଳାଖି ସୋସିଆଲ ମିଡ଼ିଆ ରେ ମଧ୍ୟ ଖୁବ ଆକ୍ଟିଭ ରୁହନ୍ତି ଏବଂ ନିଜ ଫ୍ୟାନ ମାନଙ୍କ ସହ ମଧ୍ୟ ଖୁବ କଥା ବାର୍ତା ହୁଅନ୍ତି ।


ତେବେ ସେ ବର୍ତ୍ତମାନ ନିଜ ର କିଛି ଡାନ୍ସ ଭିଡିଓ କୁ ପୋଷ୍ଟ କରିଥିଲେ ଯାହା ଖୁବ ଭାଇରାଲ ହେବା ସହ ଲୋକମାନେ ମଧ୍ୟ ବହୁତ ପସନ୍ଦ କରିଥିଲେ । ତେବେ ଆପଣ ଅଲ୍ଲୁ ଅର୍ଜ୍ଜୁନ ଓ ରଶ୍ମିକା ଙ୍କ ଅଭିନୀତ ପୁଷ୍ପା ଫିଲ୍ମ ବିଷୟରେ ତ ନିଶ୍ଚୟ ଜାଣିଥିବେ ତେବେ ସେହି ଫିଲ୍ମ ର ଗୀତ ଗୁଡିକ ଖୁବ ହିଟ ହୋଇ ଯାଇଛି ତେବେ ନିଳାଖି ସେହି ଫିଲ୍ମ ର ଗୋଟିଏ ଗୀତ ସାମୀ ସାମୀ ରେ ନିଜର ସୁନ୍ଦର ଡାନ୍ସ ପରିବେଷଣ କରିଥିଲେ ଏବଂ ତାହା ଲୋକ ମାନଂକୁ ଖୁବ ପସନ୍ଦ ମଧ୍ୟ ଆସିଥିଲା । ତେବେ ଆପଣ ଙ୍କୁ ନିଳାଖି କିପରି ଲାଗନ୍ତି ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *