NCB ଅଫିସର୍ Sameer Wankhede ଙ୍କ ଜୀବନକୁ ରହିଛି ବିପଦ, ନିଜେ ମାଗିଲେ ସୁରକ୍ଷା, ଯଦି କିଛି ହୁଏ ଏମାନେ ଦାୟୀ ! Aryan ପାଇଁ କାର୍ଯ୍ୟାନୁଷ୍ଠାନ ହୋଇପାରେ କାରଣ

ବନ୍ଧୁଗଣ ବଲିଉଡର ଦିଗଜ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନ ଗି-ର-ଫ ହେବା ପରେ ଅନେକ ବି-ବା-ଦ ସାମ୍ନାକୁ ଆସୁଛି । ଗତ କିଛି ସମୟ ହେବ ଏକ ବଡ ଖବର ସାମ୍ନାକୁ ଆସୁଛି । ଏନସିବି ଜୋନାଲ ଡାଇରେକ୍ଟର ସମୀର ବାଙ୍ଖଡେଙ୍କ ଉପରେ କେହି ଜଣେ ନଜର ରଖୁଛି । ଗୁ-ପ୍ତ ଭାବରେ ସମୀରଙ୍କ ପିଛା କରୁଛି । ସାଧା ପୋଷାକରେ ବିଭିନ୍ନ ସ୍ଥାନରେ ସମୀରଙ୍କ ଗତିବିଧି ଉପରେ ନଜର ରଖାଯାଉଛି ।

ଏନେଇ ବୟାନ ଦେଇଛନ୍ତି ସମୀର ବାଙ୍ଖଡେ । ଏହା ସହ ସେ ଏକ ସିସି ଟିଭି ଫୁଟେଜ ଜମା କରିଛନ୍ତି ମହରାଷ୍ଟ୍ର ପୋଲିସ ପାଖରେ । ସମୀରଙ୍କ ସହ ତାଙ୍କ ଟିମ ଉପରେ ବି କେହି ଜଣେ ନଜର ରଖୁଛନ୍ତି । ହାଇ ପ୍ରୋଫାଇଲ ଡ୍ର-ଗ୍ ବ-ଷ୍ଟ କେ-ସ-ରେ ବର୍ତ୍ତମାନ ତାଙ୍କର ଅନେକ ଶତ୍ରୁ ହୋଇ ସାରିଛନ୍ତି । ୨୦୦୮ ବ୍ୟାଚର ଏହି ଅଫିସର ୨୦୨୦ ପର୍ଯ୍ୟନ୍ତ ୧୭ ହଜାର କୋଟି ଟଙ୍କାର ନାର୍କୋଟେକ୍ସ ଓ କଣ୍ଟ୍ରା ବ୍ୟାଣ୍ଡକୁ ଜ-ବ-ତ କରିସାରିଲେଣି ।

ସମୀର ହେଉଛନ୍ତି ଦେଶର ଜଣେ ଏମିତି ବରିଷ୍ଠ ଅଫିସର ଯାହାଙ୍କ ନାମ ଶୁଣିଲେ ଡ୍ର-ଗ ମା-ଫି-ଆ ମାନେ ଥ-ର-ହ-ର ହୁଅନ୍ତି । ମୁମ୍ବାଇ ସିଟିରେ ତାଙ୍କର ନାମ ଶୁଣିଲେ ଅନେକଙ୍କର ଅବସ୍ତା ଖ-ରା-ପ ହୋଇଯାଏ । ସମୀର ବାଙ୍ଖଡେ ହେଉଛନ୍ତି ଜଣେ ଏପରି ଅଫିସର ଯିଏ ବଡ ବଡ ନେତା ଓ ଅଭିନେତା ଆଦି ସେଲିବ୍ରେଟି ମାନଙ୍କୁ କେୟାର କରନ୍ତି ନାହିଁ ।

ତେବେ କାହିଁକି ତାଙ୍କ ପଛରେ ଏବେ ଗୁପ୍ତଚରଙ୍କୁ ନିଯୁକ୍ତ କରାଯାଇଛି ଓ ଏହା କିଏ କରିଛି ତାକୁ ନେଇ ଚର୍ଚା ଜୋର ହେଉଛି । ସୁଶାନ୍ତ ସିଂହ ରାଜପୁତଙ୍କ ମୃ-ତ୍ୟୁ ମାମଲାରେ ସମୀରଙ୍କୁ ଏନସିବିରେ ନିଯୁକ୍ତି ମିଳିଥିଲା । ସେବେଠାରୁ ସେ ଭାରତକୁ ନି-ଶା-ମୁ-କ୍ତ କରିବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି ।

ଦେଶ ବିଦେଶରୁ ତାଙ୍କୁ ଧ-ମ-କ ଚ-ମ-କ ଦିଆଯାଉଛି ହେଲେ ସେ କାହାକୁ ବି ଖାତିର କରୁ ନାହାନ୍ତି । ୨୦୧୮ରେ ୨୫ଟି ମାମଲା, ୨୦୧୯ରେ ୩୫ଟି ଓ ୮୪ଟି ଡ୍ର-ଗ କେ-ସ-କୁ ସେ ଠା-ବ କରିଛନ୍ତି । ଆରିୟାନ ଖାନଙ୍କୁ ଗି-ର-ଫ କରିବା ପରେ କେହି ଜଣେ ସାମିରଙ୍କ ପିଛା କରୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏନସିବି ଜୋନାଲ ଡାଇରେକ୍ଟର ସମୀର ବାଙ୍ଖଡେ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *