’25 କୋଟି ଯାଚିଛନ୍ତି Sameer ଙ୍କୁ, ସେ ଛୁଇଁ ନାହାନ୍ତି, ମତେ ଯାଚିଥିଲେ…’ Sameer Wankhede ଙ୍କ ପାଇଁ କିଛି ଏମିତି କହିଲେ Sura ଭାଇ, ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ଡ୍ର-ଗ୍ସ ମା-ଫି-ଆ-ଙ୍କ ବି-ରୁ-ଦ୍ଧ-ରେ ଦ-ମ-ନ ଅ-ଭି-ଯା-ନ ଚଳାଇଥିବା ଏନ୍‌ସିବି ଜୋନାଲ ଅଫିସର ସମୀର ଓ୍ବାଙ୍ଖେଡେଙ୍କ ପାଇଁ ଅ-ଡୁ-ଆ ବଢିବାରେ ଲାଗିଛି । ତାଙ୍କ ବି-ରୁ-ଦ୍ଧ-ରେ ଆସିଥିବା ସାଂ-ଘା-ତି-କ ଅ-ଭି-ଯୋ-ଗର ତ-ଦ-ନ୍ତ ଆରମ୍ଭ କରିଛି ତାଙ୍କରି ବିଭାଗ । କ୍ରୁଜ ଡ୍ର-ଗ୍ସ ଲି-ଙ୍କ ମା-ମ-ଲାରେ ଗି-ର-ଫ ହୋଇ ଜେ-ଲରେ ଥିବା ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ମା-ମ-ଲାର ତ-ଦ-ନ୍ତ କରୁଛନ୍ତି ସିଂଘମ ଅଫିସର ସମୀର ଓ୍ବାଙ୍ଖେଡେ ।

ତେବେ ଆର୍ଯ୍ୟନ ଡ୍ର-ଗ୍ସ ଲି-ଙ୍କ ମା-ମ-ଲା-ରେ ସାକ୍ଷୀ ଦେଇଥିବା ପ୍ରଭାକର ସେଲ ଦେଇଥିବା ବି-ସ୍ଫୋ-ର-କ ବୟାନ ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରଭାକର ଅ-ଭି-ଯୋ-ଗ କରିଥିଲେ ଯେ, ଶାହାରୁଖଙ୍କ ପୁଅକୁ ଛା-ଡି-ବା ପାଇଁ ସମୀର ଓ୍ବାଙ୍ଖେଡେ ୨୫ କୋଟି ଟଙ୍କାର ଡି-ଲ କରିଛନ୍ତି । ପ୍ରଭାକର ସେଲଙ୍କ ଏଭଳି ବି-ସ୍ଫୋ-ର-କ ବୟାନ ପରେ ଏବେ ଘ-ଟ-ଣା-କୁ ନେଇ ତ-ଦ-ନ୍ତ ଆରମ୍ଭ କରିଛି ଏନ୍‌ସିବିର ଭିଜି-ଲାନ୍ସ ବିଭାଗ ।

ଏହା ପୂର୍ବରୁ ମୁମ୍ବାଇ ପୋଲିସ ମଧ୍ୟ ଘ-ଟ-ଣା-ର ପ୍ରାଥମିକ ତ-ଦ-ନ୍ତ ଆରମ୍ଭ କରିଥିଲା । ଏନ୍‌ସିବି ଅଫିସର ସମୀର ଓ୍ବାଙ୍ଖେଡେଙ୍କ ବି-ରୁ-ଦ୍ଧ-​‌ରେ ଜାଣିଶୁଣି ଏଭଳି ଅ-ଭି-ଯୋ-ଗ ଅଣା ଯାଇଥିବା ସେ କହିଛନ୍ତି । ଏନ୍‌ସିବି ଏହି ଘଟଣାର ତ-ଦ-ନ୍ତ ପାଇଁ ୫ ଜଣିଆ ଟିମ ଗଠନ କରିଛି । ଏହି ଟିମ ବୁଧବାର ଦିନ ଦିଲ୍ଲୀରୁ ଆସି ମୁମ୍ବାଇରେ ପହଞ୍ଚିଛି । ଏନ୍‌ସିବି ଡେପୁଟି ଡାଇରେକ୍ଟର ଜେନେରାଲ୍ ଜ୍ଞାନେଶ୍ବର ସିଂ କହିଛନ୍ତି ଯେ,  ଘ-ଟ-ଣାର ଯା-ଞ୍ଚ ପାଇଁ ୫ ଜଣିଆ ଟିମ ଦିଲ୍ଲୀରୁ ମୁମ୍ବାଇରେ ପହଞ୍ଚିଛନ୍ତି ।

ପ୍ରଭାକର ସେଲଙ୍କ ଅ-ଭି-ଯୋ-ଗ ଆଧାରରେ ଅ-ନୁସ-ନ୍ଧା-ନ ପାଇଁ ଏହି ଟିମ୍ ଗଠନ କରାଯାଇଛି । କାଗଜପତ୍ର ଏବଂ ସମସ୍ତ ରେକର୍ଡ ଏନସିବି କାର୍ଯ୍ୟାଳୟରୁ ନିଆଯାଇଛି । ଏହା ବ୍ୟତୀତ ସାକ୍ଷୀମାନଙ୍କୁ ମଧ୍ୟ ଡକାଯାଇଛି । ଘଟ-ଣାର ତ-ଦ-ନ୍ତ ଆରମ୍ଭ ହୋଇଛି ଏବଂ ଖୁବଶୀଘ୍ର ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବା ନେଇ ସୂଚନା ମିଳିଛି । ଘଟଣାକୁ ନେଇ ଯେଉଁମାନଙ୍କୁ ପଚରାଉଚରା କରାଯିବା କଥା ତାଙ୍କ ନାଁ ଏବେ ଗୁ-ପ୍ତ ରହିଛି କହିଛନ୍ତି ଏନ୍‌ସିବି ଡେପୁଟି ଡାଇରେକ୍ଟର ଜେନେରାଲ୍ ଜ୍ଞାନେଶ୍ବର ସିଂ ।

ଜ୍ଞାନେଶ୍ୱର ସିଂ କହିଛନ୍ତି ଯେ, ସମୀର ଓ୍ବାଙ୍ଖେଡେଙ୍କ ବୟାନ ରେକର୍ଡ କରାଯାଉଛି । ପ୍ରଭାକର ସେଲ ହେଉଛନ୍ତି କିରଣ ଗୋସାଓ୍ବୀଙ୍କ ବଡିଗାର୍ଡ । ପ୍ରଭାକର ଅ-ଭି-ଯୋ-ଗ କରିଛନ୍ତି ଯେ, ଆର୍ଯ୍ୟନ ଖାନକୁ ମୁକ୍ତ କରିବା ପାଇଁ କିରଣ ଗୋସାଓ୍ବୀ ୨୫ କୋଟି ଟଙ୍କା ମାଗିଥିଲେ । ଗୋସାଓ୍ବୀ ହେଉଛନ୍ତି ସେହି ବ୍ୟକ୍ତି ଯିଏ କି ଆର୍ଯ୍ୟନ ଖାନ ସହ ସେଲଫି ନେଇ ଚର୍ଚ୍ଚାକୁ ଆସିଥିଲେ । ପୂର୍ବରୁ ସମୀର ଓ୍ବାଙ୍ଖେଡେ ସହ କିରଣ ଗୋସାଓ୍ବୀ ନଜର ଆସିଥିଲେ ।

ଯାହାକୁ ନେଇ ସମୀର ଓ୍ବାଙ୍ଖେଡେ ହିଁ ଲା-ଞ୍ଚ ନେଇ ଆର୍ଯ୍ୟନ ମା-ମ-ଲାର ର-ଫା-ଦ-ଫା କରିବାକୁ ଚାହୁଁଛନ୍ତି ବୋଲି ଅ-ଭି-ଯୋ-ଗ ହୋଇଛି । ପ୍ରଭାକର ଅ-ଭି-ଯୋ-ଗ କରିଛନ୍ତି ଯେ ଆର୍ଯ୍ୟନ ଖାନ ମା-ମ-ଲା-କୁ ନେଇ ୧୮ କୋଟି ଟଙ୍କାର ଡି-ଲ୍‌ ହୋଇଥିଲା । ଯେଉଁଥିରୁ ସିଂହ ଭାଗ ସମୀର ଓ୍ବାଙ୍ଖେଡେ ନେଇଥାନ୍ତେ । ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ବାବ ମଲୀକ ମଧ୍ୟ ସମୀର ଓ୍ବାଙ୍ଖେଡେ ମୋଟା ଅଙ୍କର ଟଙ୍କା ନେଇଥିବା ଅ-ଭି-ଯୋ-ଗ ଆଣିଥିଲେ ।

କିନ୍ତୁ ଏନ୍‌ସିବିର ଦବଙ୍ଗ ଅଫିସର କୁହାଯାଉଥିବା ସମୀର ଓ୍ବାଙ୍ଖେଡେ ସମସ୍ତ ଅ-ଭି-ଯୋ-ଗ-କୁ ଦୃଢ ଭାବେ ଖ-ଣ୍ଡ-ନ କରିଛନ୍ତି ଏବଂ ତାଙ୍କୁ ୨୫ ଲକ୍ଷ ଟଙ୍କା ଜଚା ଯାଇଥିଲା କିନ୍ତୁ ସେ ତାକୁ ହାତ ମା-ରି ନଥିଲେ ତାଙ୍କୁ ଫ-ସେ-ଇ ଦିଆଯାଉଛି ବୋଲି ସେ ଅ-ଭି-ଯୋ-ଗ କରିଥିଲେ ।

ତେବେ ଏହା ପରେ କଂଗ୍ରେସ ଦଳ ର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି କି ସମୀର ୱାଙ୍ଗଡେ ଙ୍କୁ ସଲାମ କି ୨୫ କୋଟି ଟଙ୍କା ଦେଖି ମଧ୍ୟ ଛୁଇଁଲେ ନାହିଁ । ତେବେ ତାଙ୍କ ସ୍ଥାନରେ ଯଦି ମୁଁ କି ନବୀନ ବାବୁ ଥାଅନ୍ତେ ତେବେ ଏତେ ଟଙ୍କା ଦେଖି ରହି ଯାଇ ଥାନ୍ତୁ । କିନ୍ତୁ ସମୀର ଏତେ ଟଙ୍କା କୁ ମଧ୍ୟ ଗ୍ରହଣ କଲେ ନାହିଁ ଖୁବ ଚମତ୍କାର । ଏହା କହି ସେ ତାଙ୍କର ପ୍ରଶଂସା ମଧ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *