ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଘରେ ସ୍ୱରାଷ୍ଟ୍ର ମନ୍ତ୍ରୀ Amit Shah…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ପ୍ରଭୁ ଲିଙ୍ଗରାଜ ଙ୍କ ଦର୍ଶନ ସାରିବା ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ଘରକୁ ଯାଇଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ସାହା । ଯାହାର ଦୃଶ୍ୟ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଆଜ୍ଞା ହଁ ବନ୍ଧୁଗଣ ସୂଚନା ଅନୁଯାୟୀ ପ୍ରଭୁ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହା । ତେବେ ପ୍ରଭୁ ଙ୍କୁ ଦର୍ଶନ କରି ସାରିବା ପରେ ସେ ନିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ଘରକୁ ଯାଇଛନ୍ତି । 

ସେଠାରେ ପହଞ୍ଚିବା ପରେ ଅମିତ ସାହା ଙ୍କୁ ଖୁବ ଧୂମଧାମ ରେ ସ୍ଵାଗତ କର ଯାଉଛି । ଦଳ ର ସଦସ୍ୟ ମାନେ ସେଠାରେ ଉପସ୍ଥିତି ରହି ଭାରତର ଗୃହ ମନ୍ତ୍ରୀ ଅମିତ ସାହା ଙ୍କୁ ଫୁଲମାଳ ପିନ୍ଧାଇ ତାଙ୍କୁ ସ୍ଵାଗତ କରୁଛନ୍ତି । ଜଣେ ମହିଳା ଅମିତ ସାହା ଙ୍କୁ ବନ୍ଦାପନା ଥାଳି ଧରି ତାଙ୍କ ମଥା ରେ ଚନ୍ଦନ ସିନ୍ଦୁର ଚାଉଳ ଲଗାଇ ତାଙ୍କୁ ସ୍ବାଗତ କରୁଛନ୍ତି ଘର ଭିତରକୁ ।

ଅନ୍ୟ ଜଣେ ଦଳର ନେତା ଅମିତ ସାହା ଙ୍କୁ ନାଲି ରଙ୍ଗର ଗାମୁଛା ପକାଇ ତାଙ୍କୁ ସ୍ଵାଗତ ଜଣାଉଛନ୍ତି । ଅନ୍ୟ ଜଣେ ଅମିତ ସାହା ଙ୍କୁ ଗୋଲାପ ଫୁଲ ଦେଇ ପାଦ ଛୁଇଁ ତାଙ୍କୁ ପ୍ରଣାମ ମଧ୍ୟ ଜଣାଉଛନ୍ତି । ତେବେ ସେଠାରେ ଗଣ ମାଧ୍ୟମ ଉପସ୍ଥିତ ରହିଥିବା  ବେଳେ ଅମିତ ସାହା ଙ୍କ ବଡିଗାର୍ଡ ମଧ୍ୟ ତାଙ୍କର ସୁରକ୍ଷା ପାଇଁ ନିଯୋଜିତ ଅଛନ୍ତି । ଏହା ପରେ ସମୀର ମହାନ୍ତି ଙ୍କ ଘର ଭିତରକୁ ପ୍ରବେଶ କରୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହା । 

ସମୀର ମହାନ୍ତି ଙ୍କ ଘରେ ଆଜି ଅମିତ ସାହା ଯାଇ ଥିବାରୁ ସେ ତାଙ୍କୁ ବହୁତ ଚର୍ଚ୍ଚା ସତ୍କାର କରୁଛନ୍ତି । ସୂଚନା ଅନୁଯାୟୀ ଅମିତ ସାହା ସମୀର ମହାନ୍ତି ଙ୍କ ଘରେ ଆଜି ଜଳପାନ ମଧ୍ୟ କରିବେ ଯାହାର ବ୍ୟବସ୍ଥା ପୂର୍ବ ରୁ ପ୍ରସ୍ତୁତ ହୋଇ ରହିଛି ।

ତେବେ ଏତେ ସୁନ୍ଦର ଭାବେ ଅମିତ ସାହା ଙ୍କ ସ୍ଵାଗତ କରା ଯାଉଛି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତେବେ ଅମିତ ସାହା ମଧ୍ୟ ସମୀର ମହାନ୍ତି ଙ୍କ ଘରକୁ ଯାଇ ଥିବାରୁ ବେଶ ଖୁସି ଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଆଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।  

Leave a Reply

Your email address will not be published. Required fields are marked *