ସମୀର ଛାଡିଲେ ଖୋଲା ଟ୍ବିଟରବାଣ, ରାତି 8 ଟାରେ ଫୁଟିବ ଦେଶଦ୍ରୋହୀଙ୍କ ଗୁମର, ପୁଣି ସାମ୍ନାକୁ ଆସିବେ ଜଣାଶୁଣା ଚେହେରା, କଣ କହିଲେ Sameer Wankhede, ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଡ୍ର-ଗ୍ସ ପାର୍ଟିରୁ ଶାହାରୁଖଙ୍କ ପୁଅ ଆରୟନକୁ ଗି-ର-ଫ କରି ଏବେ ଚର୍ଚ୍ଚାରେ ଏନସିବିି ଅଧିକାରୀ । ପୂର୍ବରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃ-ତ୍ୟୁ ଘ-ଟ-ଣାରେ ମଧ୍ୟ ଜଡିତ  ଡ୍ର-ଗ୍ସ ମା-ମ-ଲା-ରେ ଯା-ଞ୍ଚ କରି ଚର୍ଚ୍ଚାକୁ ଆସିଥିଲେ ସମୀର ୱାଙ୍ଖଡେ । ପ୍ରଫେସନାଲ ଲାଇଫରେ ସମୀରଙ୍କ କାର୍ଯ୍ୟଦକ୍ଷତା ଓ ନିଷ୍ଠା ତ ସମସ୍ତଙ୍କୁ ଜଣା ।

କେବଳ ଆର୍ଯ୍ୟନ ଙ୍କ କେ-ଶ ନୁହେଁ କେବଳ ଏହି ଗୋଟିଏ ମା-ମ-ଲା ନୁହେଁ, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗ ପରଠୁ ବଲିଉଡରେ ଡ୍ର-ଗ୍ସ ଲି-ଙ୍କ ମାମଲାର ସେ ଖୋ-ଳ-ତା-ଡ଼ କରି ଆସୁଛନ୍ତି । ଏଭଳି ଅନେକ ଘଟଣା ର ସେ ପ-ର-ଦା-ଫା-ସ କରିଛନ୍ତି । ନିଜ କର୍ତ୍ତବ୍ୟ ରେ ସେ କେବେବି ଅବହେଳା କରି ନାହାନ୍ତି । ବର୍ତ୍ତମାନ ସମୀର ଙ୍କ ଟ୍ୱିଟ ଚର୍ଚ୍ଚା ରେ । ସମୀର ଛାଡ଼ିଲେ ଖୋଲା ଟ୍ୱିଟର ବା-ଣ । ରାତି ୮ଟା ରେ ଫୁ-ଟି-ବ ଦେ-ଶ-ଦ୍ରୋ-ହୀ ଙ୍କ ଗୁମର ।

ପୁଣି ଥରେ ସାମ୍ନା କୁ ଆସିବେ ଜଣାଶୁଣା ମୁହଁ । ମୁମ୍ବାଇ ଏନ୍ସିବି ଜର୍ଣ୍ଣାଲ ନିର୍ଦେଶକ ସମୀର ୱାଙ୍କଡେ ବଲିଉଡ କୁ କରିବେ ନି-ଶା-ମୁ-କ୍ତ । ଏଭଳି ଶପଥ ଟ୍ୟାଗ ରେ କମ୍ପାଉଛନ୍ତି ଟ୍ୱିଟର କୁ । ତେବେ ପୂର୍ବରୁ ସେ ବଲିଉଡ ର ଜୁନିଅର ସୁପରଷ୍ଟାର ଆର୍ୟାନ ଙ୍କୁ ଗି-ର-ଫ କରି ଦେଶବାସୀ ଙ୍କୁ ଦେଖାଇଛନ୍ତି ତାଙ୍କର ସାହାସ ପଣିଆ । ଗୋଟିଏ ପଟେ ତାଙ୍କ ଉପରେ ଅ-ଭି-ଯୋ-ଗ ର ପ-ଟି ପଡ଼ିଥିବା ବେଳେ ପ୍ରତ୍ୟକ୍ଷ ଭାବରେ ମନ୍ତ୍ରୀ ଙ୍କ ବ୍ଲାକ ଲି-ଷ୍ଟ ରେ ଅଛନ୍ତି ସମୀର ।

ତେବେ ଏତେ ବା-ଦ ବି-ବା-ଦ ମଧ୍ୟରେ ପଛଘୁଞ୍ଚା ନଦେଇ ଦେଶବାସୀ ଙ୍କୁ ସାଥିରେ ରହିବା ପାଇଁ କହିଛନ୍ତି ଏନ୍ସିବି ଅଫିସର ସମୀର ୱାଙ୍କଡେ । ତେବେ ଏନ୍ସିବି ଅଫିସର ସମୀର ୱାଙ୍କଡେ ଟ୍ୱିଟ କରି ହିନ୍ଦୀ ରେ ଲେଖିଛନ୍ତି ଯେ, “ଦେ-ଶ-ଦ୍ରୋ-ହୀ ଙ୍କୁ ତାଙ୍କର କିଛି କରିପାରିଲେ ନାହିଁ । ତେଣୁ ବର୍ତ୍ତମାନ ତାଙ୍କ ଧର୍ମ ଉପରେ ପ୍ରଶ୍ନ ଉଠାଉଛନ୍ତି । ଯେତେ ଯାହା ହେଲେ ମଧ୍ୟ ସେ ପଛଘୁଞ୍ଚା ଦେବେ ନାହିଁ । କେବଳ ଦେଶବାସୀ ଙ୍କ ସାଥ ଦରକାର । ” ଏହିପରି ଭାବରେ ସମୀର ଟ୍ୱିଟ କରିଛନ୍ତି । ଯାହା ଚର୍ଚ୍ଚା ର ବିଷୟ ସାଜିଛି । ତେବେ ଏହି ସ-ମ୍ବ-ନ୍ଧ-ରେ ଆପଣଙ୍କ ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *