ସମସ୍ତଙ୍କ ପାଇଁ ପ୍ରେରଣା ବନିଗଲେ ଶ୍ଵଶୁର ! ପୁଅର ମୃତ୍ୟୁ ପରେ ବୋହୁ ସହିତ କଲେ ଏମିତି କାମ କି ପୁରା ଦୁନିଆ କରୁଛି ସଲାମ !

ନମସ୍କାର ବନ୍ଧୁଗଣ ଏହି ଦୁନିଆ ରେ ବହୁତ ପ୍ରକାରର ଲୋକମାନେ ବାସ କରୁଛନ୍ତି ଯେମିତି କି କିଏ ଭଲ ସ୍ଵଭାବ ର ରହୁଛନ୍ତି ତ କିଏ ଖରାପ ସ୍ଵଭାବ ର । ତେବେ ଏହି ସମାଜ ରେ ସବୁଠାରୁ ଯଦି କେହି ବହୁତ କ-ଷ୍ଟ ରେ ରୁହେ ତେବେ ସେ ହେଉଛନ୍ତି ଜଣେ ବି-ଧ-ବା । କାରଣ ବି-ଧ-ବା ହେବା ପରେ ଜୀଵନ ର ସବୁ ଖୁସି ଉଭାନ ହୋଇଯାଏ ଏବଂ ସମସ୍ତେ ତାଙ୍କୁ କିଛି ଭି ଶୁଣେଇ ଦିଅନ୍ତି । ତାଙ୍କୁ ଅଶୁଭ ବୋଲି କୁହନ୍ତି ତାଙ୍କ ଛାଇ ମଧ୍ୟ ମାଡ଼ନ୍ତି ନାହିଁ ।

କିନ୍ତୁ ବର୍ତ୍ତମାନ ଜଣେ ଶଶୁର ନିଜର ବି-ଧ-ବା ବୋହୁ ର ବାହାଘର କରି ଏକ ନୂଆ ମିସାଲ ସୃଷ୍ଟି କରିଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଜାଣିନେବା । ତେବେ ଘଟଣା ଟି ହେଉଛି ଝୋତେସ୍ୱର ମବଇ ଗ୍ରାମ ରେ ଡ଼ିପଟି ରେଜନର ପଦ ରୁ ରିତାୟର ହୋଇଥିବା ରବି ଶଙ୍କର ସୋନି ଙ୍କ ପୁଅ ସଞ୍ଜୟ ସୋନି ଏକ ସ-ଡ଼-କ ଦୁ-ର୍ଘ-ଟ-ଣା ରେ ମୃ-ତ୍ୟୁ ବରଣ କରିଥିଲେ ।

ତେବେ ତାଙ୍କର ଦୁଇଟି ଝିଅ ଜଣେ ୧୧ ବର୍ଷ ର ଏବଂ ଆଉ ଜଣେ ୯ ବର୍ଷ ର ତେବେ ସଞ୍ଜୟ ଙ୍କ ମୃ-ତ୍ୟୁ ପରେ ପରିବାର ଲୋକ ଭା-ଙ୍ଗି ପଡ଼ିଥିଲେ କିନ୍ତୁ ସବୁଠାରୁ ଅଧିକ ତାଙ୍କ ପତ୍ନୀ ସରିତା କାନ୍ଦି କାନ୍ଦି ତାଙ୍କ ହାଲତ ଖରାପ ହୋଇ ଯାଇଥିଲା । ତେବେ ଏ ଦୁହିଁଙ୍କ ବିବାହ ୨୦୦୮ ରେ ହୋଇଥିଲା ଏବଂ ସରିତା କରେଲି ର ବାସିନ୍ଦା । ତେବେ ତାଙ୍କ ବୈବାହିକ ଜୀଵନ ଖୁବ ସୁଖମୟ ଥିଲା କିନ୍ତୁ ହଠାତ ଏଭଳି ଦୁ-ର୍ଘ-ଟ-ଣା ଯୋଗୁଁ ତାଙ୍କ ପରିବାର ଛା-ର ଖା-ର ହୋଇଗଲା ।

ତେବେ ନିଜ ବୋହୂ ର ଦୁଃଖ ନ ଦେଖିପାରି ଶଶୁର ରବି ଶଙ୍କର ସୋନି ନିଜ ବୋହୂ ର ଦ୍ଵିତୀୟ ବିବାହ କରିବାକୁ ଚାହିଁଲେ । ତେବେ ସେ ବହୁତ ଖୋଜା ଖୋଜି କରିବା ପରେ ଶେଷ ରେ ଜବଲପୁର ର ନିବାସୀ ରାଜେଶ ସୋନି ଙ୍କ ସହ ବିବାହ କରିଥିଲେ ତେବେ ରବି ଶଙ୍କର ନିଜ ବୋହୁ କୁ ନିଜ ପୁଅ ର ଗାଡି, ଘରେ ଥିବା ଗହଣା ସବୁ, ସଞ୍ଜୟ ଙ୍କ ମୃ-ତ୍ୟୁ ପରେ ମିଳିଥିବା ୩ ଲକ୍ଷ ୭୬ ହଜାର ଟଙ୍କା ମଧ୍ୟ ସେ ନିଜ ବୋହୁ କୁ ଦେଲେ ।

ତା ଛଡା ତାଙ୍କ ଦୁଇ ଝିଅ ଙ୍କ ନାମରେ ଏଫ ଡ଼ି ମଧ୍ୟ କରିଦେଲେ । ତେବେ ରାଜେଶ ସୋନି ହେଉଛନ୍ତି ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀ । ତେବେ ତାଙ୍କର ମଧ୍ୟ ତିନି ବର୍ଷ ପୂର୍ବେ ତାଙ୍କ ପତ୍ନୀ ଙ୍କ ଦୁ-ର୍ଘ-ଟ-ଣା ରେ ସେ ମୃ-ତ୍ୟୁ ବରଣ କରିଥିଲେ ଏବଂ ତାଙ୍କର କୌଣସି ସନ୍ତାନ ନଥିଲେ ।

Leave a Reply

Your email address will not be published. Required fields are marked *