ପୁରା ଦୁନିଆ ଆଶ୍ଚର୍ଯ୍ୟ ! ସମସ୍ତଙ୍କ ନଜରରୁ ଦୂରେଇ ଭାରତୀୟ ସେନା କାଶ୍ମୀରରେ ପୁରା ଖେଳ ପଲଟେଇ ଦେଲେ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ, ଭାରତ ଓ ପାକିସ୍ଥାନ ମଧ୍ୟରେ କାଶ୍ମୀର ବିବାଦ ୧୯୪୭ ମସିହାରୁ ଆରମ୍ଭ ହୋଇଥିବା ଏକ ଆଭ୍ୟନ୍ତରୀଣ ବିବାଦ। ତେବେ କାଶ୍ମୀରର ଭୌଗୋଳିକ ଅବସ୍ଥାନ ହେତୁ କାଶ୍ମୀର, ଭାରତ କିମ୍ବା ପାକିସ୍ତାନରେ ଯୋଗଦେବାକୁ ବାଛିବା ପାଇଁ ସ୍ୱାଧୀନ ଥିଲା । କାଶ୍ମୀରର ଶାସକ ମହାରାଜା ହରି ସିଂ ହିନ୍ଦୁ ହୋଇଥିବା ବେଳେ ତାଙ୍କର ଅଧିକାଂଶ ଅଧିବାସୀ ମୁସଲମାନ ଥିଲେ ।


କାଶ୍ମୀର କେଉଁ ରାଷ୍ଟ୍ରରେ ଯୋଗଦେବା ଉଚିତ୍ ତାହା ସ୍ଥିର କରିବାରେ ଅସମର୍ଥ ହରି ସିଂ ନିରପେକ୍ଷ ରହିବାକୁ ବାଛିଥିଲେ । କାଶ୍ମୀରର ମହାରାଜା ହରି ସିଂ ପ୍ରଥମେ ଭାବିନେଲେ ଯେ ସେ ତାଙ୍କ ନିଷ୍ପତ୍ତିରେ ବିଳମ୍ବ କରି ସେ କାଶ୍ମୀରର ସ୍ୱାଧୀନତା ବଜାୟ ରଖିପାରିବେ । କିନ୍ତୁ ଏକ ଘଟଣାଚକ୍ରରେ ସେତେବେଳେ ରାଜ୍ୟର ପଶ୍ଚିମ ସୀମାରେ ରହୁଥିବା ମୁସଲମାନ ଅଧିବାସୀମାନଙ୍କ ମଧ୍ୟରେ ଏକ ଅସନ୍ତୋଷ ଭରି ରହିଥିଲା ।

ଏହାର ସୂଯୋଗ ନେଇ ପାକିସ୍ଥାନ ମୁସଲମାନ ଆଦୀବାସୀଙ୍କଦ୍ୱାରା ଶ୍ରୀନଗର ଉପରେ ଆକ୍ରମଣ କରି କାଶ୍ମୀର ଅଧୀକାର ନିମନ୍ତେ ଷଡଯନ୍ତ୍ର ଆରମ୍ଭ କରି ଦେଇଥିଲା। ତେବେ ଏହା ପରଠାରୁ ଜାରି ରହିଛି ଯୁଦ୍ଧ ବିବାଦ ତେବେ ଏହା ଉପରେ ପାକିସ୍ତାନ ତିନିଥର ଭାରତ ଉପରେ ଆକ୍ରମଣ କରିଥିଲା ​​ଏବଂ ତିନିଥର ସେ ଶୋଚନୀୟ ଭାବରେ ପରାସ୍ତ ହୋଇଥିଲା । ୧୯୭୧ ଯୁଦ୍ଧରେ ଭାରତ ପାକିସ୍ତାନୀ ସେନାକୁ ଇସଲାମାବାଦ ପର୍ଯ୍ୟନ୍ତ ଭଉଡାଇ ନେଇଯାଇଥିଲେ ଏବଂ ପାକିସ୍ଥାନକୁ ପରାସ୍ତ କଲା ।

ତେବେ କାଶ୍ମୀର ରେ ୩୭୦ ଧାରା ଉଠିବା ପୂର୍ବରୁ ସେଠାରେ ଭାରତୀୟ ସୌନ୍ୟ ସୁରକ୍ଷିତ ନଥିଲେ। ସେମାନଙ୍କ ଉପରେ ସେଠାକାର ଲୋକମାନେ ପଥର ଫୋପାଡୁ ଥିଲେ ସେମାନ ଙ୍କୁ ବାଡଉ ଥିଲେ । ଗାଳି ଗୁଲଜ ମଧ୍ୟ କରୁଥିଲେ। ତେବେ ସେ ସମୟରେ ରାତିରେ ଭାରତୀୟ ସେନା ରାସ୍ତା ରେ ଯିବା ବହୁତ କଷ୍ଟକର ହୋଇ ପଡୁଥିଲା ଏବଂ ପରିସ୍ଥିତି ବହୁତ ଖରାପ ମଧ୍ୟ ହୋଇ ଯାଉଥିଲା। ତେବେ କିନ୍ତୁ ଏହା ବର୍ତ୍ତମାନ ଧୀରେ ଧୀରେ କମିବାରେ ଲାଗିଲାଣି। ସେଠାକାର ଲୋକମାନେ ବର୍ତ୍ତମାନ ଆତଙ୍କିତ ହେଉ ନାହାନ୍ତି।

ତେବେ ଭାରତୀୟ ସେନା ମଧ୍ୟ ସେଠାକାର ଲୋମ ମାନଙ୍କ ସହ ବନ୍ଧୁତା କରିବାକୁ ମଧ୍ୟ ଇଚ୍ଛା କରୁଛନ୍ତି ଏବଂ ସେମାନଙ୍କ ସହ କଥା ବାର୍ତା ମଧ୍ୟ ହେଉଛନ୍ତି। ତେବେ ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ତେବେ ଶୁକ୍ରବାର ସନ୍ଧ୍ୟାରେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ଚିନାର କମାଣ୍ଡର ଲେଫ୍ଟ ଜେନେରାଲ ଦେବେନ୍ଦ୍ର ପ୍ରତାପ ପାଣ୍ଡେ ଜମ୍ମୁ କାଶ୍ମୀର ଶ୍ରୀନଗରର ଲାଲ ଚକ୍ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେମାନେ ସେଠାରେ ସ୍ଥାନୀୟ ଲୋକ ଏବଂ ସୁରକ୍ଷା ବାହିନୀ ସହିତ ସାକ୍ଷାତ କରିଥିଲେ।


ତେବେ ସେମାନେ ସେହି ଦୋକାନି ବାଲା ସହ ବହୁତ ଭଲରେ କଥା ମଧ୍ୟ ହୋଇଥିଲେ ଏବଂ ତାଙ୍କୁ ସବୁଦିନ ପାଇଁ ଖୁସି ରେ ଏବଂ ଭଲରେ ରହିବାର ଆଶୀର୍ବାଦ ଦେଇଥିଲେ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ଏବଂ ଲୋକମାନେ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *