ସଲମାନ ଖାନଙ୍କର ଗର୍ଲଫ୍ରେଣ୍ଡ ରହି ସାରିଛନ୍ତି ବଲିଉଡ ର ଏହି ୯ ଜଣ ଅଭିନେତ୍ରୀ, ନମ୍ବର ୯ ଙ୍କ ପ୍ରେମରେ ତ ସଲମାନ ପୁରା ପାଗଳ ଥିଲେ

ସଲମାନ ଭାଇଜାନଙ୍କୁ ତ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମରେ ଦେଖିଥିବେ । ବଲିଉଡ ଇଣ୍ଡଷ୍ଟ୍ରିରେ ସଲମାନ ଖାନଙ୍କ ଲୋକପ୍ରିୟତା ସବୁଠାରୁ ଅଧିକ । ସଲମାନ ଖାନ ବଲିଉଡକୁ ଅଧିକାଂଶ ସୁପର ହିଟ ଫିଲ୍ମ ଦେଇଛନ୍ତି । ବର୍ତ୍ତମାନ ସଲମାନ ଖାନଙ୍କୁ ୫୪ ବର୍ଷ ବୟସ ହେଲାଣି, ହେଲେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ଏତେ ବର୍ଷ ହୋଇ ମଧ୍ୟ ସଲମାନ ଏବେ ମଧ୍ୟ ଯବାନ ଓ ଊର୍ଜାରେ ଭରପୁର ନଜର ଆସନ୍ତି ।

 

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସଳମାନ ଖାନଙ୍କ ୯ ଟି ଗାର୍ଲଫ୍ରେଣ୍ଡଙ୍କ ବିଷୟରେ କହିବୁ । ସଲମାନ ଖାନଙ୍କ ପଛରେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଝିଅ ପାଗଳ ଅଛନ୍ତି, ହେଲେ ଆଜି ଆମେ ଯେଉଁ ଝିଅ ମାନଙ୍କ ବିଷୟରେ କହିବୁ ସେମାନଙ୍କ ସହ ସଲମାନ ଖାନ ରିଲେସନରେ ଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ୟୁଲିଆ ବନ୍ତୋର- ରୋମାନିଆରେ ରହୁଥିବା ୟୁଲିଆ ସଲମାନ ଖାନଙ୍କ ସହ ବହୁତ ଚର୍ଚାରେ ଅଛନ୍ତି । ସଲମାନ ଖାନଙ୍କ ସହ ବର୍ତ୍ତମାନ ସେ ରିଲେସନରେ ଅଛନ୍ତି ।

୨. ଏଲି ଆବ୍ରାହମ- ବିଗବସ ସିଜନ ୭ରେ ଏଲି ଆବ୍ରାହାମ ନଜର ଆସିଥିଲେ । ଏହି ଶୋ ର ହୋଷ୍ଟ ଥିଲେ ସଲମାନ ଖାନ । ଏହି ଶୋ ମାଧ୍ୟମରେ ଏମାନେ ବହୁତ ଚର୍ଚାରେ ଥିଲେ । ଏମାନଙ୍କ ମଧ୍ୟରେ ଥିବା ଅଫେୟାର ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି ।


୩. ଆମି ଜ୍ୟାକସାନ- ସଲମାନ ଖାନଙ୍କ ନାମ ସହ ଅଭିନେତ୍ରୀ ଆମି ଜ୍ୟାକସାନଙ୍କ ନାମ ଯୋଡା ସରିଛି । ‘ଫିର୍କୀ ଅଲି’ ଫିଲ୍ମ ମାଧ୍ୟମରେ ଏମାନଙ୍କ ମଧ୍ୟରେ ଅଫେୟାର ଆରମ୍ଭ ହୋଇଥିଲା ।

୪. ବୃନା ଅବଦୁଲା- ବ୍ରୋନାଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିକୁ ସଲମାନ ଖାନ ନେଇ ଆସିଥିଲେ । ସଲମାନଙ୍କ ଫିଲ୍ମ ‘ଜୟ ହୋ’ରେ ବୃନା ନଜର ଆସିଥିଲେ । ଏହି ଫିଲ୍ମ ପରେ ଏମାନଙ୍କ ମଧ୍ୟରେ ଅଫେୟାର ଆରମ୍ଭ ହୋଇଥିଲା ।


୫. ଜରିନ ଖାନ- ଜରିନ ଖାନଙ୍କୁ ସଲମାନ ‘ବୀର’ ଫିଲ୍ମରେ ଲଞ୍ଚ କରିଥିଲେ । ଏହି ଫିଲ୍ମ ପରେ ଏମାନଙ୍କ ମଧ୍ୟରେ ଅଫେୟାର ଆରମ୍ଭ ହୋଇଥିଲା ।

୬. ଡେଜି ଶାହା- ଡେଜି ଶାହାଙ୍କୁ ସଳମାନ ଖାନ ‘ଜୟ ହୋ’ ଫିଲ୍ମରେ ଲଞ୍ଚ କରିଥିଲେ । ଏହି ଫିଲ୍ମ ପରେ ଏମାନଙ୍କ ମଧ୍ୟରେ ଅଫେୟାର ଆରମ୍ଭ ହୋଇଥିଲା, ଏବଂ ଏମାନେ ବହୁତ ଚର୍ଚାରେ ମଧ୍ୟ ଥିଲେ ।


୭. କଟ୍ରିନା କୈଫ- କଟ୍ରିନାଙ୍କୁ ବଲିଉଡ ଫିଲ୍ମରେ ସଲମାନ ଖାନ ନେଇ ଆସିଥିଲେ । ଏହି ଅଭିନେତ୍ରୀ ଜଣକ ବଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ବଡ ସଫଳତା ହାସଲ କରିଛନ୍ତି । ହେଲେ ଗୋଟେ ସମୟରେ ସଳମାନ ଓ କଟ୍ରିନାଙ୍କ ମଧ୍ୟରେ ଅଫେୟାର ଚାଲିଥିଲା ।

୮. ସ୍ନେହା ଉଲାଲ- ଫିଲ୍ମ ‘ଲକି’ରୁ ସମ୍ପର୍କରେ ଆସିଥିଲେ ସଲମାନ ଖାନ ଓ ସ୍ନେହା ଉଲାଲ । ହେଲେ ଏମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହି ନଥିଲା ।


୯. ଐଶ୍ଵର୍ୟ୍ୟା ରାୟ- ସଲମାନ ଖାନ ଓ ଐଶ୍ଵର୍ୟ୍ୟା ରାୟ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ ରେ ନଜର ଆସିଥିଲେ । ଗୋଟେ ସମୟରେ ଏହି ଦୁଇଜଣ ପରସ୍ପରଙ୍କୁ ପାଗଳ ପାରି ଭଲ ପାଉଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *