Nora Fatehi ଙ୍କୁ କଡା ଟକ୍କର ଦେଉଛନ୍ତି Salman Khan ଙ୍କ ନୂଆ ଭାଉଜ Giorgia Andriani, ବୁଟି ଡ୍ୟାନ୍ସ ଭିଡିଓ ହେଉଛି ଭାଇରାଲ 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ଓ ଡ୍ୟାନ୍ସର ନୋରା ଫତେହୀଙ୍କୁ ତ ନିଶ୍ଚୟ ଜାଣିଥିବେ । ଡ୍ୟାନ୍ସ ମାମଲାରେ ନୋରା ବର୍ତ୍ତମାନ ସମସ୍ତଙ୍କୁ ପଛକୁ କରିସାରିଛନ୍ତି ।

ନୋରା ନିଜ ସୁନ୍ଦରତା ଓ ନିଜ ଡ୍ୟାନ୍ସ ପାଇଁ ବହୁତ ଲୋକ ପ୍ରିୟତା ହାସିଲ କରିଛନ୍ତି । ହେଲେ ବନ୍ଧୁଗଣ ବର୍ତ୍ତମାନ ନୋରାଙ୍କୁ ଅନ୍ୟ ଏକ ସେଲିବ୍ରେଟି ଡ୍ୟାନ୍ସରେ ଟକ୍କର ଦେଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ସେଲିବ୍ରେଟି ଜଣକଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ସେଲିବ୍ରେଟି ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ସଲମାନ ଖାନଙ୍କ ଭାଉଜ ଓ ଅରବାଜ ଖାନଙ୍କ ଗାର୍ଲଫ୍ରେଣ୍ଡ Giorgia Andriani । ବନ୍ଧୁଗଣ Giorgia Andriani ପୂର୍ବ ବର୍ଷ ନଭେମ୍ବର ମାସରେ ଦୁବାଇ ଯାଇଥିଲେ ଓ ସେହି ସ୍ଥାନରେ ସେ ବହୁତ ପ୍ରୋଜେକ୍ଟରେ କାମ କରିଥିଲେ । Giorgia Andriani ସେବେଠାରୁ ଦୁବାଇରେ ରହି ନିଜର କେତେକ ଫଟୋ ଓ ଭିଡିଓସକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ।

ବନ୍ଧୁଗଣ ଏହି କିଛି ଦିନ ହେବ Giorgia Andrianiଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି । ଏହି ଭିଡିଓରେ Giorgia Andriani ହନି ସିଂହଙ୍କ ଗୀତ ‘ନଟି ଶୟା’ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ସେ ଦୁବାଇର ରାସ୍ତାରେ ନିଜ କୋରିଓ ଗ୍ରାଫର ସହ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ବନ୍ଧୁଗଣ ଏହା ପୂର୍ବରୁ ସେ ବଲିଉଡ ଫିଲ୍ମ ‘କୁଲି ନମ୍ବର ୧’ ର ଗୀତ ‘ହୁସ୍ନ ହେ ସୁହାନା’ରେ ମଧ୍ୟ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଭିଡିଓରେ Giorgia Andriani ନିଜ କରୀୟ ଗ୍ରାଫର ସହ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ବନ୍ଧୁଗଣ ଏହି ଭିଡିଓକୁ ମଧ୍ୟ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ ।

ଏହା ବ୍ଯତୀତ ସେ ନିଜର କେତେକ ବୋଲ୍ଡ ଫଟୋସ ସୋସିଆଲ ମିଡିଆରେ ସେୟାର କରନ୍ତି ଯାହାକୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ Giorgia Andriani ଜିମ୍ ୱାର୍କ ଆଉଟ ଭିଡିଓ ମଧ୍ୟ ସେୟାର କରନ୍ତି । Giorgia Andrianiଙ୍କ ସମସ୍ତ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ବନ୍ଧୁଗଣ Giorgia Andriani ବର୍ତ୍ତମାନ ଅରବାଜ ଖାନଙ୍କ ସହ ରିଲେସନରେ ଅଛନ୍ତି ଓ ସେ ବହୁତ ଶୀଘ୍ର ଅରବାଜଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଆପଣ ମାନଙ୍କୁ Giorgia Andriani ଙ୍କ ଲୁକ୍ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *