Salman Khan ଙ୍କ ମା’ ଏହି ଅଭିନେତ୍ରୀ ଙ୍କୁ ବନେଇବାକୁ ଚାହୁଁଥିଲେ ନିଜ ବୋହୁ, ଏହି ଅଭିନେତ୍ରୀ ଥିଲେ ତାଙ୍କ ପରିବାରର ପ୍ରସମ ପସନ୍ଦ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ବଲିଉଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ସଲମାନ ଖାଁ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା କୋଟି କୋଟି ଦର୍ଶକ ଙ୍କ ପ୍ରିୟ ଅଭିନେତା ଅଟନ୍ତି । ଅଭିନେତା ସଲମାନ ଖାଁ ବଲିଉଡ ଇଣ୍ଡଷ୍ଟ୍ରୀ ର ଅନେକ ଅଭିନେତ୍ରୀ ମାନଙ୍କ କ୍ୟାରିଅର କୁ ସଜାଡିଛନ୍ତି ଏବଂ କେତେକ ଅଭିନେତ୍ରୀ ଙ୍କୁ ସେ ସ୍ୱୟଂ ଲଞ୍ଚ ମଧ୍ୟ କରିଛନ୍ତି । ସଲମାନ ଖାଁ ଜଣେ ଉଚ୍ଚକୋଟି ଏବଂ ନରମ ହୃଦୟ ବ୍ୟକ୍ତିତ୍ବ ର ଅଭିନେତା ଅଟନ୍ତି ।

ଏହି ବିଶେଷ ଗୁଣ ହିଁ ତାଙ୍କୁ ଅନ୍ୟ ମାନଙ୍କ ଠାରୁ ଭିନ୍ନ ବନାଇ ଥାଏ । ଅଭିନେତା ସଲମାନ ଖାଁ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଏବଂ ତାଙ୍କ ବିବାହ କୁ ଲକ୍ଷ ଲକ୍ଷ ଦର୍ଶକ ମାନେ ଅନାଇ ବସିଛନ୍ତି । ସଲମାନ ଖାଁ କାହାକୁ ବିବାହ କରିବେ ତାହା ଜାଣିବା ପାଇଁ ସମସ୍ତ ଦର୍ଶକ ଆଗ୍ରହୀ ।

କିନ୍ତୁ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ସଲମାନ ଖାଁ ଙ୍କ ମାଆ ତାଙ୍କ ପାଇଁ ବୋହୁ ବାଛି ସାରିଛନ୍ତି । ତେବେ ଏହା ପଛରେ କଣ ରହସ୍ୟ ରହିଛି ଆସନ୍ତୁ ବିସ୍ତାର ରୂପରେ ଜାଣିବା ।ବନ୍ଧୁଗଣ ଅଭିନେତା ସଲମାନ ଖାଁ ଙ୍କ ମାଆ ନିଜ ପୁଅ ପାଇଁ ଝିଅ ପସନ୍ଦ କରି ନେଇଛନ୍ତି ଏବଂ ସେ ଏହା ମଧ୍ୟ ଚାହାନ୍ତି ଯେ ସଲମାନ ଖାଁ ତାଙ୍କୁ ହିଁ ବିବାହ କରନ୍ତୁ ।

ତେବେ ସେହି ଝିଅ ଅନ୍ୟ କେହି ନୁହେଁ ସେ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ କଟ୍ରିନା କୈଫ । ତେବେ ଅଭିନେତା ସଲମାନ ଖାଁ ଙ୍କ ଜୀବନ ରେ ତାଙ୍କ ମାଆ ଓ ତାଙ୍କ ଭଉଣୀ ଅର୍ପିତା ଙ୍କ ବ୍ୟତୀତ ଯଦି ଅନ୍ୟ କେହି ଅଛନ୍ତି ତେବେ ସେ ହେଉଛନ୍ତି ଅଭିନେତ୍ରୀ କଟ୍ରିନା କୈଫ ।

ସଲମାନ ଖାଁ ଚାହିଁଥିଲେ ସେ କଟ୍ରିନା ଙ୍କୁ ୧୦ ବର୍ଷ ପୂର୍ବେ ହିଁ ବିବାହ କରି ପାରିଥାନ୍ତେ । କିନ୍ତୁ କୌଣସି କାରଣ ବଶତଃ ସେ ଏପରି କରି ନଥିଲେ । ଅଭିନେତ୍ରୀ କଟ୍ରିନା କୈଫ ମଧ୍ୟ ଏକ ଇଣ୍ଟରଭ୍ୟୁ ରେ କହିଥିଲେ ଯେ, ସେ ନିଜ ଜୀବନରେ ଯଦି କୌଣସି ବ୍ୟକ୍ତି ଉପରେ ଆଖି ବନ୍ଦ କରି ବିଶ୍ୱାସ କରି ପାରିବେ ତେବେ ସେ ହେଉଛନ୍ତି କେବଳ ଜଣେ ସଲମାନ ଖାଁ ।

ଏହି ଯୋଡି ପରସ୍ପର କୁ ପସନ୍ଦ କରନ୍ତି ସତ ଏବଂ ସଲମାନ ଖାଁ ଙ୍କ ମାଆ ମଧ୍ୟ କଟ୍ରିନା ଙ୍କୁ ବୋହୁ ରୂପରେ ଦେଖିବାକୁ ଚାହାନ୍ତି । କିନ୍ତୁ ଭବିଷ୍ୟତ ରେ କଣ ହେବ ତାହା କେବଳ ସମୟ ହିଁ କହି ପାରିବ । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *