Salman Khan ନା Virat Kohli, କିଏ ଅଧିକ ଧନୀ ? ଜାଣିଲେ ଚମକି ପଡିବେ ଆପଣ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଦିଗଜ ଅଭିନେତା ସଲମାନ ଖାନ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସୋସିଆଲ ମିଡିଆରେ ସଲମାନ ଖାନଙ୍କ ଫ୍ୟାନ ଫାଲୋଇଙ୍ଗ ବହୁତ ଅଧିକ ରହିଛି ଅନ୍ୟ ପକ୍ଷରେ ଭାରତୀୟ କ୍ରିକେଟ ଜଗତରେ ସବୁ ଠାରୁ ଅଧିକ ବର୍ତ୍ତମାନ ବିରାଟ କୋହିଲିଙ୍କ ନାମ ରହିଛି । ବିରାଟଙ୍କ ଫ୍ୟାନ ଫାଲୋଇଙ୍ଗ ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ଏହି ଦୁଇଟି ଫେମସ ସେଲିବ୍ରେଟିଙ୍କୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଦୁଇ ଜଣଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଦୁଇ ଜଣଙ୍କ ମଧ୍ୟରୁ ସବୁଠାରୁ ଧନୀ କିଏ । ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ସଲମାନ ଖାନଙ୍କ ସମ୍ପତ୍ତି ବିଷୟରେ ।

ବନ୍ଧୁଗଣ ସଲମାନ ଖାନ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା ଅଟନ୍ତି ସେ ଗୋଟେ ଫିଲ୍ମ ପାଇଁ ୪୦ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଏହା ବ୍ଯତୀତ ସେ ହିନ୍ଦୀ ରିଆଲିଟି ସୋ ‘ବିଗବସ’କୁ ହୋଷ୍ଟ କରିବା ପାଇଁ ୨୭୦ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଏହା ସହିତ ବନ୍ଧୁଗଣ ସଲମାନ ଖାନ ବିଜ୍ଞାପନ କରି ମଧ୍ୟ ବହୁତ ଟଙ୍କା କମାଇ ଥାନ୍ତି ।

ମିଡିଆ ରିପୋର୍ଟସ ଅନୁସାରେ ସଲମାନ ଗୋଟେ ବିଜ୍ଞାପନ କରିବା ପାଇଁ ୫ ରୁ ୧୦ କୋଟି ଟଙ୍କା ଚାର୍ଜ କରିଥାନ୍ତି । ବନ୍ଧୁଗଣ ସଲମାନ ଖାନଙ୍କ ଘରର ମୂଲ୍ୟ ହେଉଛି ୧୧୪ କୋଟି ଟଙ୍କା । ସଲମାନଙ୍କ ପାଖରେ କେତେକ ଲକ୍ସରି କାର୍ସ ଓ ପ୍ରାଇଭେଟ ଜେଟ ମଧ୍ୟା ଅଛି । ସଲମାନଙ୍କ ସଂପୂର୍ଣ୍ଣ ସମ୍ପତ୍ତି ହେଉଛି ୧୮୦୦ କୋଟି ଟଙ୍କା ।

ବର୍ତ୍ତମାନ ଆସନ୍ତୁ ଜାଣିବା ବିରାଟଙ୍କ ସମ୍ପତ୍ତି ବିଷୟରେ । ବନ୍ଧୁଗଣ ବିରାଟ ପ୍ରତି ବର୍ଷ ବିସିସିଆଇ ଠାରୁ ୭ କୋଟି ଟଙ୍କା ନିଅନ୍ତି । ବନ୍ଧୁଗଣ ବିରାଟ ସମସ୍ତ ମ୍ଯାଚରେ କୋଟ କୋଟି ଟଙ୍କା କମାଇ ଥାନ୍ତି । ସେହିପରି ସବୁ ବର୍ଷ ଆସୁଥିବା ଆଇପିଏଲରୁ ମଧ୍ୟ ସେ କୋଟି କୋଟି ଟଙ୍କା କମାଇ ଥାନ୍ତି । ମିଡିଆ ରିପୋର୍ଟସ ଅନୁସାରେ ସେ ଆଇପିଏଲ ଖେଳିବା ପାଇଁ ୧୫ କୋଟିରୁ ଅଧିକ ଟଙ୍କା ନେଇ ଥାନ୍ତି । ଏହା ବ୍ଯତୀତ ବିରାଟ କୌଣସି ବିଜ୍ଞାପନ ପାଇଁ ୫ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

ବନ୍ଧୁଗଣ ବିରାଟଙ୍କର ମୁମ୍ବାଇରେ ଏକ ଆଲିଶାନ ଘର ଅଛି ଯାହାର ମୂଲ୍ୟ ହେଉଛି ୯ କୋଟି ଟଙ୍କା । ଏହା ସହିତ ବନ୍ଧୁଗଣ ବିରାଟଙ୍କ ପାଖରେ କେତେକ ଲକ୍ସରି କାର ଓ ପ୍ରାଇଭେଟ ଜେଟ ମଧ୍ୟ ଅଛି । ମିଡିଆ ରିପୋର୍ଟସ ଅନୁସାରେ ବିରାଟଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୩୯୦ କୋଟି ଟଙ୍କା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇଟି ସେଲିବ୍ରେଟିଙ୍କ ମଧ୍ୟରୁ କିଏ ଅଧିକ ପସନ୍ଦ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *