Odia Jokes- ଜବାନ ଶାଳି ଭିଣେଇକୁ କହିଲା- ଜିଜୁ 5 ବର୍ଷରେ 11 ପିଲା ? ଏମିତି କେଉଁ ଚାବି ତୁମେ ତାଲାରେ ବ୍ୟବହାର କରୁଛ କି ?…

ବନ୍ଧୁଗଣ ଆଜିକାଲି ଦୁନିଆରେ ସମସ୍ତ ଲୋକ କେବଳ ଟଙ୍କା ରୋଜଗାର କରିବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । କାରଣ ଦୁନିଆର ସମସ୍ତ ସୁଖ ସମୃଦ୍ଧି ପାଇବାକୁ ହେଲେ ଟଙ୍କାର ବିଶେଷ ଆବଶ୍ୟକତା ରହିଛି । ତେଣୁ ଲୋକମାନେ ନିଜ ଜୀବନରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ, ସେମାନେ ନିଜ ମନୋରଞ୍ଜନ କରିପାରୁ ନାହାନ୍ତି । ସବୁବେଳେ ଲୋକମାନେ ଚିନ୍ତାରେ ରହୁଛନ୍ତି । ବନ୍ଧୁଗଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ଆପଣଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ ।

ଏହି ସବୁ ଓଡିଆ ଜୋକ୍ସ ଗୁଡିକୁ ପଢିଲେ ଆପଣଙ୍କ ମାଇଣ୍ଡ ଫ୍ରେସ ହୋଇଯିବ ଓ ଆପଣ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ । 

୧. ଜଣେ ବ୍ୟକ୍ତି ଦ୍ରୁତ ଗତିରେ ଡାକ୍ତରଙ୍କ କେବିନରେ ପଶି ପଚାରିଲା-ଡାକ୍ତର ସାର ମୋ ସ୍ତ୍ରୀ ପେଟ୍ରୋଲ ପିଇ ଦେଇଛି । ଏବେ ସେ ଘର ସାରା ଦୌଡୁଛି । 

ଡାକ୍ତର- ଚିନ୍ତା କରନି, ଯେତେବେଳେ ପେଟ୍ରୋଲ ଶେଷ ହୋଇଯିବ ସେ ଆପେ ଆପେ ରହିଯିବେ ।

୨. ଗାର୍ଲଫ୍ରେଣ୍ଡ ନିଜ ବୟଫ୍ରେଣ୍ଡକୁ ମୋବାଇଲ ଫୋନରେ କହିଲା-ମୋ ବାବୁ ଖାଇଲା ?

ପୁଅର ମା ଫୋନ ଉଠାଇ କହିଲା- ବାବୁ ଖାନା ଖଇନି ୪-୫ଟା ବେଲଣା ପାହାର ଖାଇଛି, ଫୋନ ରଖ ଖନ୍ନା । 

୩. ସ୍ଵାମୀ -ଯେତେବେଳେ ମୁ ତମ ଉପରେ ଚିଲେଇ ଦିଏ ସେତେବେଳେ ତମେ ନିଜ ରାଗକୁ କେମିତି ବାହାର କର । 

ସ୍ତ୍ରୀ-ଟଏଲେଟ ସଫା କରିକି । 

ସ୍ଵାମୀ ଜୋର ଜୋର ସେ ହସିକି- ମୂର୍ଖ ସ୍ତ୍ରୀ ଲୋକ କେମିତି ?

ସ୍ତ୍ରୀ- ମୁଁ ଟଏଲେଟ ତମ ଟୁଥବ୍ରସରେ ସଫା କରେ । 

୪. ସାନ୍ତା ଆମ୍ବଲେଟ ବନାଉ ଥିଲା । ସେ ଯେତେବେଳେ ଅଣ୍ଡା ଭାଙ୍ଗିଲା ଅଣ୍ଡା ଖାଲି ବାହାରିଲା । ସାନ୍ତା ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଏହା ପରେ ସାନ୍ତା କହିଲା- ଏହି କଳିଯୁଗରେ କୁକୁଡା ବି ଆବୋସନ କରିବା ଆରମ୍ଭ କଲେଣି । 

୫. ଦୁଇଟି ଗାଁ ମହିଳା ପରସ୍ପର ସହ କଥା ବାର୍ତ୍ତା କରୁଥିଲେ ।

ପ୍ରଥମ ମହିଳା ପଚାରିଲା- ଆରେ ହସବେଣ୍ଡ ମାନେ କଣ ?

ଦ୍ଵିତୀୟ ମହିଳା- ଏହା ଏକ ପ୍ରକାରର ବ୍ୟାଣ୍ଡ ଅଟେ ଯାହାକୁ ବେଲଣରେ ବଜା ଯାଏ । 

୬. ଜଣେ ଲୋକ ନିଜ ଶଶୁର ଘରକୁ ଗଲା ତାର ଶାଶୁ ତାକୁ ୭ ଦିନ ପର୍ଯ୍ୟନ୍ତ ଶାଗ ଭଜା ଖାଇବାକୁ ଦେଲା । ୮ ଦିନରେ ଶାଶୁ କହିଲା- ପୁଅ କଣ ଖାଇବ ?

ବ୍ୟକ୍ତି- ଖେତ ଦେଖାଇ ଦିଅ ମୁ ନିଜେ ଚରି ଯିବି । 

୭. ପିକନିକରେ ସ୍ଵାମୀ ନିଜ ସ୍ତ୍ରୀକୁ ଶ୍ମଶାନ ନେଇ ଆସିଲା । 

ପତ୍ନୀ- ଏ କେଉଁଠି ନେଇ ଆସିଲ ?

ସ୍ଵାମୀ- ଆରେ ଲୋକ ମରନ୍ତି ଏଠି ଆସିବା ପାଇଁ । 

୮. ଜବାନ ଶାଳି ଭିଣେଇକୁ କହିଲା- ଜିଜୁ 5 ବର୍ଷରେ 11 ପିଲା ?

ଏମିତି କେଉଁ ଚାବି ତୁମେ ତାଲାରେ ବ୍ୟବହାର କରୁଛ କି ?

ଭିଣେଇ କହିଲା… ଆରେ ମୁଁ ତ ନିଜେ ଚିନ୍ତିତ ଅଛି, କିନ୍ତୁ କଣ କରିବି ତୁମେ ସବୁ ତ କହିଥିଲ

ମୋ ଝିଅକୁ କେବେ ଖାଲି ପେଟରେ ରଖିବୁନି

ଦେଖି ନିଅ ଗୋଟିଏ ବି ମାସ ଖାଲି ପେଟ ନାହିଁ ।

Leave a Reply

Your email address will not be published. Required fields are marked *