‘ମୋ ସାଲାରି ଆସିଗଲା ରେ…ଡିଙ୍ଗି… ଡିଙ୍ଗି… ଡିଙ୍ଗି..’ ସାଲାରୀ ପାଇବା ପରେ ATM ଆଗରେ ଏମିତି ନାଚିଲା ଝିଅଟି, Video ଦେଖିଲେ ହସି ହସି ଗଡିବେ ଆପଣ !

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ମଣିଷ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ରହୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି ଓ ଏହି ଭିଡିଓକୁ ନେଇ ଚର୍ଚା ମଧ୍ୟ ଜୋରସୋର ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭା-ଇ-ରା-ଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଜିନିଷ ହେଉଛି ଟଙ୍କା । ଯଦି ଆପଣ ମାନଙ୍କ ପାଖରେ ଟଙ୍କା ଅଛି ତା ହେଲେ ଆପଣ ଜୀବନର ସମସ୍ତ ସୁଖ ସୁବିଧା ଭୋଗ କରିପାରିବେ । ସେଥିପାଇଁ ଲୋକମାନେ ଦିନ ରାତି କାମ କରିଥାନ୍ତି ।

ଯେତେବେଳେ ଲୋକ ମାନେ ସ୍ୟାଲେରି ପାନ୍ତି ସେତେବେଳେ ସେ ବହୁତ ଅଧିକ ଖୁସି ହୋଇଯାନ୍ତି । ଏହିଭଳି କିଛି ଦେଖିବାକୁ ମିଳିଛି ଏହି ଭା-ଇ-ରା-ଲ ଭିଡିଓରେ । ଭିଡିଓଟି ହେଉଛି ଏକ ଏଟିଏମର । ଏଟିଏମ ଭିତରୁ ଜଣେ ଝିଅ ଟଙ୍କା ଉଠାଉ ଥିବାର ନଜର ଆସୁଛି । ହେଲେ ଟଙ୍କା ଉଠାଇବା ସମୟରେ ଝିଅର ଖୁସି କହିଲେ ନସରେ । ଝିଅଟି ଟଙ୍କା ଉଠାଇ ନାଚିବାକୁ ଲାଗୁଛି ।

ଝିଅ ଜଣକ ଏମିତି ନାଚୁ ଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ଝିଅଟି ପ୍ରଥମ ଦରମା ପାଇଥିବାର ଖୁସି ବୋଲି କୁହାଯାଉଛି । ଟଙ୍କା ଉଠାଇବା ପରେ ଝିଅଟି ଏଟିଏମକୁ ମୁଣ୍ଡିଆ ବି ମା-ରୁ-ଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *