ସକାଳୁ ଉଠିବା ମାତ୍ରେ କେବଳ କୁହନ୍ତୁ ଏହି 2 ଟି ଶବ୍ଦ, ବିନା ପୂଜାରେ ଭୋଲେନାଥ ହେବେ ପ୍ରସନ୍ନ, ସବୁ ମନୋକାମନା ହେବ ପୂର୍ଣ୍ଣ

ବନ୍ଧୁଗଣ ମଣିଷ ଜୀବନରେ ଉଭୟ ଦୁଃଖ ଏବଂ ସୁଖ ଆସିଥାଏ । ସବୁବେଳେ ମଣିଷ ଏଥିପାଇଁ ଚିନ୍ତାରେ ରହିଥାଏ ଯେ ତାର ଆଗାମୀ ଜୀବନ କେମିତି ଅତିବାହିତ ହେବ । ବେଳେ ବେଳେ ଆମ ଜୀବନରେ ବହୁତ ଗୁଡିଏ ସମସ୍ୟା ଆସି ଯାଇଥାଏ ଯାହାର ସମାଧାନ ପାଇଁ ଆମେ ବହୁତ କିଛି ଉପାୟ ଅବଲମ୍ବନ କରିଥାଉ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କର ଏହି ସମସ୍ୟାର ସମାଧାନକୁ ନେଇ ଆସିଛୁ, ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଶବ୍ଦ କହିବୁ ଯାହାକୁ ଆପଣ ସକାଳେ କେବଳ ଥରେ କହିବେ, ଏହା ଦ୍ଵାରା ଭଗବାନ ଶିବ ଆପଣ ମାନଙ୍କର ସବୁ ମନୋକାମନା ପୂର୍ଣ୍ଣ କରିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ସାଧାରଣତଃ ମଣିଷ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ କିଛି ଉପାୟ କରିଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ କହିବୁ ଯାହାଦ୍ୱାରା ଆପଣ ବହୁତ ସହଜରେ ଭଗବାନ ଶିବଙ୍କୁ ପ୍ରସନ୍ନ କରି ପାରିବେ ।

ଏଥିପାଇଁ ଆପଣଙ୍କୁ କୌଣସି ପୂଜା ପାଠ କରିବାର ଆବଶ୍ୟକତା ନାହିଁ । ଆପଣଙ୍କୁ କେବଳ ସବୁଦିନ ସକାଳେ ଉଠି ଏକ ଶବ୍ଦ କହିବାର ଅଛି । ଆପଣଙ୍କ ଘର ର ସମସ୍ତ ସଦସ୍ୟ ଏହି ଉପାୟକୁ ଅବଲମ୍ବନ କରିପାରିବେ । ଏହି ଉପାୟ ଦ୍ଵାରା ବିଦ୍ୟାର୍ଥୀ ମାନଙ୍କର ମାନସିକ ବିକାଶ ହେବ, ଯାହା ଫଳରେ ସେମାନେ ପରୀକ୍ଷାରେ ଉତିର୍ଣ୍ଣ ହେବେ ।

ଘରର ସ୍ତ୍ରୀ ମାନେ ମଧ୍ୟ ଏହି ଉପାୟ କରି କରି ନିଜ ପରିବାରର ଶୁଭ କାମନା କରିପାରିବେ । ଏଥିପାଇଁ ଘରର ସ୍ତ୍ରୀ ମାନଙ୍କୁ ସ୍ନାନ କରିବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ । ସ୍ତ୍ରୀ ମାନେ ଏହି ଦୁଇଟି ଶବ୍ଦର ଉପଯୋଗ କରିଲେ ତାଙ୍କର ବୈବାହିକ ଜୀବନ ବହୁତ ସୁଖମୟ ହେବା ସହ ତାଙ୍କ ପରିବାରରେ ସମୃଦ୍ଧି ହେବ । ଏହା ସହିତ ଘରର ପରିଜନ ମାନେ ମଧ୍ୟ ନିଜର ଭଲ ସ୍ୱାସ୍ଥ୍ୟ ପାଇଁ ଏହି ଶବ୍ଦର ଅବଲମ୍ବନ କରିପାରିବେ ।


ଘରର ପୁଅ ମାନେ ଏହି ଶବ୍ଦର ଅବଲମ୍ବନ କରିଲେ ସେମାନଙ୍କୁ ଚାକିରି କ୍ଷେତ୍ରରେ ସଫଳତା ମିଳିବ ଏବଂ ବ୍ୟାପାର କ୍ଷେତ୍ରରେ ଧନଲାଭ ହେବ । ଆପଣଙ୍କୁ ସବୁଦିନ ସକାଳେ ଉଠି ‘ଓଁ ଜୁଂ ସଃ’ ମନ୍ତ୍ରକୁ କହିବାର ଅଛି । ଏହା ହେଉଛି ଏକ ଲଘୁ ମହା ମୃତ୍ୟୁଞ୍ଜୟ ମନ୍ତ୍ର । ଏହି ମନ୍ତ୍ର ର ଜପରେ ଆପଣ ସଂସାରର ସମସ୍ତ ସଫଳତା ହାସଲ କରିପାରିବେ । ଯଦି ଆପଣଙ୍କ କୁଣ୍ଡଳୀରେ କିଛି ଦୋଷ ରହିଥାଏ ତେବେ ଏହି ମନ୍ତ୍ରର ଜପ ଦ୍ଵାରା ତାହା ଦୂର ହୋଇଯିବ । ଏହା ବ୍ଯତୀତ ନିଜର ଦୁଇ ହାତକୁ ଯୋଡି ଆଉ ଏକ ମନ୍ତ୍ର ଜପ କରିବା ଉଚିତ ଯାହା ହେଲା

କରାଗ୍ରେ ବସତେ ଲକ୍ଷ୍ମୀ,

କରମଧ୍ୟେ ସରସ୍ଵତୀ,

କରମୂଳେ ତୁ ଗୋବିନ୍ଦ

ପ୍ରଭାତେ କର ଦର୍ଶନମ

ଆପଣ ସବୁଦିନ ସକାଳେ ଉଠି ନିଜ ଦୁଇ ହାତକୁ ଯୋଡି ଏହି ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ । ଏହି ମନ୍ତ୍ରର ଜପରେ ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଏବଂ ଆପଣଙ୍କର ସବୁ ମନୋକାମନାକୁ ପୂର୍ଣ୍ଣ କରିବେ । ଆପଣ ଏହି ମନ୍ତ୍ରକୁ ଜପ କରି ଆପଣଙ୍କ ଘରର ସଦସ୍ୟ ମାନଙ୍କୁ ମଧ୍ୟ ଏହାର ପରାମର୍ଶ ଦିଅନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *