ସକାଳୁ ଉଠି ଆପଣ ଚା’ ପିଉଛନ୍ତି କି ? ତ ହେଇ ଯାଆନ୍ତୁ ସାବଧାନ ! ନିଶ୍ଚୟ ପଢନ୍ତୁ ଏହି ଖବର ! Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କିଛି ବ୍ୟକ୍ତି ଙ୍କ ଅଭ୍ୟାସ ଥାଏ ସେମାନେ ସକାଳେ ଉଠିବା ପରେ ଖାଲି ପେଟରେ ଚା ବା କଫି ପିଇଥାନ୍ତି । କିନ୍ତୁ ଏହା ଆଦୋୖ ଉଚିତ ନୁହେଁ । କାରଣ ଏହାଦ୍ବାରା ଶରୀର ରେ ଏସିଡିଟି ସମସ୍ୟା ଦେଖା ଯାଇଥାଏ ଏବଂ ଏହା ଆମ ମେଟାବୋଲିଯିମ କୁ ମଧ୍ୟ ବିଗାଡ଼ି ଥାଏ ।

କଣ ଆପଣ ମଧ୍ୟ ନିଜ ସକାଳ ର ଆରମ୍ଭ ଚା ଅଥବା କଫି ଦ୍ବାରା ଆରମ୍ଭ କରନ୍ତି? ଯଦିଓ ଏହା କିଛି ବ୍ୟକ୍ତି ଙ୍କ ପାଇଁ କମ୍ଫର୍ଟ ଡ୍ରିଙ୍କ ଅଟେ । କିନ୍ତୁ କେବେବି ସକାଳେ ଖାଲି ପେଟରେ ଚା ଅଥବା କଫି ପିଇବା ଉଚିତ ନୁହେଁ । ଏହାଦ୍ବାରା ଶରୀର ରେ ଏସିଡିଟି ସହିତ ଅନେକ ଗମ୍ଭୀର ସମସ୍ୟା ଦେଖିବାକୁ ମିଳିଥାଏ । ଯାହା ଶରୀର ପାଇଁ ହାନିକାରକ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ସକାଳେ ଖାଲି ପେଟରେ ଚା ପିଇବା ଦ୍ୱାରା ଶରୀର ରେ କେଉଁ ସବୁ ସମସ୍ୟା ଦେଖିବାକୁ ମିଳିଥାଏ ଏବଂ ଏହି ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ କଣ କରିବା ଆବଶ୍ୟକ ।  ବନ୍ଧୁଗଣ ଚା ଓ କଫି ର ନେଚର ଏସିଡିଟିକ ହୋଇଥାଏ । ଏହାକୁ ସକାଳେ ଖାଲି ପେଟରେ ସେବନ କରିବା ଦ୍ୱାରା ଏସିଡିଟି ସମସ୍ୟା ଦେଖାଯାଇଥାଏ । ଅନେକ ବ୍ୟକ୍ତି ଙ୍କ ଏହି ସମ୍ବନ୍ଧରେ ଅଭିଯୋଗ ମଧ୍ୟ ରହିଥାଏ ।

ବିଶେଷଜ୍ଞ ଙ୍କ ଅନୁସାରେ ସକାଳୁ ଉଠିବା ପରେ ଆମ ପେଟ ଏସିଡିଟିକ ପିଏଚ ସ୍କେଲ ରେ ରହିଥାଏ । ଚା ଏବଂ କଫି ର ଗୁଣ ମଧ୍ୟ ଏସିଡିଟିକ ଅଟେ । ତେଣୁ ଯଦି ସକାଳେ ଖାଲି ପେଟରେ ଆପଣ ଚା ଅଥବା କଫି ପିଇବେ ତେବେ ଆପଣଙ୍କ ଶରୀର ରେ ହାର୍ଟ ବା ଏସିଡିଟି ସମସ୍ୟା ଦେଖିବାକୁ ମିଳିଥାଏ । କେବଳ ଏତିକି ହିଁ ନୁହେଁ ଏହାଦ୍ବାରା ଆପଣଙ୍କ ଶରୀରର ମେଟାବୋଲିଯିମ ମଧ୍ୟ କମଜୋର ହୋଇଯାଏ ।

ବିଶେଷଜ୍ଞ ମାନଙ୍କ ଅନୁସାରେ ସକାଳେ ଖାଲି ପେଟରେ ଚା’ ପିଇବା ଦ୍ୱାରା ମୁହଁରେ ଥିବା ଜୀବାଣୁ ଶରୀର ଭିତରକୁ ପ୍ରବେଶ କରିଥାଏ । ଯାହା ଶରୀର ପାଇଁ ହାନିକାରକ ହୋଇଥାଏ । ଏହା ସହିତ ଚା ରେ ଏଭଳି ଏକ ରସାୟନ ରହିଥାଏ ଯାହାକୁ ଖାଲି ପେଟରେ ପିଇବା ଦ୍ୱାରା କ୍ବଜ ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏହି ରସାୟନ କୁ ଥିଓଫିଲାଇନ କୁହାଯାଏ । ଚା ରେ ନିକୋଟିନ ମଧ୍ୟ ରହିଥାଏ । ଯାହାଦ୍ୱାରା ଆପଣଙ୍କୁ ଏହାର ଅଭ୍ୟାସ ହୋଇଯାଏ ।

ଏହା ଜରୁରୀ ନୁହେଁ ଯେ, ଆପଣ ନିଜ ଦିନ ର ଆରମ୍ଭ ଚା’ ବା କଫି ଦ୍ଵାରା କରିବେ । ଆପଣ ହେଲଦୀ ପ୍ଲାନିଂ ସହିତ ମଧ୍ୟ ନିଜ ଦିନର ଆରମ୍ଭ କରି ପାରିବେ । ଆପଣ ସକାଳେ ଖାଲି ପେଟରେ ଏକ କପ୍ ଗରମ ପାଣିରେ ଲେମ୍ବୁ ରସ, ଏକ ଚୁଟକି ଲୁଣ ଓ ଗୋଲମରିଚ ମିଶାଇ ପିଇ ପାରିବେ ।

ପ୍ରତିରକ୍ଷା କୁ ମଜବୁତ କରିବା ପାଇଁ ଆପଣ ଗିଲୋଏ ରସ ଓ ଅଁଳା ରସ ପିଇବା ଲାଭଦାୟୀ ହୋଇଥାଏ । ସକାଳେ ଖାଲି ପେଟରେ ଚା ଅଥବା କଫି ପିଇବା ଅପେକ୍ଷା ଆପଣ ମେଥି ଦାନା, ପାନ ମଧୁରୀ ଏବଂ ଜିରା ର ପାଣି ମଧ୍ୟ ସେବନ କରି ପାରିବେ । ଏହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଯୁକ୍ତ ହୋଇଥାଏ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *