ସକାଳୁ ଖାଲି ପେଟରେ 2 ଟି ଲିମ୍ବ ପତ୍ର ଖାଇବା ଦ୍ଵାରା ହେଲା କିଛି ଏମିତି କି….ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ସକାଳୁ ମାତ୍ର ଦୁଇଟି ନିମ୍ବ ପତ୍ର ଖାଆନ୍ତୁ ଏବଂ ଆପଣଙ୍କର ସମସ୍ତ ରୋଗ ଦୂର କରନ୍ତୁ । ପ୍ରାୟ ସମସ୍ତ ଙ୍କ ଘର ପାଖରେ ନିମ୍ବ ଗଛ ଥିବ । ଭାରତ ଦେଶ କୁ ନିମ୍ବ ଗଛ ର ଔଷଧି ସ୍ଥାନ ବୋଲି କୁହାଯାଇଥାଏ । ପ୍ରାୟ ସବୁ ବୈଦ୍ୟ ମାନେ ନିମ୍ବ ଗଛ କୁ ଔଷଧ ରୂପରେ ବ୍ୟବହାର କରିଥାନ୍ତି । ନିମ୍ବ ପତ୍ର ଏକ ଆୟୁର୍ବେଦିକ ଔଷଧ ଅଟେ । ଖାଲି ଆଜି ନୁହେଁ ଦୀର୍ଘ ୪୦୦୦ ବର୍ଷ ପୂର୍ବରୁ ନିମ୍ବ ପତ୍ର କୁ ଔଷଧି ରୂପରେ ବ୍ୟବହାର କରିଆସୁଛନ୍ତି । ଆଗ କାଳରେ ଲୋକମାନେ ତାଙ୍କ ରୋଗ ର ପ୍ରାୟ ୯୦ ପ୍ରତିଶତ ଏହି ନିମ୍ବ ପତ୍ର ମାଧ୍ୟମରେ ଠିକ କରିଦେଉଥିଲେ ।

ନିମ୍ବ ପତ୍ର ଦେହର କୁଣ୍ଡିଆ , କିଡନୀ , କୋଲେଷ୍ଟଲ , ଇମ୍ୟୁନିଟି ଆଦି ସବୁ କୁ ନିଅନ୍ତ୍ରଣ କରିଥାଏ । ନିମ୍ବ ବହୁତ ପିତା ହୋଇଥିବାରୁ ଏହାକୁ ଲୋକମାନେ ପ୍ରାୟ ଖାଇନଥାନ୍ତି । କିନ୍ତୁ ଆୟୁର୍ବେଦିକ ଅନୁସାରେ ସବୁଦିନ ସକାଳୁ ଖାଲି ପେଟରେ ନିମ୍ବ ପତ୍ର ଖାଇବା ଦ୍ବାରା ଏହା ଆମର ରୋଗ ପ୍ରତିଷେଧକ ଶକ୍ତି ଦ୍ବାରା ଆପଣଙ୍କ ର କଣ ସବୁ ଉପକାର ହୋଇଥାଏ ଜାଣନ୍ତୁ ।

ଆଜିକାଲି ପ୍ରାୟ ସବୁ ଲୋକ ଗୋଟେ ରୋଗ କୁ ବହୁତ ଡରୁଛନ୍ତି । ତାହା ହେଲା କ୍ୟାନସର । କ୍ୟାନସର ରୁ ଯଦି ଆପଣ ରକ୍ଷା ପାଇବାକୁ ଚାହୁଁଛନ୍ତି କିମ୍ବା ଆଗକୁ ଆଉ କ୍ୟାନସର ଆପଣଙ୍କୁ ନ ହେଉ ଚାହୁଁଛନ୍ତି ତେବେ ସବୁଦିନ କିଛି ନିମ୍ବ ପତ୍ର ଖାଆନ୍ତୁ । ନିମ୍ବ ରେ ଆଣ୍ଟି ବ୍ୟାକ୍ଟେରିଆ ଶକ୍ତି କ୍ୟାନସର ର ସେଲ କୁ ନଷ୍ଟ କରିଥାଏ । ଯଦି ଆପଣ ସବୁଦିନ କିଛି ନିମ୍ବ ପତ୍ର ଖାଉଛନ୍ତି ତେବେ ଏହା ଆପଣଙ୍କର ସବୁ ପ୍ରକାର ପେଟ ସମ୍ଭନ୍ଧିତ ରୋଗ ମଧ୍ୟ ଦୂର କରିଥାଏ ।

ନିମ୍ବ ପତ୍ର ଖାଇବା ଦ୍ବାରା ଆପଣଙ୍କ କବଜ , ଗ୍ୟାସ , ହଜମ ଶକ୍ତି ଆଦି ସବୁକିଛି ଠିକ ହୋଇଯାଇଥାଏ । ଏହା ଖାଇବା ଦ୍ବାରା ପେଟ ସମ୍ଭନ୍ଧିତ ରୋଗ ପ୍ରାୟ ଦେଖିବାକୁ ମିଳେ ନାହିଁ । ତେଣୁ ସବୁଦିନ କିଛି ନିମ୍ବ ପତ୍ର ର ସେବନ କରନ୍ତୁ । ଆପଣଙ୍କୁ ରୋଗ ପାଇଁ କିଛି ମେଡ଼ିସିନ ଖାଇବା ଆଉ ଦରକାର ପଡିବ ନାହିଁ । ତେଣୁ ଆପଣ ଆପଣଙ୍କ ଘର ବାହାରେ ଏକ ନିମ୍ବ ଗଛ ଲଗେଇଦିଅନ୍ତୁ । ସବୁଦିନ ସକାଳେ ଖାଲି ପେଟ ରେ ନିମ୍ବ ପତ୍ର ର କୁ ଚୋବାଇ ଖାଇବା ଦ୍ବାରା ସମସ୍ତ ରୋଗ ପ୍ରାୟ ଠିକ ହୋଇଯାଇଥାଏ ।

ଏହା ମଧୁମେହ ରୋଗ କୁ ସନ୍ତୁଳିତ ରଖିଥାଏ । ସବୁଦିନ ନିମ୍ବ ପତ୍ର ଖାଇବା ଦ୍ଵାରା ଶରୀର ର ରକ୍ତ କୁ ମଧ୍ୟ ଏହା ସଫା ରଖିଥାଏ । ଯଦି ଆପଣଙ୍କ କୁଣ୍ଡିଆ ଜନିତ କିଛି ସମସ୍ୟା କିମ୍ବା ଚର୍ମ ରୋଗ ଦେଖାଦେଉଛି ତେବେ ନିମ୍ବ ର ପତ୍ର କୁ ଖାଆନ୍ତୁ ଏବଂ ତାକୁ ଶରୀର ରେ ଲଗାନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ଚର୍ମ ଜନିତ ସମସ୍ୟା ସବୁ ଦୂର ହୋଇଯାଇଥାଏ ।

ଆପଣ ଏହାକୁ ଆପଣଙ୍କ ଚେହେରା ରେ ମଧ୍ୟ ଲଗାଇପାରିବେ । ଲଗାଇଲା ପରେ ଦେଖିବେ ଏହା ଆପଣଙ୍କ ର ଚେହେରା କୁ ବହୁତ ସୁନ୍ଦର କରିଦେଇଥାଏ ଏବଂ କୌଣସି ପ୍ରକାର ସମସ୍ୟା ଦେଖାଯାଇ ନଥାଏ । ଆପଣଙ୍କ ର ଯେ କୌଣସି ଭିତର ସମସ୍ୟା , ଦାନ୍ତ ଜନିତ ସମସ୍ୟା ଆଦି ସମସ୍ତ ରୋଗ ପାଇଁ ନିମ୍ବ ପତ୍ର ଉପଯୋଗୀ ହୋଇଥାଏ । ତେଣୁ ନିମ୍ବ ପତ୍ର କୁ ସବୁଦିନ ବ୍ୟବହାର କରନ୍ତୁ । କିନ୍ତୁ ନିମ୍ବ ପତ୍ର କୁ ଗର୍ଭବତୀ ମହିଳା ଏବଂ ୧୨ ବର୍ଷ ରୁ କମ ପିଲା ଖାଇବା ଉଚିତ ନୁହେଁ । ଏହା ତାଙ୍କ ପାଇଁ ଉପଯୋଗି ହୋଇନଥାଏ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *