ସହିପାରିଲିନି ପୋଲିସ ମାଡ଼ ଜୀବନ ହାରିଲି, ଯାଉଛି ଏକ ଅପେରା ଦୁନିଆକୁ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପୋଲିସ ମାଡ଼କୁ ସହ ନ କରିପାରିଥିବା ଯୁବକ ଟି ପ୍ରାଣ ହରାଇଛି । ଯେଉଁ ପୋଲିସ ଜନସାଧାରଣକୁ ବଞ୍ଚିବା କଥା ସେ କଣ ଆଜି ଜଣ ଯୁବକ ମୃ-ତ୍ୟୁ ର କାରଣ ହୋଇଛି । ଘଟଣା ଟି ହେଉଛି ଯାଜପୁର ଜିଲ୍ଲା ମଙ୍ଗଳପୁର ରେ ଦିନକୁ ଦିନ  ଅତ୍ୟାଚାର ବଢିବାକୁ ଲାଗୁଛି । ଅର୍ଥ ପାଇଁ  ହଇରାଣ କରୁଛନ୍ତି ମଙ୍ଗଳପୁରର ଆଇଆଇସି  ରିନାରାଣୀ ସାହୁ ।

ଆଇଆଇସି ରୀନାରାଣୀ ସାହୁ ହତ୍ୟା ହେଉ ବା ଚୋରୀ ଯେକୋଣସି ଅଭିଯୋଗ ପାଇଁ ଲାଞ୍ଚ ନ ନେଲେ କାମ ହେବ ନାହିଁ । ସେ ପୂର୍ବରୁ ମଧ୍ୟ ହତ୍ୟାକାଣ୍ଡ କୁ ନେଇ ଏଭଳି ଅତ୍ୟାଚାର କରୁଥିଲେ ଏବେ ଏହାର ପୁନରାବୃତ୍ତି କରିଛନ୍ତି । ମଲ୍ଲିପୁର ଗ୍ରାମର ଉଗ୍ରସେନା ବାରିକ ପୁଅ ସରୋଜ ବାରିକ ଉପରେ ଅତ୍ୟାଚାର କରିବାରୁ ଅପେରା ରାଇଜକୁ ଚାଲିଯାଇଛନ୍ତି ଭେଣ୍ଡିଆ ପୁଅ ।

ସରୋଜଙ୍କ ଭଉଣୀଙ୍କ କହିବା ଅନୁସାରେ ତାଙ୍କ ବାପାମାଆଙ୍କୁ ଗାଳିଗୁଲୋଜ କରିବା ସହ ଘର ଭିତରକୁ ପଶିମାରିଥିଲେ ଏବଂ ସେହି ଆଇଆଇସି ମୋ ଭାଇର ଜୀବନ ନେଇଯାଇଛି । ପୋଲିସ ଷ୍ଟେସନରେ ଅତ୍ୟାଚାର କୁ ଅସହ କରିଥିବା ପୁଅ ବାପା ମୁଁ ପୋଲିସ ମାଡ଼ କୁ କେତେ ସହିଥାଆନ୍ତି , ମୁଁ ଆଉ ସହିପାରିଲିନି ଯାଉଛି ଏହା ଅପେରା ଦୁନିଆକୁ ।

ମୋ ପାଇଁ   କାନ୍ଦିବନି ମୋ ଅନୁପସ୍ଥିତିରେ ମା ‘ ଭାଇ ଓ ଭଉଣୀକୁ ତୁମେ ହିଁ ସମ୍ଭାଳିବ ଏଭଳି କିଛି କହି ଚାଲିଯାଇଥିଲେ ଭେଣ୍ଡିଆ ପୁଅ ଜଣକ । ତେବେ ତାଙ୍କ ଭଉଣୀ ମିଡିଆ ଆଗରେ ତାଙ୍କୁ ନ୍ୟାୟ ଦରକାର ବୋଲି ନିବେଦନ କରିଛନ୍ତି ।  ମଙ୍ଗଳପୁର ଆଇଆଇସି ରୀନାରାନୀ ସାହୁ ତାଙ୍କ ଘରେ ପଶି ବାପାମାକୁ ମାରିବା ସହ ଅସଭ୍ୟ ଭାଷାରେ ଗାଳି ଘରର ମହିଳାମାନଙ୍କୁ ଟଣାଟାଣି କରିବାରେ ଗଳିପଡିଛି ନିରୀହ ଜୀବନ ।

ତେବେ ସ୍ଥାନୀୟ ବାସିନ୍ଦା ଏହାକୁ ତୀବ୍ର ବିରୋଧ କରି କହିଛନ୍ତି ଏହା କୋଣସି ପ୍ରେମ ମାମଲା ନୁହେଁ ବରଂ ରୀନାରାଣୀ ସାହୁ  ଘରେ ପଶି ଯେଉଁଭଳି ବ୍ୟବହାର କରିଛନ୍ତି ଯୁବକଙ୍କ ପ୍ରାଣହାନି ପଛରେ ସେ ଦାୟୀ ବୋଲି କହିଛନ୍ତି । ପୋଲିସ ଥାନାରେ ତାଙ୍କୁ ମାରି ପାଣି ଟିକେ ପିଇବାକୁ ଦେଇନଥିଲେ ରାତି 2 ଟାରେ ଯୁବକଙ୍କ ବାପାକୁ ଥାନା ରୁ ଯିବାକୁ କହିଥିଲେ ।

ତେବେ ଏହି ଘଟଣା ତଦନ୍ତ କରାଯିବ ଓ କଢାକାଢି ପଦକ୍ଷେପ ନିଆଜୀବ ବୋଲି ଅତିରିକ୍ତ ଆରକ୍ଷୀ  ଅଧିକାରୀ କହିଛନ୍ତି । ଖବର ସହ ଯୋଡି ହେଇ ରହିବାକୁ ଆମ ପେଜ୍ କୁ ଲାଇକ, କମେଣ୍ଟ କରି ଆପଣଙ୍କ ବନ୍ଧୁମାନଙ୍କ ସହ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *