ଯେଉଁ ଝିଅ ଦେଇଥିଲା ସାହାରା, ତାହାର ହିଁ ସ୍ବାମୀଙ୍କୁ ହୃଦୟ ଦେଇ ବସିଲେ Smruti Irani, ପୁଣି ତା’ର ଝିଅର ବି କରିଲେ…

ବନ୍ଧୁଗଣ ଆପଣ ମାନେ ସମସ୍ତେ କ୍ଯାବିନେଟ ମିନିଷ୍ଟର ଓ ଟିଭିର ଫେମସ ଅଭିନେତ୍ରୀ ସ୍ମୃତି ଇରାନୀଙ୍କୁ ନିଶ୍ଚୟ ଜାଣିଥିବେ । ବନ୍ଧୁଗଣ ସ୍ମୃତିଙ୍କ ପୁରୁଣା ନାମ ସ୍ମୃତି ମଲ୍ହୋତ୍ରା ଥିଲା ।

ବର୍ତ୍ତମାନ ସେ ଭରତର ସବୁଠାରୁ ବଡ ପାର୍ଟି ବିଜେପିର କେନ୍ଦ୍ରୀୟ ମନ୍ତ୍ରୀ ଅଟନ୍ତି । ଆଜି ତାଙ୍କୁ ଦେଶ ବିଦେଶର ସମସ୍ତ ଲୋକ ଜାଣିଛନ୍ତି । ବନ୍ଧୁଗଣ ସ୍ମୃତି ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସ୍ମୃତିଙ୍କ ଜୀବନ ବହୁତ ରହସ୍ୟମୟ ରହିଆସିଛି । ଆଜି ଆମେ ଆପଣ ମାନଙ୍କୁ ସ୍ମୃତିଙ୍କ ଜୀବନ ସହ ଜଡିତ କିଛି ରହସ୍ୟପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସ୍ମୃତିଙ୍କ ବିଷୟରେ । ବନ୍ଧୁଗଣ ସ୍ମୃତିଙ୍କ ଜନ୍ମ ୨୩ ମାର୍ଚ୍ଚ ୧୯୭୬ ମସିହାରେ ରାଜଧାନୀ ଦିଲ୍ଲୀରେ ହୋଇଥିଲା । ଯେତେବେଳେ ସ୍ମୃତି କେବଳ ୧୬ ବର୍ଷର ହୋଇଗଲେ ସେତେବଳେ ତାଙ୍କର ସବୁ ସଉକ ବଦଳିବାକୁ ଲାହିଲା । ହେଲେ ସେହି ସମୟରେ ତାଙ୍କ ଘର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା । ତାଙ୍କ ପିତା କୋରିୟର କମ୍ପାନୀର ମାଲିକ ଥିଲେ । ସେହି ବୟସରେ ସ୍ମୃତି ନିଜ ପିତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଦିଲ୍ଲୀର ବ୍ୟୁଟି ପ୍ରଡ଼କ୍ଟସର ମାର୍କେଟିଙ୍ଗ କରିବାକୁ ଲାଗିଲେ ।


ସେତେବେଳେ ତାଙ୍କୁ କିଛି ଲୋକ ମଡେଲିଙ୍ଗ କରିବା ପାଇଁ କହିଥିଲେ । ଏହାପରେ ସେ ୧୯୯୮ ମସିହାରେ ମୁମ୍ବାଇ ଆସି ମଡେଲିଙ୍ଗ ପାଇଁ ଅଡିସନ ଦେଇଥିଲେ ଓ ସେହି ଅଡିସନରେ ସେ ନିଜ ସ୍ଥାନ ନିରୂପଣ ମଧ୍ୟ କରିପାରିଥିଲେ । ହେଲେ ମଡେଲିଙ୍ଗ ପାଇଁ ତାଙ୍କ ପିତା ଖୁସି ନଥିଲେ । ବନ୍ଧୁଗଣ ସେହି ସମୟରେ ସ୍ମୃତି ସଂଘର୍ଷ କରୁଥିଲେ ଓ ଟଙ୍କା ରୋଜଗାର କରିବା ପାଇଁ ସେ ଏକ ରେଷ୍ଟୁରେଣ୍ଟରେ କାମ କରୁଥିଲେ ।

ସେହି ସମୟରେ ସ୍ମୃତି ଏକ ଧନୀ ପାର୍ସି ଝିଅ ମୋନା ଇରାନୀଙ୍କ ସହ ସାକ୍ଷାତ କରିଥିଲେ । ମୋନା ହେଉଛନ୍ତି ସ୍ମୃତିଙ୍କ ସ୍ଵାମୀଙ୍କ ପ୍ରଥମ ପତ୍ନୀ । ମୋନା ସ୍ମୃତିଙ୍କର ଦୁଃଖ କଷ୍ଟକୁ ଦେଖି ସ୍ମୃତିଙ୍କୁ ନିଜ ପାଖରେ ରଖିଥିଲେ । ମୋନାଙ୍କ ସହିତ ତାଙ୍କ ସ୍ଵାମୀ ଜୁବିନ ମଧ୍ୟ ସେହି ଘରେ ରହୁଥିଲେ । ମୋନା ଘରୁ ବାହାରି ଯିବା ପରେ ସ୍ମୃତି ଓ ଜୁବିନ ବନ୍ଧୁତା କରିଥିଲେ । ହେଲେ ଏହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ବଦଳି ଯାଇଥିଲା ।

ଏହାପରେ ସ୍ମୃତି ଟିଭି ଇଣ୍ଡଷ୍ଟ୍ରିରେ କାମ କରି ମୋନାଙ୍କ ଠାରୁ ଅଲଗା ହୋଇଯାଇଥିଲେ । ଯାହାଫଳରେ ମୋନା ଓ ଜୁବିନଙ୍କ ମଧ୍ୟରେ ବହୁତ ବାଦବିବାଦ ହେବା କାରଣରୁ ସେମାନଙ୍କ ମଧ୍ୟରେ ତଲାକ ହୋଇଯାଇଥିଲା । ଏହାପରେ ମୋନା ଓ ଜୁବିନ ପରସ୍ପର ସହ ବିବାହ କରିଥିଲେ । ବନ୍ଧୁଗଣ ସ୍ମୃତି ଓ ଜୁବିନଙ୍କର ଗୋଟେ ପୁଅ ଏବଂ ଗୋଟେ ଝିଅ ଅଛି । ଏହା ସହିତ ଜୁବିନଙ୍କର ଏକ ସାବତ ଝିଅ ମଧ୍ୟ ଅଛି ଯାହାର ନାମ ହେଉଛି ସନେଲ । ସନେଲ ଆମେରିକାରେ ପାଠ ପଢୁଛନ୍ତି । ସନେଲ ଜୁବିନ ଓ ମୋନାଙ୍କର ଝିଅ ଅଟନ୍ତି । ବର୍ତ୍ତମାନ ସ୍ମୃତି ନିଜ ପରିବାର ସହ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *