ଏହି Bollywood ଅଭିନେତ୍ରୀଙ୍କ ସହ ହେବାକୁ ଯାଉଥିଲା Sachin ଙ୍କ ବିବାହ, ତ ତେନ୍ଦୁଲକର କହିଥିଲେ କି – ‘ମୁଁ ତ ତାଙ୍କୁ…’

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରିକେଟ ଟିମରେ ଥିବା ସମସ୍ତ ଖେଳାଳି ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଖେଳାଳି ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଖେଳ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଭାରତୀୟ କ୍ରିକେଟ ଟିମରେ ଖେଳି ସୁନାମ ଅର୍ଜନ କରିଛନ୍ତି । ଏହି ଖେଳାଳି ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଆମ ସମସ୍ତଙ୍କ ପ୍ରିୟ ସଚିନ ତେନ୍ଦୁଲକର ।

ବନ୍ଧୁଗଣ ସଚିନ ହେଉଛନ୍ତି ଜଣେ ଏପରି ଖେଳାଳି ଯିଏ ଭାରତୀୟ କ୍ରିକେଟ ଟିମରେ ଅନେକ ରେକର୍ଡସ କରିଛନ୍ତି ଓ ସଚିନଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ହେଲେ ଆପଣ ମାନେ କଣ ଜାଣି ଛନ୍ତି ଗୋଟେ ସମୟରେ ସଚିନଙ୍କ ନାମ ସହ ଏକ ବଲିଉଡ ଅଭିନେତ୍ରୀଙ୍କ ନାମ ଯୋଡା ଯାଉଥିଲା ତେବେ କିଏ ସେ ଅଭିନେତ୍ରୀ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକଙ୍କ ବିଷୟରେ ।

୧୯୯୩-୯୪ ମସିହା ମଧ୍ୟରେ ସଚିନଙ୍କ ଲୋକପ୍ରିୟତା ବହୁତ ବଢି ଯାଇଥିଲା ସେହି ସମୟରେ ସଚିନଙ୍କ ନାମ ବଲିଉଡ ଅଭିନେତ୍ରୀ ଶିଲ୍ପା ଶିରୋଡକରଙ୍କ ସହ ଯୋଡା ଯାଉଥିଲା । ସେହି ସମୟରେ ସଚିନ ଓ ଶିଲ୍ପାଙ୍କ ବିବାହ ଖବର ମଧ୍ୟ ବହୁତ ଚର୍ଚାରେ ଥିଲା । ବନ୍ଧୁଗଣ ଏହି ଦୁଇଜଣ ମରାଠୀ ଥିଲେ ତେଣୁ ଗୋଟିଏ ଜାତିର ହୋଇଥିବାରୁ ବିବାହରେ ଏମାନଙ୍କୁ କୌଣସି ବାଧା ହୋଇ ନଥାନ୍ତା ।

ହେଲେ ସଚିନ ଏହି କଥା ବିଷୟରେ ଏକ ବୟାନ ଦେଇଥିଲେ । ସଚିନ ଏକ ଇଣ୍ଟର୍ବ୍ୟୁରେ କହିଥିଲେ- ‘ମୋ ବିଷୟରେ ଛପା ଯାଉଥିବା ଏହା ସବୁ ଠାରୁ ସ୍ଟୁପିଡ କଥା । ସତ ଏହା ହେଉଛି ଯେ ମୁ ତ ତାଙ୍କୁ ଜାଣି ବି ନାହିଁ ଓ ତାଙ୍କ ସହ କେବେ ଦେଖା ବି କରିନାହିଁ’ ।

ବନ୍ଧୁଗଣ ଅସଲ ଜୀବନରେ ସଚିନ ଯେଉଁ ଝିଅକୁ ପ୍ରେମ କରୁଥିଲେ ସେହି ଝିଅ ବିଷୟରେ କେହି ବି ଜାଣି ନଥିଲେ । ଯେତେବେଳେ ଏହି କଥା ବିଷୟରେ ଲୋକ ଜାଣିବାର ଥିଲା ସେତେବେଳେ ସଚିନ ନିଜ ବିବାହର ଘୋଷଣା କରିଦେଲେ । ସଚିନ ଯେଉଁ ଝିଅକୁ ପ୍ରେମ କରୁଥିଲେ ସେହି ଝିଅ ଥିଲେ ଅଞ୍ଜଲି ମେହେତା ।

ଅଞ୍ଜଲି ଏମବିବିଏସ ଶେଷ କରି ମୁମ୍ବାଇର ଜେଜେ ହସ୍ପିଟାଲରେ ଏମଡି କରୁଥିଲେ । ବନ୍ଧୁଗଣ ଅଞ୍ଜଲି ନିଜ ସ୍ଵାମୀ ସଚିନଙ୍କ ଠାରୁ ବୟସରେ ୫ ବର୍ଷ ବଡ ଅଛନ୍ତି । ଏହି ଦୁଇଜଣ ପରସ୍ପର ସହ ୩ ବର୍ଷ ଲଭ ରିଲେସନରେ ରହିଥିଲେ ଓ ୨୫ ମେ ୧୯୯୫ ମସିହାରେ ଏହି ଦୁଇଜଣ ବିବାହ କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସଚିନ ତେନ୍ଦୁଲକର କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *