ପୁଅ ଅର୍ଜୁନର ଖେଳ ଦେଖି କାନ୍ଦି ପକେଇଲେ ବାପା Sachin Tendulkar ଓ ଭଉଣୀ ସାରା, କହିଲେ ଏମିତି କଥା କି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଅ ଅର୍ଜୁନ ତେନ୍ଦୁଲକର ଙ୍କର ଖେଳ ଦେଖି ଭାବ ବିହ୍ଵଳ ହୋଇଗଲେ ବାପା ସଚିନ ତେନ୍ଦୁଲକର ! ତେବେ ପ୍ରଥମ କରି IPL ମ୍ଯାଚରେ ସଚିନ ତେନ୍ଦୁଲକରଙ୍କର ପୁଅ ଅର୍ଜୁନ ତେନ୍ଦୁଲକର ଡେବ୍ଯୁ କରିଛନ୍ତି। ସୂଚନା ମୁତାବିକ ମୁମ୍ବାଇ ଇଣ୍ଡିଆନ ଟିମ ପକ୍ଷରେ ଅର୍ଜୁନ ତେନ୍ଦୁଲକର ସାମିଲ ହୋଇ IPL ମ୍ଯାଚରେ ନିଜର ଖେଳ ପଦର୍ଶନ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଓ କଲିକତା ନାଇଟ ରାଇଡ଼ର ମଧ୍ୟରେ ମ୍ଯାଚ ରହିଥିଲା ।

ଯେଉଁଥୀରେ ଅର୍ଜୁନ ତେନ୍ଦୁଲକର କଲକତା ନାଇଟ ରାଇଡ଼ର ବିପକ୍ଷରେ ବୋଲିଂ କରି ନିଜର ମ୍ଯାଚ ଆରମ୍ଭ କରିଥିଲେ । ତେବେ ୨ ଟି ସିଜିନ ସରିବା ପରେ ମୁମ୍ବାଇ ଇଣ୍ଡିଆନ ଟିମରେ ଏକାଦଶ ସ୍ଥାନରେ ଅର୍ଜୁନ ତେନ୍ଦୁଲକର ନିଜର ନାମ ସାମିଲ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଟିମ IPL ରେ ସ୍ଥାନ ପାଇ ଅର୍ଜୁନ ତେନ୍ଦୁଲକର ନିଜର ଖେଳର ଜଲ୍ବା ସମସ୍ତଙ୍କୁ ଦେଖାଇଛନ୍ତି । ତେବେ ପୁଅ ଅର୍ଜୁନ ତେନ୍ଦୁଲକରର ଖେଳ ଦେଖି ବାପା ସଚିନ ତେନ୍ଦୁଲକର ଭାବ ବିହ୍ଵଳ ହୋଇ କାନ୍ଦି ପକାଇଥିଲେ ।

ତେବେ ଏହି କ୍ରିକେଟ ପାଇଁ କ୍ରିକେଟର ସଚିନ ତେନ୍ଦୁଲକର ନିଜର ସୁନାମ ଭାରତ କାହିଁକି ସାରା ବିଶ୍ଵରେ ଅର୍ଜନ କରିପାରିଥିଲେ । ସେହିପରି ତାଙ୍କ ପୁଅ ଅର୍ଜୁନ ମଧ୍ୟ କ୍ରିକେଟକୁ ନିଜ କ୍ଯାରିଅର ରୂପରେ ବାଛି ନେଇଛନ୍ତି । ଏହା ସହ IPL ରେ ପ୍ରଥମ କରି ଡେବ୍ୟୁ କରି ମୁମ୍ବାଇ ଇଣ୍ଡିଆନ୍ସ ଟିମ ପକ୍ଷରୁ ଖେଳିଛନ୍ତି । ଏହା ଛଡା 7 ଟି ଲିଷ୍ଟ-A ଓ ୯ ଟି T-20 ମ୍ଯାଚ ମଧ୍ୟ ଅର୍ଜୁନ ତେନ୍ଦୁଲକର ଖେଳିଛନ୍ତି ।

ତେବେ ଏହା ସହିତ ଭଉଣୀ ସାରା ମଧ୍ୟ ଭାଇ ଅର୍ଜୁନର ମଇଦାନ ଉପରେ ଖେଳ ଦେଖି ବହୁତ ହିଁ ଖୁସି ହୋଇଯାଇଥିଲେ । ଏହା ସହ ଭାଇ ପାଇଁ ଚିଅରଅପ ମଧ୍ୟ କରିଥିଲେ । ତେବେ ଅର୍ଜୁନ ତେନ୍ଦୁଲକର ମୁମ୍ବାଇ ଇଣ୍ଡିଆନ୍ସ ଟିମ ପାଇଁ ପ୍ରଥମ ଥର ବୋଲିଂ କରି  ୫ ରନ ଦେଇଥିଲେ ।

ଯାହାକୁ ଦେଖି ସଚିନ ତେନ୍ଦୁଲକର ଓ ଭଉଣୀ ସାରା ବହୁତ ଆନନ୍ଦିତ ହୋଇଯାଇଥିଲେ । ତେବେ ଅର୍ଜୁନ ତେନ୍ଦୁଲକର ନିଜ କ୍ରିକେଟ କ୍ଯାରିଅରରେ ବହୁତ ଆଗକୁ ଯାଇ ସଫଳତା ହାସଲ କରନ୍ତୁ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *