ସବ୍ଯ (Sabyasachi) ଙ୍କ ଜନ୍ମ ଦିନରେ ସ୍ତ୍ରୀ Archita ଦେଲେ ଏହି ଖାସ ସରପ୍ରାଇଜ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଓଲିଉଡ ଅଭିନେତା ସବ୍ୟସାଚୀ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ସେ ଜଣେ ସଫଳ ଅଭିନେତା ଏବଂ ଚକଲେଟ ବୟ ସହ ସେ ଜଣେ ଭଲ ମଣିଷ ଏବଂ ଏହି କରୋନା ମହାମାରୀ ରେ ସେ ଅନେକ ଲୋକଙ୍କର ସାହାଯ୍ୟ କରିଛନ୍ତି ସେମାନଙ୍କୁ ଘରକୁ ପଠେଇଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟ ର ଚିକିତ୍ସା ମଧ୍ୟ କରିଛନ୍ତି । ତେବେ ବର୍ତ୍ତମାନ ସବ୍ୟସାଚୀ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବିବାହ କରିଥିଲେ ।

ଏହି ଯୋଡି କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି ଏବଂ ତାଙ୍କୁ ପରଦାରେ ଯେତିକି ଭଲ ପାଇବା ଦେଇଥିଲେ ସେତିକି ବାସ୍ତବ ଜୀଵନ ରେ ମଧ୍ୟ ଭଲ ପାଇବା ଦେଉଛନ୍ତି । ତେବେ ବର୍ତ୍ତମାନ ସବ୍ୟସାଚୀ ଙ୍କ ଜନ୍ମଦିନ ଯାଇଛି ଏବଂ ଏହି ଦିନ ସେ ନିଜ ସ୍ତ୍ରୀ ଙ୍କ ସହ ନିଜର ପ୍ରଥମ ଜନ୍ମଦିନ କୁ ପାଳନ କରିଛନ୍ତି ଏବଂ ବହୁତ ଖୁସି ମଧ୍ୟ ଅଛନ୍ତି । ତେବେ ସବ୍ୟସାଚୀ ନିଜ ଭଉଣୀ, ସାଙ୍ଗ ବାପା ମାଆ ଏବଂ ନିଜ ସ୍ତ୍ରୀ ଙ୍କ ସହ ନିଜର ଜନ୍ମଦିନ କୁ ଭଲ ଭାବରେ ପାଳନ କରିଛନ୍ତି ।

ଏହା ସହ ସେ ନିଜର ବନ୍ଧୁ ଏବଂ ଅର୍ଚ୍ଚିତା ଙ୍କ ସହ ଫୋଟୋ ମଧ୍ୟ ଉଠାଇ ସୋ-ସି-ଆ-ଲ ମି-ଡ଼ି-ଆ ରେ ପୋ-ଷ୍ଟ ମଧ୍ୟ କରିଛନ୍ତି । ତେବେ ପତ୍ନୀ ଅର୍ଚ୍ଚିତା ତାଙ୍କ ପାଇଁ ଏକ ଛୋଟ ଉତ୍ସବ ର ଆୟୋଜନ କରିଥିଲେ ସେଥିରେ ସେ ନିଜ ପରିବାର, ସାଙ୍ଗ ମାନଙ୍କ ସହ ସାଧାରଣ ଭାବରେ ନିଜର ଜନ୍ମ ଦିନ କୁ ପାଳନ କରିଥିଲେ ଏବଂ କେକ ମଧ୍ୟ କାଟିଥିଲେ ।

ତେବେ ଏହା ଛଡା ସବ୍ୟସାଚୀ ଏହି ସବୁର ଫୋଟୋ କୁ ସୋ-ସି-ଆ-ଲ ମି-ଡ଼ି-ଆ ରେ ଛାଡି ସମସ୍ତ ଙ୍କୁ ଧନ୍ୟବାଦ ମଧ୍ୟ ଜଣାଇ ଛନ୍ତି ଏବଂ ସମସ୍ତେ ସୁଖୀ ଏବଂ ଖୁସି ରେ ରୁହନ୍ତୁ ଏହାର କାମନା ମଧ୍ୟ କରିଛନ୍ତି । ତେବେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ଯୋଡି ଆପଣ ମାନଂକୁ କେମିତି ଲାଗେ ନିଶ୍ଚିତ ଜଣାନ୍ତ ।

Leave a Reply

Your email address will not be published. Required fields are marked *