ବିବାହର ମାତ୍ର 4 ମାସ ପରେ Sabya ଙ୍କ ଘରକୁ ଆସିଲା ଖୁସି ଖବର, ଦେଖନ୍ତୁ Video

ବନ୍ଧୁଗଣ, ସାଧାରଣତ ଆମ୍ଭ ଓଡିଆ ସଂସ୍କୃତି ବହୁତ ନିଆରା ଅଟେ । ବହୁ ପୁରାତନ ଯୁଗରୁ ବିଭିନ୍ନ କଥା ତଥା ପୂଜା ମାନ ପ୍ରଚଳିତ ହୋଇ ଆସୁଅଛି । ଆପଣ ମାନେ ନିଶ୍ଚିତ ଷଠି ପୂଜା ସମ୍ବନ୍ଧରେ ଜାଣିଥିବେ ଅଥବା ଶୁଣିଥିବେ । ଆଜି ଆମ୍ଭେ ଅଭିନେତା ସବ୍ୟସାଚୀ ଙ୍କ ଘରେ ପାଳନ ହେଉଥିବା ଏହି ଷଠି ପୂଜା ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ମୁଖ୍ୟତ ଷଠି ପୂଜା ମା’ ମାନେ ନିଜ ସନ୍ତାନ ଙ୍କ ନିମନ୍ତେ କରିଥାନ୍ତି ।

ଏହି ପୂଜାରେ ବିଧିବିଧାନ ପୂର୍ବକ ମାତା ଷଠି ଙ୍କୁ ଆରାଧନା କରି ନିଜ ସନ୍ତାନ ଙ୍କୁ ପୂଜା କରିଥିବା ଝାଟିରେ ଝା-ଡି ଦିଅନ୍ତି । ମା’ ଏବଂ ସନ୍ତାନ ମାନଙ୍କ ର ଏହି ପର୍ବ ଟି ବହୁତ ମହତ୍ଵପୂର୍ଣ୍ଣ ଅଟେ । ଅଭିନେତା ସବ୍ୟସାଚୀ ମଧ୍ୟ ଷଠି ପୂଜାରେ ନିଜ ଘରେ ବସିଥିଲେ । ଏହି ପୂଜାରେ ରେ ସବ୍ୟସାଚୀ ଙ୍କ ମା’ ମାତା ଷଠି ଙ୍କର ପୂଜା କରିବା ପରେ ସବ୍ୟସାଚୀଙ୍କୁ ଫୁଲ ଦେଇ ପିଠି ପଛପଟେ ଯାଇ ତାଙ୍କୁ ଝା-ଡି-ଥିଲେ ।

କେବଳ ସବ୍ୟ ନୁହନ୍ତି ଅର୍ଚ୍ଚିତ ମଧ୍ୟ ନିଜ ଶାଶୁଙ୍କ ଦ୍ଵାରା ଝା-ଡି ଖାଇଛନ୍ତି । ଏହି ପୂଜାରେ ସବ୍ୟ ଙ୍କ ମା ନିଜ ପୁଅ ଏବଂ ବୋଧୂ ଙ୍କ ମଙ୍ଗଳ କାମନା କରି ଆଗକୁ ବଢିବାକୁ ମାତା ଷଠି ଙ୍କ ପାଖରେ ନିଜର ଜିଜ୍ଞାସା ପ୍ରକାଶ କରିଛନ୍ତି । ଏହି ସଂପୂର୍ଣ୍ଣ ଦୃଶ୍ୟ କୁ ସବ୍ୟସାଚୀ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ରେ ଫ୍ୟାନ୍ସ ମାନଙ୍କ ଗହଣରେ ସେ-ୟା-ର କରିଛନ୍ତି । ଫ୍ୟାନ୍ସ ମାନେ ଏହି ଭି-ଡି-ଓ ଦେଖି ବହୁତ ଉତ୍କଣ୍ଠା ପ୍ରକାଶ କରିଛନ୍ତି ।

ଏହି ଦୃଶ୍ୟରେ ସବ୍ୟ ଙ୍କ ମା’ କହୁଛନ୍ତି ଯେ କେତେ ଜୋରରେ ଝା-ଡି-ବି ? ଏହା ପରେ ଅର୍ଚ୍ଚିତା କହୁଛନ୍ତି ବହୁତ ଜୋର ରେ ବହୁତ ଜୋର ରେ ଜେଭଳି ସବ୍ୟ ଙ୍କୁ କା-ଟି-ବ । କିନ୍ତୁ ମା’ ମମତା କାହା ସହିତ ଅତୁଳନୀୟ ଅଟେ । ସବ୍ୟ ଙ୍କ ମା’ ତାଙ୍କୁ ଝାଡି ସାରିବା ପରେ ସବ୍ୟ ଙ୍କ ଗାଲ ରେ ଆଦର କରି ପକାଉଛନ୍ତି । ଏହା ସହିତ ସବ୍ୟ ଙ୍କୁ ଆଶୀର୍ବାଦ ମଧ୍ୟ ଦେଉଛନ୍ତି ଯେ ଭଲରେ ରହି ଘର ସଂସାର କରେ ।

ମାତ୍ର ସବ୍ୟ ଙ୍କୁ ଏ ସବୁ ସ୍ଥିତି ଅତ୍ୟନ୍ତ କୌତୁହଳ ଲାଗୁଥିଲା । ସେ ବାରମ୍ବାର ହସି ନିଜ ଆନନ୍ଦ କୁ ପ୍ରକାଶ କରୁଥିଲେ । ସବ୍ୟସାଚୀ ଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କର ଏହିଭଳି ଷଠି ପୂଜାରେ ଯୋଗଦାନ ଦେଖି କହିଛନ୍ତି ଯେ ଆପଣ ପୌରାଣିକ ଖୁସି କୁ ଜାଗୃତ କରିଦେଲେ ।

ବନ୍ଧୁଗଣ ଆପଣ ମାନଙ୍କୁ ମା’ ପୁଅ ଙ୍କ ମଧ୍ୟରେ କରାଯାଉଥିବା ଷଠି ପୂଜା ଟି କିଭଳି ଲାଗିଲା ? ଏହାକୁ ନେଇ ଆପଣଙ୍କ ମତାମତ କଣ ଅଟେ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *