Jyotish Shastra- ସବୁଠୁ ଅଧିକ ରାଗି ହୋଇଥାନ୍ତି ଏହି 5 ଟି ନାମର ଝିଅ

ନମସ୍କାର ବନ୍ଧୁଗଣ ଆଜି ଆମେ ସେହି ଝିଅ ମାନଙ୍କ ବିଷୟରେ ଆଲୋଚନା କରିବା ଯିଏ କି ବହୁତ ଅଧିକ ରାଗି ଥାଆନ୍ତି । ଯେପରି ଆମ ଜୀଵନ ବଞ୍ଚିବାର ଅଲଗା ଅଲଗା ପ୍ରକ୍ରିୟା ହୋଇଥାଏ । ସେହି ପରି ଆମ ଜୀଵନ ରେ ଆମ ନାମ ର ମଧ୍ୟ ବହୁତ ଅଧିକ ମହତ୍ତ୍ୱ ରହିଥାଏ । ଏହା ଛଡା ଶାସ୍ତ୍ର ଅନୁସାରେ ମଧ୍ୟ ଜୀବନରେ ନାମ ର ବହୁତ ଖାସ ଏବଂ ଗୁରୁତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବି ମନୁଷ୍ୟ ର ନାମ ର ପ୍ରଥମ ଅକ୍ଷର ର ବହୁତ ଖାସ ମହତ୍ତ୍ୱ ରହିଥାଏ ।

ଏହି ପ୍ରଥମ ଅକ୍ଷର ରୁ ତା ଜୀବନରେ ଆସୁଥିବା ସୁଖ ଦୁଃଖ କଷ୍ଟ ସବୁ ଯୋଡି ହୋଇ ରହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ର ବ୍ୟକ୍ତିତ୍ୱ ତାର ନାମ ର ପ୍ରଥମ ଅକ୍ଷର ରୁ ହିଁ ଜାଣି ହୋଇ ଥାଏ । ଆଜି ଆମେ ସେହି ଭଳି ପାଞ୍ଚ ନାମ ର ଝିଅ ମାନଙ୍କ ବିଷୟରେ ଆଲୋଚନା କରିବା ଯିଏ କି ସ୍ଵଭାବ ରେ ବହୁତ ଅଧିକ ରାଗି ଥାଆନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ଝିଅ ମାନଙ୍କ ବିଷୟରେ ଆଲୋଚନା କରିବା ।

୧- ପ୍ରଥମ ଝିଅ ର ନାମ ହେଉଛି B ନାମ ଥିବା ଝିଅ ମାନେ । ଏହି ନାମ ର ଝିଅ ମାନେ ହୃଦୟ ରୁ ବହୁତ ସଫା ଥାଆନ୍ତି । କିନ୍ତୁ କୌଣସି ବି ଭୁଲ କଥା କୁ ସେମାନେ ବରଦାସ୍ତ କରି ପାରନ୍ତି ନାହିଁ । ସେମାନ ଙ୍କୁ ବହୁତ ଶୀଘ୍ର ରାଗ ଆସିଯାଏ । ଏହା ଛଡା ରାଗରେ ଆସିଲା ପରେ ଏମାନେ ନିଜକୁ ନିୟନ୍ତ୍ରଣ ରେ ମଧ୍ୟ ରଖି ପାରନ୍ତି ନାହିଁ ।

୨- ଦ୍ଵିତୀୟ ଝିଅ ର ନାମ ହେଉଛି P ନାମ । ଏହି ନାମ ଥିବା ଝିଅ ମାନେ ହୁଏତ ବହୁତ ଅଧିକ କଥା ହୁଅନ୍ତି ନଚେତ ବହୁତ ଚୁପଚାପ ଥାଆନ୍ତି । ସେମାନେ ନିଜ ଦୁନିଆ ରେ ବହୁତ ଖୁସି ରହିଥାନ୍ତି । ଏମାନ ଙ୍କୁ ଦୁନିଆ ଠାରୁ କୌଣସି ମତଲବ ନଥାଏ । ଏମାନେ ଅନ୍ୟ ଉପରେ ରାଗିବା ଅପେକ୍ଷା ନିଜ ଉପରେ ଅଧିକ ରାଗି ଥାଆନ୍ତି ।

୩- ତୃତୀୟ ନାମ ହେଉଛି R । ଏହି ନାମ ଥିବା ଝିଅ ମାନେ ଦେଖିବାକୁ ଖୁବ ସୁନ୍ଦର ଥାଆନ୍ତି । ଏମାନଙ୍କ ବୁଦ୍ଧି ମଧ୍ୟ ବହୁତ ଅଧିକ ତେଜ ଥାଏ । ଏମାନେ କାହାକୁ ବି ନିଜ ପ୍ରତି ବହୁତ ଶୀଘ୍ର ଆକର୍ଷିତ କରି ପାରି ଥାଆନ୍ତି । ଏମାନ ଙ୍କ ବଡ଼ ଦୁର୍ବଳତା ହେଉଛି ଏମାନଙ୍କ ରାଗ । ଏମାନେ ରାଗ ଏବଂ ପ୍ରେମ ବହୁତ ଭଲ ଭାବରେ କରିଥାନ୍ତି ।

୪- ଚତୁର୍ଥ ଝିଅ ର ନାମ ହେଉଛି S ନାମ ଥିବା ଝିଅ ମାନେ । ଏହି ନାମ ଥିବା ଝିଅ ମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ । ଏମାନେ କାହାକୁ ବି ଧୋକା ଦିଅନ୍ତି ନାହିଁ । କିନ୍ତୁ ଏମାନଙ୍କ ସହ ଶତ୍ରୁତା ବହୁତ ଖରାପ ହୋଇଥାଏ । ଏମାନେ ଦେଖିବାକୁ ବହୁତ ସଚୋଟ ଏବଂ ଭୋଳା ଥାଆନ୍ତି । କିନ୍ତୁ ଏମାନଙ୍କ ରାଗ ସର୍ଵଦା ନାକ ଉପରେ ରହିଥାଏ । କିନ୍ତୁ ଏମାନେ ବହୁତ ଆକର୍ଷଣୀୟ ମଧ୍ୟ ହୋଇ ଥାଆନ୍ତି ।

୫- ପଞ୍ଚମ ଝିଅ ର ନାମ ହେଉଛି L । ଏହି ନାମ ର ଝିଅ ମାନେ କେବେବି ଏଭଳି କିଛି କାମ କରିବାକୁ ପସନ୍ଦ କରନ୍ତି ନାହିଁ ଯେଉଁ ଥିରେ ତାଙ୍କ ଛବି ଖରାପ ହେଉ । ଏମାନେ ହୃଦୟ ରୁ ବହୁତ ଭଲ ଥାଆନ୍ତି । କିନ୍ତୁ ଏମାନଙ୍କ ରାଗ ଏମାନ ଙ୍କର ସବୁଠାରୁ ବଡ଼ ଶତ୍ରୁ କିମ୍ବା ଦୁର୍ବଳତା । ଏମାନେ ବହୁତ ଶୀଘ୍ର ରାଗି ଯାଇଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *