Bollywood ର ଏହି 14 ଟି ଫିଲ୍ମ ର ଷ୍ଟାରମାନଙ୍କ ଡ୍ରେସ ସବୁଠୁ ଅଧିକ ଦାମୀ, ନମ୍ବର 11 ର ଦାମ ଜାଣିଲେ ତ ଆପଣ ବିଶ୍ଵାସ ବି କରି ପାରିବେନି

ବନ୍ଧୁଗଣ ବଲିଉଡ ର ଚଳଚ୍ଚିତ୍ର ର ସେଟ, ଲୋକେସନ, ଆଦି ରେ ଯେତେ ପଇସା ଖର୍ଚ୍ଚ ହୁଏ ତା ଠାରୁ ଅଧିକା ଖର୍ଚ୍ଚ ସେମାନଙ୍କ ଡିଜାଇନର ପୋଷାକ ଉପରେ ହୋଇଥାଏ। ଆଜି ଆମେ ଏହି ବିଷୟରେ ଆଲୋଚନା କରିବା ଆଉ ଜାଣିବା କେଉଁ ଚଳଚ୍ଚିତ୍ରରେ ସେମାନଙ୍କ ଡିଜାଇନର ପୋଷାକ ର ଦାମ କେତେ।

୧- ପ୍ରଥମ ତାଲିକା ରେ ଆସୁଛି ‘ ବାଜି ରାଓ ମସ୍ତାନୀ’ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ର ନିର୍ଦ୍ଦେଶକ ହେଲେ ସଞ୍ଜୟ ଲୀଳା ଭଂଶାଲୀ ସମସ୍ତ ଜାଣି ଛନ୍ତି କି ସଂଜୟ ନିଜ ଫିଲ୍ମରେ ସବୁକିଛି ସଠିକ ସେ ଚାହାଁନ୍ତି ଏବଂ ସେ ମୁଖ୍ୟତଃ ପୋଷାକ ଉପରେ ଧ୍ୟାନ ଦିଅନ୍ତି ସେଥିପାଇଁ ଏହି ଫିଲ୍ମରେ ସେ ଦୀପିକା ଙ୍କ ପାଇଁ ଯେଉଁ ସବୁ ଲେହେଙ୍ଗା ବନେଇଥିଲେ ସେ ସବୁ ୫୦ ଲକ୍ଷ ଉପରକୁ ଖର୍ଚ୍ଚ କରିଥିଲେ।

୨- ଦ୍ୱିତୀୟ ହେଲା ‘ଯୋଦ୍ଧା ଆକବର’। ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ଙ୍କ ର ସମସ୍ତ ପୋଷାକ ୨ଲକ୍ଷ ଉପରକୁ ଥିଲା। ଏବଂ ତାଙ୍କର ଏକ ପୋଷାକ ରେ ସୁନା ଓ ହୀରା ର କାମ କରାଯାଇଛି।

୩- ତାଲିକା ର ତୃତୀୟ ଚଳଚ୍ଚିତ୍ର ହେଲା ‘ପଦ୍ମାବତ’। ଏହି ଚଳଚ୍ଚିତ୍ର ରେ ସମସ୍ତ ପୋଷାକ ବହୁତ ଦାମୀ। ଏହାର ଗୋଟିଏ ଗୀତ କରିବା ସମୟରେ ପିନ୍ଧିଥିବା ଲେହେଙ୍ଗା କୁ ବନେଇବା ପାଇଁ ୪ ମାସ ସମୟ ଲାଗିଥିଲା।

୪- ଚତୁର୍ଥ ଚଳଚ୍ଚିତ୍ର ହେଲା ‘ଦେବଦାସ’। ଏହି ଚଳଚ୍ଚିତ୍ର ରେ ମାଧୁରୀ ଙ୍କ ର ସବୁ ଡ୍ରେସ ୧୫ ଲକ୍ଷ ରୁ ଅଧିକ ଥିଲା।

୫- ପଞ୍ଚମ ଚଳଚ୍ଚିତ୍ର ହେଲା ‘ରାବନ’ । ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ ଙ୍କ ନୂତନ ଓ ଅଦ୍ଭୁତ ଡ୍ରେସ ର ମୁଲ୍ୟ ୫ କୋଟି ଟଙ୍କା। ଏହି ଡ୍ରେସ ବଲିଉଡ ର ସବୁଠୁ ମହଙ୍ଗା ଡ୍ରେସ ରୁ ଅନ୍ୟତମ।

୬- ଷଷ୍ଠ ଚଳଚ୍ଚିତ୍ର ହେଉଛି ‘କମବକ୍ତ ଇସ୍କ’। ଏଥିରେ କରିନା ଙ୍କ ର ଡିଜାଇନର ଡ୍ରେସ ବହୁତ ଦାମୀ। ଚଳଚ୍ଚିତ୍ର ର ଟାଇଟଲ ଗୀତ ରେ ପିନ୍ଧି ଥିବା ଡ୍ରେସ ର ମୂଲ୍ୟ ୫ ଲକ୍ଷ ଟଙ୍କା।

୭- ସପ୍ତମ ଚଳଚ୍ଚିତ୍ର ହେଲା ‘ବୀର’ । ଏଥିରେ ସଲମାନ ଙ୍କ ର ଡ୍ରେସ ପାଇଁ ବହୁତ ସମୟ ଲାଗିଥିଲା ଏବଂ ସବୁ ଡ୍ରେସ ର ମୂଲ୍ୟ ୧ଲକ୍ଷ ରୁ ଅଧିକ।

୮- ଅଷ୍ଟମ ଚଳଚ୍ଚିତ୍ର ହେଉଛି ‘ଯୋଦ୍ଧା ଆକବର’ । ଏହି ଚଳଚ୍ଚିତ୍ର ର ନାୟିକା ର ଡ୍ରେସ ପାଇଁ ଯେତେ ଖର୍ଚ୍ଚ ହୋଇଥିଲା ସେତିକି ଖର୍ଚ୍ଚ ନାୟକ ର ଡ୍ରେସ ରେ ମଧ୍ୟ କରାଯାଇଥିଲା।ଏବଂ ଏହି ଡିଜାଇନର ଡ୍ରେସ ର ମୁଲ୍ୟ ୨୦ ଲକ୍ଷ ରୁ ଅଧିକ।

୯- ନବମ ଚଳଚ୍ଚିତ୍ର ର ନାମ ହେଲା ‘ ଦେବଦାସ’ ଏହି ଫିଲ୍ମରେ ଐଶ୍ୱର୍ଯ୍ୟଙ୍କ ର ସବୁ ଡ୍ରେସ ୧ଲକ୍ଷ ରୁ ଅଧିକ।

୧୦- ଦଶମ ଚଳଚ୍ଚିତ୍ର ହେଲା ‘ସିଂହ ଇଜ କିଙ୍ଗ’। ଏଥିରେ ଅକ୍ଷୟ କୁମାର ଙ୍କ ର ପଗଡ଼ି ୩୫ ଲକ୍ଷ।

୧୧- ଏକାଦଶ ଫିଲ୍ମ ହେଲା ‘କ୍ରିସ ୩’ । ଏହି ଫିଲ୍ମରେ କଂଗନା ଙ୍କ ପାଇଁ ଅଲଗା ଡିଜାଇନ ର ଡ୍ରେସ ବନା ଯାଇଥିଲା। ଆଉ ଏହି ସବୁ ଡ୍ରେସ ର ମୁଲ୍ୟ ହେଉଛି ୧୦ କୋଟି ଟଙ୍କା।

୧୨- ଦ୍ୱାଦଶ ଚଳଚ୍ଚିତ୍ର ହେଉଛି ‘ ତେବର’ । ଏଥି ରେ ସୋନାକ୍ଷୀ ଙ୍କ ର ଡିଜାଇନର ସମସ୍ତଙ୍କୁ ଆକର୍ଷିତ କରିଥାଏ। ଏବଂ ଏହି ସବୁ ଡ୍ରେସ ର ମୁଲ୍ୟ ୫ ଲକ୍ଷ ଟଙ୍କା।

୧୩- ତ୍ରୟୋଦଶ ଫିଲ୍ମ ହେଲା ‘ରୋବର୍ଟ’। ଏଥିରେ ରଜନୀ କାନ୍ତ ଙ୍କ ରୋବର୍ଟ ଡ୍ରେସ ବହୁତ ଆକର୍ଷଣୀୟ। ଏହି ଡ୍ରେସ ର ମୁଲ୍ୟ ହେଲା ୩କୋଟି ଟଙ୍କା।

୧୪- ଚତୁର୍ଦ୍ଦଶ ଚଳଚ୍ଚିତ୍ର ହେଲା ‘ପ୍ରିନ୍ସ’। ଏହି ଚଳଚ୍ଚିତ୍ର ରେ ବିବେକ ଓବରଏ ଙ୍କ ର ଡିଜାଇନର ଡ୍ରେସ ସମସ୍ତ ଙ୍କୁ ବହୁତ ପସନ୍ଦ ଆସିଥିଲା। ସେ ଏହି ଫିଲ୍ମରେ ୬ଟି ଡ୍ରେସ ପିନ୍ଧିଥିଲେ ଏବଂ ସବୁ ଡ୍ରେସ ର ମୂଲ୍ୟ ୫ ଲକ୍ଷ ରୁ ଅଧିକ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *