Bollywood ର Top 6 ମୁଭି, ଯିଏ ବକ୍ସ ଅଫିସ କରିଥିଲେ ଧମାଲ, 4 ନଂ ଫିଲ୍ମର ବକ୍ସ ଅଫିସ କଲେକ୍ସନ ଶୁଣିଲେ ଚମକି ପଡିବେ ଆପଣ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ବଲିଉଡ ଫିଲ୍ମ ଦେଖିଥିବେ । ଗୋଟେ ଫିଲ୍ମ କରିବା ପାଇଁ ଫିଲ୍ମ ମେକର୍ଷଙ୍କ ସହ କଳାକାର ଓ ସୁଟିଙ୍ଗ ସେଟର ଷ୍ଟାଫ ମାନେ ବହୁତ କଷ୍ଟ କରିଥାନ୍ତି । ହେଲେ ବନ୍ଧୁଗଣ ବକ୍ସ ଅଫିସରେ କିଛି ଫିଲ୍ମ ସୁପର ହିଟ ହୋଇଥାଏ ତ କିଛି ଫିଲ୍ମ ଫ୍ଲପ ହୋଇଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ବଲିଉଡ ଫିଲ୍ମ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହା ବକ୍ସ ଅଫିସରେ ବହୁତ ଟଙ୍କା କମେଇଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।


ପଦ୍ମାଭତ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ୨୦୧୮ରେ ଆସିଥିବା ସୁପର ହିଟ ଫିଲ୍ମ ପଦ୍ମାଭତ । ଏହି ଫିଲ୍ମଟି 585 କୋଟି ଟଙ୍କା ବକ୍ସ ଅଫିସରୁ କମେଇଛି । ଏହି ଫିଲ୍ମରେ ରଣବିର ସିଂହ, ଦୀପିକା ପାଦୁକୋନ ଓ ସାହିଦ କପୁର ନଜର ଆସିଥିଲେ ।

ସଞ୍ଜୁ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ବଲିଉଡ ଫିଲ୍ମ ସଞ୍ଜୁ । ଆପଣ ମାନେ ସମସ୍ତେ ଏହି ଫିଲ୍ମଟିକୁ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମଟି ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ହୋଇଥିଲା । ଏହି ଫିଲ୍ମରେ ରଣବିର କପୁର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମଟି ସଞ୍ଜୟ ଦତ୍ତଙ୍କ ଜୀବନର ପୁରା କାହାଣୀରେ ଆଧାରିତ । ଏହି ଫିଲ୍ମଟି ବକ୍ସ ଅଫିସରେ 586.85 କୋଟି ଟଙ୍କା କମାଇଛି ।

ବଜରଙ୍ଗୀ ଭାଇଜାନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ବଲିଉଡର ସୁପର ହିଟ ଫିଲ୍ମ ବଜାରଙ୍ଗୀ ଭାଇଜାନ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସଲମାନ ଖାନ ନଜର ଆସିଥିଲେ । ଏହି ଫିଲ୍ମଟି ସମସ୍ତ ଲୋକଙ୍କୁ ବେସ ଅଧିକ ପସନ୍ଦ ଆସିଥିଲା । ବନ୍ଧୁଗଣ ଏହି ଫିଲ୍ମର ସମସ୍ତ କଳାକାର ବହୁତ ସୁନ୍ଦର ଅଭିନୟ କରିବା ସହ ଫିଲ୍ମର କାହାଣୀ ବହୁତ ଭଲ ଥିଲା । ଏହି ଫିଲ୍ମଟି ବକ୍ସ ଅଫିସରେ 921 କୋଟି ଟଙ୍କା କମେଇଛି ।

ବାହୁବଲି ୨- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପର ହିଟ ଫିଲ୍ମ ବାହୁବଲି ୨ । ଏହି ଫିଲ୍ମଟି ବ୍ଲକ ବଷ୍ଟର ହୋଇଥିଲା । ଏହି ଫିଲ୍ମର ମୁଖ୍ୟ ଅଭିନେତା ଭୂମିକାରେ ପ୍ରଭାସ ନଜର ଆସିଥିଲେ । ପାର୍ଟ ୧ ଭଳି ପାର୍ଟ ୨କୁ ମଧ୍ୟ ଲୋକମାନେ ବେସ ଅଧିକ ପସନ୍ଦ କରିଛନ୍ତି । ତେବେ ଏହି ଫିଲ୍ମଟି 1,810 କୋଟି ଟଙ୍କା କମେଇଛି ।

ଦଙ୍ଗଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ବଲିଉଡ ଫିଲ୍ମ ଦଙ୍ଗଲ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଆମିର ଖାନ ନଜର ଆସିଥିଲେ । ଫିଲ୍ମର କାହାଣୀ ଓ ଆମିରଙ୍କ ଅଭିନୟ ବହୁତ ଜବରଦସ୍ତ ଥିଲା । ଲୋକମାନେ ଏହି ଫିଲ୍ମଟିକୁ ବେସ ପସନ୍ଦ ମଧ୍ୟ କରିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ 387.38 କୋଟି ଟଙ୍କା କମେଇଛି ।

ପୁଷ୍ପା- ଅଲଲୁ ଅର୍ଜୁନ ଙ୍କ ଅଭିନୀତ ଫିଲ୍ମ ପୁଷ୍ପା ବକ୍ସ ଅଫିସ ରେ ଧମାଲ କରିଥିଲା । ଏହା ଲୋକମାନଙ୍କ ମନକୁ ବେଶ ଚୁଇଁଥିଲା । ଏହାର ଦମଦାର ଡାଇଲାଗ ସାଙ୍ଗକୁ ଗୀତ ଲୋକ ମାନଙ୍କ ବେଶ ଆକର୍ଷଣ କରିଥିଲା । ଯଦି ଆମେ କଥା ହେବା ଏହି ଫିଲ୍ମ ର ବକ୍ସ ଅଫିସ କଳେକ୍ଷଣ କଥା ତ ଏହା ବକ୍ସ ଅଫିସ ରେ 331.20 ଟଙ୍କା କଲେକ୍ସନ କରିଛି ।

Leave a Reply

Your email address will not be published. Required fields are marked *