ଓଡିଶାର ୫ ଜଣ ସବୁଠୁ ଅଧିକ ଧ -ନୀ ଓଡ଼ିଆ ସିରିଏଲ Actress, ନମ୍ବର ୫ ଙ୍କ ମୋଟ ସମ୍ପତି କେତେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିର କେତେକ ଅଭିନେତ୍ରୀ ବହୁତ ସୁନ୍ଦର ହେବା ସହିତ ବହୁତ ଅଧିକ ଧନୀ ମଧ୍ୟ ହୋଇଥାନ୍ତି ।

ଏମାନେ ଅନ୍ୟ ଅଭିନେତ୍ରୀଙ୍କ ତୁଳନାରୁ ଅଧିକ ଧନୀ ଅଭିନେତ୍ରୀ ଭାବରେ ପରିଚିତ ଅଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଧନୀ ଅଭିନେତ୍ରୀ ମାନଙ୍କ ବିଷୟରେ ।

ତୃପ୍ତି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ତୃପ୍ତି । ବନ୍ଧୁଗଣ ଆପଣ ମାନେ ସାମସ୍ତେ ତୃପ୍ତିଙ୍କୁ ମହାଦେବୀ ସିରିଏଲରେ ନିଶ୍ଚୟ ରୂପେ ଦେଖିଥିବେ । ବନ୍ଧୁଗଣ ସେ ଏହି ଅଭିନୟ ଦୁନିଆରେ ପାଦ ଦେଇ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଲୋକମାନଙ୍କୁ ତୃପ୍ତିଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ବେସ ପସନ୍ଦ ଆସିଥାଏ । ବନ୍ଧୁଗଣ ତୃପ୍ତିଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ହେଉଛି ୩୦ ଲକ୍ଷରୁ ବି ଅଧିକ ।

ଅନନ୍ୟା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀ ଅନନ୍ୟା । ଆପଣ ମାନେ ସମସ୍ତେ ‘ଦିବ୍ୟଦ୍ରୁଷ୍ଟି’ ସିରିଏଲରେ ଦ୍ରୁଷ୍ଟିର ଭୂମିକାରେ ନିଶ୍ଚୟ ଦେଖିଥିବେ । ସେ ଏହି ସୋରେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଅନନ୍ୟାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୫୦ ଲକ୍ଷ ରୁ ଅଧିକ ।

ସବିତା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ସବିତା । ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ରହିଛି ରହିବି ତୋରି ପାଇଁ’ ସିରିଏଲରେ ସବିତାଙ୍କ ଅଭିନୟକୁ ନିଶ୍ଚୟ ଦେଖିଥିବେ । ସେ ଏହି ସିରିଏଲରେ ଅଭିନୟ କରି ଟିଭି ଇଣ୍ଡଷ୍ଟ୍ରିର ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ସବିତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ହେଉଛି ୮୦ ଲକ୍ଷରୁ ଉର୍ଦ୍ଧ ।

ଜେସୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଜେସୀ । ଆପଣ ମାନେ ସମସ୍ତେ ଜେସୀଙ୍କୁ ବହୁତ ସିରିଏଲରେ ଦେଖିଥିବେ । ଜେସୀ ଏହି ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ ସେ ‘ଜୀବନ ସାଥି’ ସିରିଏଲରେ ନଜର ଆସୁଛନ୍ତି । ବନ୍ଧୁଗଣ ବର୍ତ୍ତମାନ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୧.୫ କୋଟି ଟଙ୍କା ।

ଦେବସ୍ମିତା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଦେବସ୍ମିତା । ‘କିଏ ହେବ ମୋ ହିରୋଇନ’ ସୋର ବିଜେତା ହୋଇଥିଲେ ଦେବସ୍ମିତା ଓ ସେ ଏକ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସେ ‘ତୋ ପାଇଁ ମୁ’ ସିରିଏଲରେ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରୁଛନ୍ତି । ବନ୍ଧୁଗଣ ଦେବସ୍ମିତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୩ କୋଟି ଟଙ୍କା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *