‘Babushan ଙ୍କୁ ବ୍ଲାକମେଲ କରୁଥିଲେ ପ୍ରକୃତି, ଝିଅର ସବୁ କାଣ୍ଡ କାରନାମା ଜାଣି ବି ମନ୍ମଥ ମିଶ୍ର ତାକୁ…’ ପ୍ରକୃତିଙ୍କ ପରିବାରର ସବୁ ଗୁମର ଖୋଲି କହିଦେଲେ Aparajita, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଅପରାଜିତା ମହାନ୍ତି କହିଛନ୍ତି ଯେ ମନ୍ମଥ ମିଶ୍ର ଯାହା କହିଅଛନ୍ତି ଯେ ଯଦୁବଂଶ ଲୋପ ପାଇବ ତାର ଅର୍ଥ ମୁଁ କିଛି ବୁଝିପାରିଲି ନାହିଁ ସେ କ’ଣ କହିଲେ । ଅପରାଜିତା କହିଛନ୍ତି ଯେ ମୁଁ ମଧ୍ୟ ନଥିଲି ୫ ଦିନ ହେବ ମୁଁ ବାହାରେ ଥିଲି । ଏହି ଘଟଣା ଟିଭିରେ ଦେଖି ମୁଁ ନିଜେ ଆସି ବୋହୁ ପାଖକୁ ଗଲି । ପ୍ରାୟ ଦେଢ ବର୍ଷ ହେବ ଆମ୍ଭେ ଏହି ସମସ୍ୟାର ସମ୍ମୁଖୀନ ହେଉଅଛୁ । ତେବେ ଏହି ଘଟଣା ଯାହା ଘଟିଲା ତାହା କେବଳ ଗୋଟିଏ ଦିନର ଘଟଣା ନୁହେଁ ଏହା । ଦେଢ ବର୍ଷର କଷ୍ଟର ପରିଣାମ ଅଟେ ଏହା ।

ତୃପ୍ତି କାହାକୁ ଆଘାତ କରିନଥିଲେ କି କାହାକୁ ସେ ବାଡାଉ ନଥିଲେ । ସ୍ଵାମୀ ବାବୁସାନଙ୍କୁ ପ୍ରକୃତି ସହିତ ଯାଉଥିବାର ଦେଖି ତୃପ୍ତି ପଚାରିଥିଲେ ସ୍ଵାମୀ ବାବୁସାନଙ୍କୁ ଯେ ତୁମ୍ଭେ କୁଆଡେ ଯାଉଛ ପ୍ରକୃତି ସହିତ । ମାତ୍ର ସେଠାରେ ପ୍ରକୃତି ତୃପ୍ତି କୁ ଗାଳିଗୋଳଚ କରିଥିଲେ । ଏହାପରେ ତୃପ୍ତି କହିଲେ ଯେ ଆମ୍ଭ ସ୍ବାମୀ ସ୍ତ୍ରୀ ମଧ୍ୟରେ ତୁମ୍ଭେ କିଏ କହିବାକୁ ?

ଏହାପରେ ସେଠାରୁ ଟଣାଓଟରା ହୋଇ ତୃପ୍ତି ପ୍ରକୃତିଙ୍କ ଚୁଟି ଧରି ମୋବାଇଲ ଛଡାଇବାକୁ ଚେଷ୍ଟା କରୁଥିଲେ ଯେ କେଉଁ ଜିନିଷ ଏମିତି ମୋବାଇଲରେ ରଖି ମୋ ସ୍ଵାମୀଙ୍କୁ ବ୍ଳାକମେଲ କରୁଛ ? ମାତ୍ର ମନ୍ମଥ ମିଶ୍ର ଯାହା ଅଭିଯୋଗ କରିଛନ୍ତି ଯେ ୭ ରୁ ୮ ଟା ଗୁଣ୍ଡା ଧରି ତୃପ୍ତିଙ୍କ ବାପା ଆସିଥିଲେ ବାଡାବାଡି କରିଛନ୍ତି, ମାତ୍ର ସେଭଳି କିଛି ନୁହେଁ ସେଠାରେ କେହି ଗୁଣ୍ଡା ନଥିଲେ ।

ମାତ୍ର ଯଦି ସେ ପ୍ରକୃତ ବନ୍ଧୁ ହୋଇଥାନ୍ତା ତେବେ ପ୍ରକୃତ ବନ୍ଧୁ କଣ ଏହିଭଳି ସିନ କ୍ରିଏଟ କରିଥାନ୍ତା ? ପ୍ରକୃତ ବନ୍ଧୁ ବିବାହିତ ଲୋକଙ୍କୁ କେବେ ହଇରାଣ କରିନଥାନ୍ତେ । ବାବୁସାନର ହଜାର ଭୁଲ ରହିଥିଲେ ମଧ୍ୟ ପ୍ରକୃତିର ଜାଣିବା ଦରକାର ଯେ ତାହାର ପିଲାଟିଏ ଅଛି ସ୍ତ୍ରୀ ଅଛି ? ମାତ୍ର ପ୍ରକୃତି ସବୁବେଳେ ବାବୁସାନଙ୍କୁ ଫୋନ କରି ଧମକ ଦେଇଥାନ୍ତି ।

ଏଣୁ ବାବୁସାନ ଧୀରେ ଧୀରେ ଚିଡ ଚିଡ ମଧ୍ୟ ହୋଇଯାଇଥିଲେ ବୋଲି କହିଛନ୍ତି ଅପରାଜିତା ମହାନ୍ତି । ଏବଂ ପ୍ରକୃତି ମିଶ୍ର ଯଦି ପ୍ରକୃତ ବନ୍ଧୁ ହୋଇଥାନ୍ତେ ତେବେ କେବେ ମଧ୍ୟ ଆଉ ଜଣେ ବନ୍ଧୁର ଘର ଭାଙ୍ଗିନଥାନ୍ତେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *