Jyotish Shastra- 1 ମାର୍ଚ୍ଚ ରୁ ଏହି 1 ରାଶିର ହେଲା ସବୁ ଦୁଃଖର ଅନ୍ତ, ଆସିବ ଖୁସିର ଦିନ, ହେବ ଭାଗ୍ୟୋଦୟ

ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ଏହି ୩ ଅଗଷ୍ଟ ରୁ ୯ ଅଗଷ୍ଟ କୁମ୍ଭ ରାଶି ମାନଙ୍କ ପାଇଁ ବହୁତ ହିଁ ଶୁଭ ଦିନ ଆସିବାକୁ ଯାଉଛି । କୌଣସି ବି ମନୁଷ୍ୟ ତା ଜୀବନରେ ଦୁଃଖ ଚାହିଁ ନ ଥାଏ । ସେ ସବୁବେଳେ ସୁଖ ପାଇବାକୁ ଚାହିଁଥାଏ । କିନ୍ତୁ ଆମ ଦୁଃଖ ସୁଖ ଆଦି ସବୁ କିଛି ଗ୍ରହ ମାନଙ୍କ ଉପରେ ନିର୍ଭର କରିଥାଏ । ଯଦି ଆମ ଗ୍ରହ ଠିକ ଅବସ୍ଥିତି ରେ ଥାଏ ତେବେ ଆମେ ସୁଖ ପାଇଥାଉ ଏବଂ ଯଦି ଗ୍ରହ ଭୁଲ ଅବସ୍ଥିତି ରେ ଥାଏ ତେବେ ଆମେ ଦୁଃଖ ପାଇଥାଉ ।

ତେବେ ସମସ୍ତେ ନିଜର କଷ୍ଟ ଏବଂ ଦୁଃଖ ରୁ ଦୁରେଇବାକୁ ଚାହିଁଥାନ୍ତି । ଯଦି ଆପଣଙ୍କ ଜୀବନରେ ବି ଏମିତି ଚାଲିଛି ତେବେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଏହି ୩ ଅଗଷ୍ଟ ରୁ ୯ ଅଗଷ୍ଟ କୁମ୍ଭ ରାଶି ମାନଙ୍କ ପାଇଁ ଶୁଭ ପରିସ୍ଥିତି ନେଇ ଆସୁଛି ।

ଆପଣ ଆପଣଙ୍କ କାମ ସବୁ କୁ ନୂଆ ଢଙ୍ଗ ରେ କରିବେ । ଆପଣଙ୍କ ର ଆପଣଙ୍କ ଭାଇ ମାନଙ୍କ ସହ ମନ ମତାନ୍ତର ସବୁ ଠିକ ହୋଇଯିବ । ଆପଣ ଯାହା ଚାହୁଁଛନ୍ତି ଆପଣଙ୍କ ମନ ମୁତାବକ ସବୁ କାମ ହେବ । ଆପଣ ଆପଣଙ୍କ ପ୍ରିୟ ଲୋକଙ୍କୁ ବହୁତ ଖୁସି ପ୍ରଦାନ କରିବେ । ବିଦ୍ୟାର୍ଥୀ ମାନେ ଏହି ସମୟ ରେ ବହୁତ ଭଲ କରିବେ । ଆପଣ ଯେ କୌଣସି ଇଣ୍ଟରଭିୟୁ ରେ ସଫଳତା ଲାଭ କରିବେ ।

ଆପଣ ସବୁ କାମ ରେ ସଫଳତା ଲାଭ କରିବେ । ପ୍ରେମ ବିଷୟରେ ଆପଣ ଆପଣଙ୍କ ସାଥୀଙ୍କୁ ଶାରିରୀକ ଠାରୁ ଅଧିକ ଧ୍ୟାନ ଦେଇଥାନ୍ତି । ଆପଣ ପ୍ରେମ ସମ୍ପର୍କ ରେ ବହୁତ ସମୟ ଯାଏ ରହିପାରିବେ ନାହିଁ । ତେଣୁ ଆପଣ ପ୍ରେମ ସମ୍ପର୍କ ରେ ଆସିବା ପୂର୍ବରୁ ଭଲ ଭାବରେ ଥରେ ବିଚାର କରି ନିଅନ୍ତୁ । ଆପଣ ବହୁତ ସକାରତ୍ମକ ରହିବେ । ଆପଣଙ୍କ ଚିନ୍ତାଧାରା ବହୁତ ଉନ୍ନତ ମାନ ର ରହିବ ।ଆପଣଙ୍କ ଆର୍ଥିକ ପରିସ୍ଥିତି ରେ ବହୁତ ବୃଦ୍ଧି ହେବ । ଆପଣ ଆପଣଙ୍କ ବଡ଼ ଅଧିକାରୀ ଙ୍କ ଠାରୁ ସମର୍ଥନତା ଲାଭ କରିବେ । ବ୍ୟବସାୟୀ ମାନଙ୍କ ବ୍ୟବସାୟ ରେ ବହୁତ ଉନ୍ନତି ହେବ ।

ଆପଣ ଆପଣଙ୍କ ପରିବାର ସହ ବହୁତ ଖୁସି ରେ ରହିବେ । ଆପଣଙ୍କର ଉଚ୍ଚ ଅଧିକାରୀ ଆପଣଙ୍କ କାମ ଦ୍ଵାରା ଖୁସି ହୋଇ ଆପଣଙ୍କୁ ଆହୁରି ଉଚ୍ଚ ପଦବୀ ଦେଇପାରନ୍ତି । କିନ୍ତୁ ଆପଣଙ୍କ ପାରିବାରିକ ଜୀବନରେ କିଛି ଅସୁବିଧା ଆସିପାରେ ପରେ ସନ୍ଧ୍ୟା ଭିତରେ କିନ୍ତୁ ସମାଧାନ ହୋଇଯିବ । ତେଣୁ ଆପଣ ଏହି ସବୁ ଜିନିଷ ପାଇଁ ଚିନ୍ତା କରନ୍ତୁ ନାହିଁ । ଆପଣଙ୍କ ସକାରତ୍ମକ ଭାବ ଆପଣଙ୍କୁ ମନୋବଳ ପ୍ରଦାନ କରିବ ।

ଆପଣଙ୍କ ସ୍ୱାସ୍ଥ୍ୟ ରେ ବହୁତ ପରିବର୍ତ୍ତନ ହେବ । ଆପଣଙ୍କ ର ଏବଂ ଆପଣଙ୍କ ପରିବାର ର ସ୍ୱାସ୍ଥ୍ୟ ସମସ୍ୟା ବହୁତ ହିଁ ଭଲ ରହିବ । ଆପଣ ଆପଣଙ୍କ କ୍ରୋଧ ଏବଂ ବାଣୀ ଉପରେ ଟିକେ ଧ୍ୟାନ ରଖନ୍ତୁ । ଏହିଦିନ ଆପଣ ଟିକେ ଦେଖିଚାହିଁ ଚଳିବାକୁ ଚେଷ୍ଟା କରନ୍ତୁ । ଆପଣ ସବୁବେଳେ ଖୁସି ରହିବାକୁ ଚାହୁଁଥିଲେ ଦେବତାଙ୍କର ପୂଜା କରନ୍ତୁ ଏବଂ ଦେବତା ଙ୍କ ଉପରେ ବିଶ୍ୱାସ ରଖନ୍ତୁ ।

ଯଦି ଆପଣ କିଛି ଦିନ ହେବ ପଇସା ମାମଲା କୁ ନେଇ ଚିନ୍ତା ରେ ଅଛନ୍ତି ତେବେ ଆପଣ ଆପଣଙ୍କ ପର୍ସ ରେ କିମ୍ବା ଧନ ରଖୁଥିବା ସ୍ଥାନରେ ଲକ୍ଷ୍ମୀ ମା ଙ୍କର ଫୋଟୋ , କୃଷ୍ଣ ଙ୍କର ବସିଥିବା ଫୋଟ ଏବଂ ଚାଉଳ ଆଦି କୁ ରଖନ୍ତୁ । ଏହାଦ୍ବାରା ଆପଣଙ୍କ ଆର୍ଥିକ ସମସ୍ୟା ଠିକ ହୋଇଯିବ । କୁମ୍ଭ ରାଶି ଙ୍କ ପାଇଁ ଏହି ଦିନ ବହୁତ ଶୁଭ ହେବ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *