ସାବତ ମା’ ନା ରାକ୍ଷସୀ, ଝିଅଟି ସହ କରିଲା ଏମିତି କାମ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ, ଦେଖନ୍ତୁ Video

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମା ନିଜ ଛୁଆ ମାନଙ୍କୁ ସବୁଠାରୁ ଅଧିକ ଭଲ ପାନ୍ତି । ଗୋଟେ ମା ମନରେ ତା ଛୁଆ ପାଇଁ ସବୁବେଳେ ସ୍ନେହ ଓ ମମତା ରହିଥାଏ । ମା ସବୁବେଳେ ନିଜ ଛୁଆର ମଙ୍ଗଳ କାମନା କରିଥାଏ । ହେଲେ ବନ୍ଧୁଗଣ ମା ଆଉ ସାବତ ମା ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ଗୋଟେ ସାବତ ମା ଛୁଆକୁ ସେହି ପରି ଭାବରେ ଲାଳନ ପାଳନ କରିନଥାଏ ଯେଉଁ ପରି ଭାବରେ କରିବା ଉଚିତ ।

ଆପଣ ମାନେ ସମସ୍ତେ କେତେକ ଫିଲ୍ମ ଓ ସିରିଏଲରେ ସାବତ ମାର ଭୂମିକା ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ବାସ୍ତବ ଜୀବନର ଏକ ସାବତ ମା ବିଷୟରେ କହିବାକୁ ଯାଉଛୁ । ଏହି ସାବତ ମା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଗଞ୍ଜାମ ଧରାକୋଟ ଥାନା ହୀରାଖଣ୍ଡି ଗାଁର ଜଣେ ଯୁବତୀଙ୍କର  ସ-ନ୍ଦେ-ହ ଜନକ ମୃ-ତ୍ୟୁ ହୋଇଛି ।

ସାବତ ମା ବି-ଷ ଦେଇ ମା-ରି ଦେଇଥିବା ଅ-ଭି-ଯୋ-ଗ କରିଛନ୍ତି  ଗ୍ରାମବାସୀ । ଅ-ଭି-ଯୋ-ଗ ପରେ ଘଟଣା ସ୍ଥଳରେ ଧରାକୋଟ ପୁଲିସ୍ ପହଞ୍ଚି ମୃ-ତ ଦେହକୁ ଜବତ କରି ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଶ-ବ ବ୍ୟ-ବ-ଚ୍ଛେ-ଦ ପାଇଁ ପଠାଇ ତ-ଦ-ନ୍ତ  ଆରମ୍ଭ କରିଛି । ଗାଁ ଲୋକଙ୍କ ମତରେ, ଯୁବତୀଙ୍କ ନିଜ ମା ପାଖା ପାଖି ୧୦ ରୁ ୧୨ ବର୍ଷ ହେବ ମ-ରି-ଯା-ଇ-ଥି-ଲେ ।

ସାବତ ମା ଯୁବତୀଙ୍କୁ ମା-ର-ପି-ଟ କରନ୍ତି । ଗତକାଲି ସାବତ ମା ଯୁବତୀଙ୍କୁ ବହୁତ ଅଧିକ ମା-ର-ପି-ଟ କରିଥିଲେ । ମା-ର-ପି-ଟ କରିବା ହେତୁ ଯୁବତୀଙ୍କ ଅବସ୍ଥା ଗୁରୁ-ତ୍ଵ-ର ହୋଇଥିଲା ଓ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ଗୁରୁତ୍ଵର ଅବସ୍ଥାରେ ସେ ପ୍ରାଣ ହରାଇଥିଲେ । ସାବତ ମାଙ୍କ ମତରେ, ସେ ଗତ ୪ ଦିନ ତଳେ ଝିଅକୁ ବା-ଡେ-ଇ ଥିଲେ । 

ବିବାହ ପ୍ରସ୍ତାବକୁ ନେଇ ତାଙ୍କ ମା ବା-ଡେ-ଇ ଥିଲେ ବୋଲି କହିଛନ୍ତି । ଯୁବତୀଙ୍କ ବାପା ସବୁ କଥା ଜାଣିଛନ୍ତି ବୋଲି ସାବତ ମା କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *