ସାବାସ ଯବାନ ! ଜୀବନକୁ ବାଜି ଲଗେଇ ଏମିତି ବଞ୍ଚେଇଲେ ପିଲାଟିର ଜୀବନ, ଭିଡିଓ ଦେଖିଲେ ଛାତି ଥରି ଉଠିବ ! ଆପଣ ବି କରିବେ ସାଲ୍ୟୁଟ…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜୀବନ ମରଣ ସହ ସଂଘର୍ଷ କରୁଛି ଏହି ଛୋଟିଆ ଶିଶୁଟି । ଭିଡିଓରେ ଏକ ଛୋଟ ଛୁଆଟି ସିଡିରେ ଫସିଯାଇଛି ।

ଛୋଟ ଛୁଆତି ସିଡିରେ ଲାଗିଥିବା ଲୁହା ଗ୍ରୀଲକୁ ଧରି ଛିଡା ହୋଇଛି ।  ବନ୍ଧୁଗଣ ଭିଡିଓ ଦେଖି ଜାଣି ପାରୁଥିବେ ଟିକେ ଏପଟ ସେପଟ ହେଲେ ଛୁଆର କିଛି ବି ହୋଇପାରେ । ଏମିତି କି ଛୁଆର ଜୀବନ ବି ଯାଇପାରେ । ସେହି ସମୟରେ ଦେବଦୂତ ସାଜି ଶିଶୁଟିକୁ ବଞ୍ଚାଇବା ପାଇଁ ଡେଇଁ ପଡ଼ୁଛନ୍ତି ଜଣେ ସିଆଇଏସଏଫ ଯବାନ । ଯବାନ ଜଣକ ଶିଶୁଟିକୁ ନିଜ ବାହୁରେ ଧରି ଧୀରେ ଧୀରେ ତଳକୁ ଆଣୁ ଥିବାର ଦେଖିବାକୁ ମିଳିଛି ।

ମିଡିଆ ରିପୋର୍ଟସ ଅନୁସାରେ ଭିଡିଓଟି ଦିଲ୍ଲୀ ସ୍ଥିତ ନିର୍ମାନ ବିହାର ମେଟ୍ରୋର ବୋଲି ଜଣା ପଡିଛି । ସେଣ୍ଟ୍ରାଲ ଇଣ୍ଡିଆ ଶିକୁରିଟି ଫୋର୍ସ ନିଜ ଫେସବୁକ ଆକାଉଣ୍ଟରେ ଏହି ଭିଡିଓଟିକୁ ସେୟାର କରିଛନ୍ତି । ନିଜ ଜୀବନକୁ ବାଜିରେ ପକାଇ ଶିଶୁଟିକୁ ବଞ୍ଚାଇବାରେ ସଫଳ ହୋଇଛନ୍ତି ଏହି ସିଆଇଏସଏଫ ଯବାନ ଜଣକ । ଆପଣ ମାନେ ଭିଡିଓରେ ଦେଖି ପାରୁଥିବେ କେଉଁ ଭଳି ଭାବରେ ଛୁଆଟି ସିଡି ଗ୍ରୀଲ ଧରି ଫଶି ଯାଇଛି ।

ଠିକ ସମୟରେ ଦେବଦୂତ ସାଜି ସିଆଇଏସଏଫ ଯବାନ ଜଣକ ନିଜ ଜୀବନକୁ ବାଜିରେ ପକାଇ ଶିଶୁଟିକୁ ଉଧାର କରୁଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ବେସ ଭାଇରାଲ ହେବାରେ ଲାଗିଛି । ଯବାନଙ୍କ ଏହି ସାହସିକତାକୁ ଦେଖି ଅନେକ ଲୋକ ତାଙ୍କର ପ୍ରଶଂସା ମଧ୍ୟ କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *