ସାବଧାନ ! ଦେଖନ୍ତୁ ନଡିଆ ଗଛରେ କେମିତି ଲମ୍ଫ ମାରି ଚଢି ଯାଉଛି କଲରା ପତରିଆ ବାଘ, ଭାଇରାଲ ହେଲା Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଗଛରେ ଚଢୁଛି ବାଘ ଏବଂ ବର୍ତ୍ତମାନ ଏହି ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଦୃଶ୍ୟରେ ନଡିଆ ଗଛ ଉପରକୁ ଧୃତ ଗତିରେ ଗିଡିଗିଡି ହୋଇ ଚଢୁଅଛି ଏହି କଲରାପତରିଆ ବାଘ । ବାଘଟି ଏତେ ସ୍ପିଡରେ ଗଛ ଚଢୁଛି ଯେ ଆପଣ ମଧ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ ଯେ ବାଘ କଣ ଅଟେ ସ୍ପିଡରେ ଗଛ ଚଢିପାରେ ? ଏହାର ଉତ୍ତର ଆପଣଙ୍କ ସମ୍ମୁଖରେ ଆସିବ ହଁ । ଆପଣ ଏହି ଦୃଶ୍ୟକୁ ଦେଖିଲେ ଠିକ ଭାବରେ ବିଶ୍ଵାସ କରି ପାରିବେ ।

ନଡିଆ ଗଛ ଉପରେ ବାଘଟି ଏତେ ଜୋରରେ ଚଢିବାରେ ଲାଗିଛି ଯେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ଭିଡିଓ ଟିକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଆଉ ପଚାରିଛନ୍ତି ବାଘ କଣ ଗଛ ଚଢିପାରେ ? ତେବେ ଏହାକୁ IFS ଅଧିକାରୀ ପରଭିନ କସ୍ଵାନ ନିଜ ଟ୍ଵିଟର ଆକାଉଣ୍ଟ ରେ ସେୟାର କରିଛନ୍ତି । ଏହା ପରେ ଏହି ଭି-ଡି-ଓ ଗୋଟିଏ ମୋବାଇଲ ରୁ ଅନ୍ୟ ମୋବାଇଲ କୁ ଘୁରି ବୁଲୁଛି ।

ତେବେ ସୋ-ସି-ଆ-ଲ ମି-ଡି-ଆରେ ପୋଷ୍ଟ ହୋଇଥିବା ଏହି ଭି-ଡି-ଓ ରେ କ୍ୟାପ୍ସନ ଦିଆ ଯାଇଅଛି ଯେ ଏହି ବିଲେଇ ପ୍ରଜାତିଙ୍କ ଦକ୍ଷତାକୁ ଦେଖ । ଏହା ସହିତ କଲରା ପତରିଆ ବାଘ ମାନେ କୌଣସି ମଧ୍ୟ ସ୍ଥାନରେ ନିଜକୁ ଖାପ ଖୁଆଇ ଚଳିପାରନ୍ତି ବୋଲି ପରବୀନ କହିଛନ୍ତି । ରାଜସ୍ଥାନର ଶୁଖିଲା ଜଙ୍ଗଲ କୁ ନେଇ ଉତ୍ତର-ପୂର୍ବର ଉଚ୍ଚ ଜଙ୍ଗଲ ପର୍ଯ୍ୟନ୍ତ ଏମାନେ ସବୁଠାରେ ତିଷ୍ଠି ପାରନ୍ତି ।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଯେ କଲରାପତରିଆ ବାଘକୁ ଚତୁର ବୋଲି ପରବୀନ କହିଛନ୍ତି । ଏମାନେ ସାଧାରଣତଃ ଆଖୁ ଏବଂ ଚାହା  ବଗିଚାରେ ରୁହନ୍ତି । ବିଶେଷ କରି ଚାହା ବଗିଚାରେ ଏମାନେ ଅଧିକାଂଶ ସମୟରେ ରହୁଥିବା କୁହାଯାଏ । ତେବେ ନଡିଆ ଗଛକୁ ଗୋଟେ ପରେ ଗୋଟେ ସମୁଦାୟ ଦୁଇଟି ବାଘ ଚଢୁଥିବା ବର୍ତ୍ତମାନ ଚର୍ଚ୍ଚା ହୋଇଛି ।

ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ମଧ୍ୟ ହୋଇଯାଇଛନ୍ତି । ସେମାନେ କହିଛନ୍ତି ଯେ କେତେବେଳେ କିଏ ବାଘ ହାବୁଡରେ ଯେ ପଡିଯିବେ ତାହା କହିବା ଅସମ୍ଭବ । ଏ ନେଇ ଜଙ୍ଗଲ କତୃପକ୍ଷ କିଛି ପଦକ୍ଷପ ଗ୍ରହଣ କରିବା କଥା ସୂଚନା ମିଳିନାହିଁ । ଏଥି ନିମନ୍ତେ ସ୍ଥାନୀୟ ବାସିନ୍ଦା ଆତଙ୍କର ସହିତ ଜୀବନ ଅତିବାହିତ କରୁଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *