ସାବଧାନ ଝିଅ ଆସୁଛନ୍ତି, ଝିଅଙ୍କୁ କମେଣ୍ଟ ମାରୁଥିଲେ ଜାଣି ରଖନ୍ତୁ…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଝିଅକୁ କମେଣ୍ଟ ମାରିବା ମହଙ୍ଗା ପଡିଲା । ଗୋଷ୍ଠୀ ସଂଘର୍ଷରେ ୫ ଆହତ । ଗାଁରେ ପୋଲିସ ଫୋର୍ସ ମୁତୟନ । ଉଭୟ ଗୋଷ୍ଠୀ ପକ୍ଷରୁ ମାମଲା ରୁଜୁ ।

ଝିଅଙ୍କୁ କମେଣ୍ଟ ମାରୁଥିଲେ ସାବଧାନ ହେଇଯାନ୍ତୁ କାରଣ କୈାଣସି ପରିସ୍ଥିତିରେ ବି ଆପଣଙ୍କ ଅଞ୍ଚଳରେ ପୋଲିସ ପହରା ଦେଇ ପାରେ। ଅର୍ଥାତ ଝିଅଙ୍କୁ ପ୍ରଥମେ କେମଣ୍ଟ ପରେ ଗୋଷ୍ଠି ସଂଘର୍ଷ ଆଉ ଏବେ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ । ଏ ହେଉଛି କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନନ୍ତପୁର ଗ୍ରାମର ଦୃଶ୍ୟ । ଯେଉଁଠି ଝିଅକୁ କମେଣ୍ଟ ମାରିବାରୁ ଗୋଷ୍ଠୀ ସଂଘର୍ଷ ହୋଇଥିଲା ।

ଆଉ ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ୫ ଜଣ ଆହାତ ହୋଇଛନ୍ତି । ଏହା ସହିତ ଖୁଣ୍ଟୁଣୀ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ମଧ୍ୟ ରୁଜୁ ହୋଇଛି । ସେପଟେ ଉଭୟଙ୍କ ପକ୍ଷରୁ ୪ ଜଣ ଥାନାରେ ଅଟକ ରହିଛନ୍ତି । ଏହା ସହ ଗାଁରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେଣୁ ବନ୍ଧୁଗଣ ଆପଣ ମାନେ ବି ଯଦି ଝିଅ ମାନଙ୍କୁ କମେଣ୍ଟ ମାରୁଛନ୍ତି ବା କିଏ କମେଣ୍ଟ ମାରୁଥିବାର ଦେଖୁଛନ୍ତି ତା ହେଲେ ନିଜେ ଓ ଅନ୍ୟ ମାନଙ୍କୁ ସାବଧାନ କରିଦିଅନ୍ତୁ ।

କାରଣ ଆପଣ ମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡିପାରେ । ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *