ଓଡିଶାର ପ୍ରିୟ ଯୋଡି Rupa Pintu ମାସକୁ କେତେ ରୋଜଗାର କରନ୍ତି ? ଗୋଟେ ଭିଡିଓ ରୁ କେତେ ରୋଜଗାର କରନ୍ତି ଜାଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ମନୋରଞ୍ଜନ ପାଇଁ ସୋ-ସି-ଆ-ଲ ମିଡିଆର ବ୍ୟବହାର ନିଶ୍ଚୟ କରୁଥିବେ । ସୋ-ସି-ଆ-ଲ ମି-ଡି-ଆରେ ଏକ ଲୋକପ୍ରିୟ ଆପ୍ଲିକେସନ ହେଉଛି ୟୁ-ଟ୍ୟୁ-ବ । ୟୁ-ଟ୍ୟୁ-ବରେ ଆପଣ ମାନେ ନିଜ ମନ ମୁତାବକ ଯେକୌଣସି ଭିଡିଓ ଦେଖି ପାରିବେ ଓ ଅପଲୋଡ ମଧ୍ୟ କରିପାରିବେ । ଆଜି ଆମେ ଆପଣ ମାନଙ୍କୁ ଓଡିଶାର ଏକ ଲୋକପ୍ରିୟ ୟୁ-ଟ୍ୟୁ-ବ ଚ୍ୟାନେଲ ବିଷୟରେ କହିବାକୁ ଯାଉଛୁ ।

ଏହି ୟୁ-ଟ୍ୟୁ-ବ ଚ୍ୟାନେଲର ନାମ ହେଉଛି ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ । ଆପଣ ମାନେ ସମସ୍ତେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ଅନେକ ଭିଡିଓ ଦେଖିଥିବେ । ତାଙ୍କର ଏହି ୟୁ-ଟ୍ୟୁ-ବ ଚ୍ୟାନେଲଟି ଭାରତରେ କେତେ ନମ୍ବର ସ୍ଥାନରେ ଅଛି । ତେବେ ସେମାନଙ୍କ ଏହି ୟୁ-ଟ୍ୟୁ-ବ ଚ୍ୟାନେଲଟି ବର୍ତ୍ତମାନ ଓଡ଼ିଶାରେ ବହୁତ ଲୋକପ୍ରିୟ ହୋଇଛି । ଲୋକମାନେ ତାଙ୍କ ଭିଡିଓ ଦେଖିବା ପାଇଁ ସର୍ବଦା ଚାହିଁ ରହିଥାନ୍ତି । ଅନେକ ଦର୍ଶକ ତାଙ୍କୁ ଖୁବ ପ୍ରଶଂସା ବି କରିଥାନ୍ତି ।


ବନ୍ଧୁଗଣ ଏହି ୟୁ-ଟ୍ୟୁ-ବ ଚ୍ୟାନେଲ ଦ୍ଵାରା ସେମାନେ କେତେ ଟଙ୍କା ଅର୍ଜନ କରନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ତେବେ ତାଙ୍କର ମାସିକ ୟୁ-ଟ୍ୟୁ-ବରୁ ଇନକମ ମାସକୁ ଚାରି ହଜାର ସାତଶହରୁ ୭୫ ହଜାର ଆମେରିକୀୟ ଡ଼ଲାରରେ ରହୁଛି ।

ତେବେ ସେମାନଙ୍କ ବାର୍ଷିକ ୟୁ-ଟ୍ୟୁ-ବ ଇନକମ ଦେଖିବାକୁ ଗଲେ ୬ ହଜାରରୁ ନେଇ ୯ ହଜାର ଆମେରିକୀୟ ଡ଼ଲାର ମଧ୍ୟରେ ରହୁଚି । ଯଦି ଆପଣ ଡ଼ଲାରରେ ଜାଣିପାରୁ ନାହାନ୍ତି ତେବେ ଆମେ ଆପଣଙ୍କୁ ଜଣାଇଦେବାକୁ ଚାହୁଁ ଯେ ଭାରତରେ ଏକ ଆମେରିକୀୟ ଡ଼ଲାରର ମୂଲ୍ୟ ୭୧ ଟଙ୍କା ରହୁଛି । ତାଙ୍କ ୟୁ-ଟ୍ୟୁ-ବ ଚ୍ୟାନେଲର ଦିନକୁ ଇନକମ ଦେଖିବାକୁ ଗଲେ ତାହା ପ୍ରାୟ ପାଞ୍ଚ ହଜାର ମଧ୍ୟରେ ରହୁଚି ।

ତେବେ ଆମେ ଯଦି ତାଙ୍କର ଦିନକୁ ୟୁଟ୍ୟୁଵ ଇନକମ ଦୁଇ ଶହ ଡଲାର ନେବା ତେବେ ଭାରତୀୟ ମୁଦ୍ରା ଅନୁସାରେ ତାହା ୧୨ ହଜାର ଟଙ୍କା ହେଉଚି।ତେବେ ପାଖାପାଖି ତାଙ୍କର ୟୁ-ଟ୍ୟୁ-ବରୁ ଇନକମ ୫୦ ହଜାରରୁ ୭୦ ହଜାର ରହୁଛି । ତେବେ ଦେଖିବାକୁ ଗଲେ ତାହା ପାଖାପାଖି କୋଡ଼ିଏରୁ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ରହୁଥିବ। ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ଭିଡିଓ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *