Rupa ଙ୍କ ପାଇଁ ଜନ୍ମଦିନର Special Gift, ଦେଖନ୍ତୁ Rupa ଙ୍କୁ କଣ Gift ଦେଲେ Pintu, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ତେବେ ସୋସିଆଲ ମିଡିଆରେ ଲୋକମାନେ ଦେଶ ବିଦେଶର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିବା ସହ ଯେକୌଣସି ସ୍ଥାନରେ ରହି ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯାହା ମଧ୍ୟରେ ଲୋକମାନେ ଫେମସ ହୋଇପାରିବେ ।

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଦମ୍ପତ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସୋସିଆଲ ମିଡିଆ ମାଧ୍ୟମରେ ଆଜି ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଏହି ଦୁଇଜଣ ଦମ୍ପତ୍ତି ହେଉଛନ୍ତି ରୂପା ଓ ପିଣ୍ଟୁ । ଆପଣ ମାନେ ସମସ୍ତେ ରୂପା ପିଣ୍ଟୁଙ୍କ ୟୁଟ୍ୟୁବ ଚ୍ୟାନେଲ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣ ଅନେଲ ଆଲବମ ଭିଡିଓ ଅପଲୋଡ କରନ୍ତି ଓ ଏହା ସହ ବ୍ଲଗିଙ୍ଗ ଭିଡିଓ ମଧ୍ୟ କରନ୍ତି ।

ଓଡିଶାରେ ଏହି ଦୁଇଜଣଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ରୂପା ଓ ପିଣ୍ଟୁଙ୍କୁ ଲୋକମାନେ ବହୁତ ଅଧିକ ଭଲ ପାଉଛନ୍ତି । ତେବେ ଗତ କିଛି ସମୟ ହେବ ରୂପା ପିଣ୍ଟୁଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଭିଡିଓ ବିଷୟରେ ।

ବନ୍ଧୁଗଣ ଏହି ଭିଡିଓଟି ହେଉଛି ରୂପାଙ୍କ ଜନ୍ମ ଦିନର ଭିଡିଓ । ତେବେ ଆଜି ହେଉଛି ରୂପାଙ୍କ ଜନ୍ମଦିନ । ଗତ କାଲି ରାତିରେ ପିଣ୍ଟୁ ନିଜ ସ୍ତ୍ରୀ ରୂପାଙ୍କୁ ଉଠାଇ ହାପି ବାର୍ଥ ଡେ ୱିସ କରିଛନ୍ତି ଓ ତାଙ୍କ ସାଙ୍ଗ ମାନେ ବି ରାତି ୧୨ ଟାରେ ରୂପାଙ୍କୁ ଜନ୍ମ ଦିନର ସୁବେଚ୍ଚା ଦେବା ପାଇଁ ପିଣ୍ଟୁଙ୍କ ଘରକୁ ଆସିଥିଲେ ।

ବନ୍ଧୁଗଣ ପିଣ୍ଟୁଙ୍କ ସାଙ୍ଗ ମାନେ ରୂପାଙ୍କ ପାଇଁ କିଛି ଗିଫ୍ଟ ମଧ୍ୟ ଆଣିଛନ୍ତି । ଏହି ଭିଡିଓରେ ରୂପାଙ୍କ ନିଜ ଭାଇ ମଧ୍ୟ ନଜର ଆସୁଛନ୍ତି । ପିଣ୍ଟୁଙ୍କ ସାଙ୍ଗ ମାନେ ରାତି ୧୨ ଟାରେ ଆସି ରୂପାଙ୍କୁ ଉଠାଇ କେକ୍ କାଟି ଛନ୍ତି । ବନ୍ଧୁଗଣ ଜନ୍ମ ଦିନ ପାଇଁ ରୂପା ମଧ୍ୟ ବହୁତ ଖୁସି ନଜର ଆସିଛନ୍ତି ଓ ପିଣ୍ଟୁ ନିଜ ସ୍ତ୍ରୀ ରୂପାଙ୍କ ପାଇଁ ଗିଫ୍ଟ ମଧ୍ୟ ଆଣିଥିବାର ନଜର ଆସିଛନ୍ତି । ତା ହେଲେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *