Rudra ଙ୍କ ହାତଧରି ପାଠ ପଢାଇଲେ ଭୋଟର, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ସୋ-ସି-ଆ-ଲ ମି-ଡି-ଆ-ରେ ଗତ କିଛି ସମୟ ହେବ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ବୀନଙ୍କ ବିକାଶର ପଥ ପଢିଲେ ରୁଦ୍ର । ଅବ୍ୟବସ୍ଥା ଚିତ୍ର ଦେଖାଇ ରୁଦ୍ରଙ୍କୁ ପାଠ ପଢାଇଲେ ଭୋଟର । ପିପିଲି ମାଧିପାଟଳ ହରିଜନ ସାହିର ଲୋକେ ଦେଖାଇଲେ କେମିତି ହୋଇଛି ବିକାଶ । କିଏ କହୁଥିଲା ଭୋଟ ନେବା ବେଳେ ଆସିଛ ହେଲେ ଆମ ଘର ଦ୍ଵାର ଟିକେ ଦେଖ ତ ଆଉ କିଏ କହୁଥିଲା ମୋ ବୁଢୀ ମାକୁ ଟିକେ ଦେଖ ।

ଆଉ କିଏ ବାତ୍ୟା ବେଳେ ଉଜୁଡି ପଡିଥିବା ଘର ଦ୍ଵାରର ଅଭୂଲା ସ୍ମୃତିର ଫଟୋ ଅଣ୍ଟାରୁ କାଢି ରୁଦ୍ରଙ୍କୁ ଦେଖାଉ ଥିଲା । ସେହି ସମୟରେ ମଧ୍ୟ ପିପିଲି ମାଧିପାଟଳ ହରିଜନ ସାହିର ଲୋକ ମାନଙ୍କୁ ମିଳି ନଥିଲା ସରକାରୀ ସହାୟତା । ପିପିଲି ମାଧିପାଟଳ ହରିଜନ ସାହିରେ ଯେତେବେଳେ ବିଜେଡି ବିଧାୟକ ପାର୍ଥୀ ରୁଦ୍ର ପ୍ରତାପ ମହାରଥୀ ପହଞ୍ଚି ଥିଲେ ସେତେବଳେ ରୁଦ୍ର ସେଠାକାର ଲୋକ ମାନଙ୍କର କିଛି ଏଭଳି ପ୍ରଶ୍ନର ସାମ୍ନା କରିଥିଲେ । ଲୋକ ମାନଙ୍କର ଅବସ୍ତା ଦେଖି ଆଉ କିଛି ଉପାୟ ନପାଇ ସେ ସେହି ସ୍ଥାନରୁ ଚାଲି ଆସିଥିଲେ ।

ହରିଜନ ସାହିରେ ଥିବା ଲୋକ ମାନଙ୍କ ମତରେ, ସେମାନେ ଇନ୍ଦ୍ରା ଆଭାସରୁ କିଛି ପାଇ ନାହାନ୍ତି । ନବୀନଙ୍କୁ ସେମାନେ ଭୋଟ ଦେଇ କୌଣସି ସୁବିଧା ପାଇ ନାହାନ୍ତି । ସେମାନଙ୍କ ଘର ଦ୍ଵାର ଭାଙ୍ଗି ଯାଇଛି ଓ ସରକାର ତାଙ୍କୁ କୌଣସି ସୁବିଧା ଦେଇ ନାହିଁ । ମେଘ ବର୍ଷା ସମୟରେ ଏହି ଲୋକମାନେ ସ୍କୁଲରେ ଯାଇ ରହୁଛନ୍ତି । କାହାର ଘର ଭା-ଙ୍ଗୁ-ଛି ତ କାହା ଘରେ ପାଣି ପସିଯାଉଛି । ଶାସକ ବିଜୁ ଜନତା ଦଳ ଗତ ୨୨ ବର୍ଷ ଧରି ଲୋକ ମାନଙ୍କୁ ମିଥ୍ୟା କଥା କହି ସେମାନଙ୍କୁ ସେମାନଙ୍କର ହକ୍ ପାଇବାରୁ ବଞ୍ଚିତ କରିଛନ୍ତି ।

ଏବେ ନିର୍ବାଚନ ସମୟରେ ବିଜେଡିର କର୍ମ କର୍ତ୍ତା କୌଣସି ଗାଁକୁ ଗଲେ ଲୋକଙ୍କ ପ୍ରଶ୍ନର ଶି-କା-ର ହେଉଛନ୍ତି । ତେଣୁ ଏବେ ଲୋକମାନେ ବିଜେଡିକୁ ଭୋଟ ନଦେଇ ବିଜେପି ଓ କଂଗ୍ରେସକୁ ଭୋଟ ଦେବେ ବୋଲି କହିଛନ୍ତି । ତା ହେଲେ ବନ୍ଧୁଗଣ ବିଜେଡି ଶାସନ ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *