‘ଘରେ କାହାର ଚାଲେ ରାଜ ?’ କିଛି ଏମିତି ଜବାବ ଦେଲେ Jina ଙ୍କ ସ୍ଵାମୀ Rudra, ଶୁଣିଲେ ହସି ହସି ଗଡିବେ….ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଜିନା ସାମଲଙ୍କୁ ବେସ ଭଲ ଭାବରେ ଜାଣି ଥିଲେ । ଜିନା ଓଡିଆ ଇଣ୍ଡଷ୍ଟ୍ରି ସହ ସାଉଥ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ସେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରୁହନ୍ତି । ଜିନା ଓଡିଆ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ଓ ଲୋକ ମାନଙ୍କ ମନକୁ ଜିତି ଛନ୍ତି ।

ଗତ କିଛି ଦିନ ତଳେ ଜିନା ନିଜ ସ୍ଵାମୀ ରୁଦ୍ରଙ୍କ ସହ ‘ଗପସପ’ କାର୍ଯ୍ୟ କ୍ରମକୁ ଆସିଥିଲେ । ଏହି ସୋରେ ସେ ତାଙ୍କ ପର୍ଶନାଲ ଲାଇଫ ବିଷୟରେ ବହୁତ କିଛି କଥା କହିଥିଲେ ଯାହା ବିଷୟରେ ଲୋକ ମାନେ ଜାଣିବାକୁ ଚାହୁଁ ଥିଲେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ତାଙ୍କ ପର୍ଶନାଲ ଲାଇଫ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ‘ଗପସପ’ ସୋକୁ ଆସି ରୁଦ୍ର ଓ ଜିନା ବହୁତ ମଜାଦାର କଥା କହିଥିଲେ । ଜିନା ବହୁତ ଷ୍ଟାଇଲିସ ଓ ସୁନ୍ଦର ଅଟନ୍ତି ହେଲେ ସେ ଆମ ହିନ୍ଦୁ ପରମ୍ପରାକୁ ବହୁତ ଗୁରୁତ୍ଵ ଦିଅନ୍ତି । ଏହି ସୋରେ ରୁଦ୍ର ଓ ଜିନାଙ୍କୁ ପଚରା ଯାଇଥିଲା ‘ଘରେ ସବୁଠାରୁ ଅଧିକ କାହାର ରାଜ ଚାଲେ ?’, ଜିନାଙ୍କ ମତରେ ରୁଦ୍ରଙ୍କର ଓ ରୁଦ୍ରଙ୍କ ମତରେ ସମସ୍ତଙ୍କର ଚାଲେ । ହେଲେ ଶେଷରେ ଦୁଇଜଣ କହିଲେ ତାଙ୍କର ଏକ ଛୋଟ ବିଲେଇ ଅଛି ଓ ତାର ଅଧିକ ରାଜ ଚାଲେ ।

ରୁଦ୍ର ଓ ଜିନା ଉଭୟ ଏକ ଶୃଙ୍ଖଳିତ ଜୀବନ ଅତିବାହିତ କରିବା ପାଇଁ ଇଛା କରନ୍ତି । ସେମାନେ ନିଜ ଘରକୁ ସବୁବେଳେ ସଫା ରଖନ୍ତି । ଜିନାଙ୍କ ମତରେ ତାଙ୍କୁ ରୋଷେଇ ଘର ସଂପୂର୍ଣ୍ଣ ସଫା ଦରକାର କାରଣ ସେହି ସ୍ଥାନରେ ସେ ଖାଇବା ବନାନ୍ତି । ବନ୍ଧୁଗଣ ରୁଦ୍ରଙ୍କ ମତରେ ଜିନା ବହୁତ ଭଲ ଖାଇବା ବନାନ୍ତି । ଜିନା କହିଲେ- ତାଙ୍କ ମା ବହୁତ ଭଲ ଖାଇବା ବନାନ୍ତି ଓ ତାଙ୍କୁ ମଧ୍ୟ ଭଲ ଖାଇବା ହିଁ ପସନ୍ଦ । ଯଦି ତାଙ୍କୁ ଭଲ ଖାଇବା ନମିଳିବ ତା ହେଲେ ସେ ଭୋକରେ ରହିଯିବେ । ତେଣୁ ସେ ନିଜ ମାଙ୍କ ଠାରୁ ରୋଷେଇ କରିବା ଶିଖି ଛନ୍ତି ।

ଜିନା ଓ ରୁଦ୍ରଙ୍କ ମଧ୍ୟରେ ଯେତେବେଳେ ଝଗଡା ହୁଏ ସେତେବେଳେ ଜିନା ବହୁତ ଅଧିକ ରା-ଗି ଥାନ୍ତି ଓ ବହୁତ ଶୀଘ୍ର ଥଣ୍ଡା ମଧ୍ୟ ହୋଇଯାନ୍ତି ହେଲେ ରୁଦ୍ରଙ୍କ ରାଗ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ । କିଛି ସମୟ ଏମିତି ଝ-ଗ-ଡା ଚାଲିବା ପରେ ତାଙ୍କ ଭିତରେ ସବୁ କିଛି ଠିକ ହୋଇଯାଏ । ୨୦୧୪ ମସିହାରେ ଏକ ଫିଲ୍ମ ସେଟରେ ଜିନା ଓ ରୁଦ୍ରଙ୍କ ସାକ୍ଷାତ ହୋଇଥିଲା । ପ୍ରଥମେ ଏହି ଦୁଇଜଣ ପରସ୍ପରକୁ ଡେଟ କରିଥିଲେ ଓ ପରେ ଏହି ଦୁଇଜଣ ପ୍ରେମ ସମ୍ପର୍କରେ ରହିଥିଲେ ।

ଏହି ଦୁଇଜଣ କିଛି ଫିଲ୍ମରେ ଏକା ସହ ମଧ୍ୟ କାମ କରିଥିଲେ । କିଛି ସମୟ ରିଲେସନରେ ରହିବା ପରେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ଏହି ଦୁଇଜଣ ବହୁତ ଖୁସିରେ ନିଜ ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଜିନା ଓ ରୁଦ୍ରଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *