Bigg Boss 14 ୱିନର Rubina Dilaik ଙ୍କର ଏମିତି 5 ବୋଲ୍ଡ ବିକିନୀ ଫଟୋ, ଯିଏ ହେଇଥିଲା ଖୁବ ଭାଇରାଲ, ଆପଣ ବି ଦେଖିଲେ ହେଇଯିବେ ଦିବାନା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ବିଗବସ ସିଜନ ୧୪ର ବିଜେତା ରୁବିନା ଦିଲେକ । ଏହି କିଛି ଦିନ ତଳେ ରୁବିନା ବିଗବସ ସିଜନ ୧୪ର ବିଜେତା ହୋଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ହେଲେ ବନ୍ଧୁଗଣ ରୁବିନା ଅନସ୍କ୍ରିନ ଏକ ସଂସ୍କାରୀ ବୋହୁ ଓ ସଂସ୍କାରୀ ଝିଅର ଭୂମିକାରେ ନଜର ଆସନ୍ତି କିନ୍ତୁ ରିଅଲ ଲାଇଫରେ ସେ ବହୁତ ଷ୍ଟାଇଲିସ ଅଟନ୍ତି । ରୁବିନ ସୋସିଆଲ ମିଡିଆରେ ଅଧିକାଂଶ ସମୟ ନିଜର ହଟ୍ ଓ ବୋଲ୍ଡ ଲୁକ୍ ପାଇଁ ବହୁତ ଚର୍ଚାରେ ରୁହନ୍ତି ।

ଏହା ସହିତ ସେ ନିଜର ରିଭିଲିଙ୍ଗ ଡ୍ରେସ ପାଇଁ ମଧ୍ୟ କେତେକ ସ୍ଥାନରେ ଟ୍ରୋଲ ହୋଇଛନ୍ତି । ଥରେ ଏକ ଆୱାର୍ଡ ଫଙ୍କସନରେ ରୁବିନା ବହୁତ ଅଧିକ ରିଭିଲିଙ୍ଗ ଗାଉନ ପିନ୍ଧି ଆସିଥିଲେ ଯେଉଁଥି ପାଇଁ ତାଙ୍କୁ ଟ୍ରୋଲିଙ୍ଗର ଶିକାର ମଧ୍ୟ ହେବାକୁ ପଡିଥିଲା । ରୁବିନାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବହୁତ ପ୍ରକାରର ବିକିନୀ ଫଟୋ ରହିଛି ।

ରୁବିନା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଅଲଗା ଅଲଗା ବିକିନୀ ଫଟୋ ଛାଡି ନିଜ ଫ୍ୟାନ୍ସ ମାନଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି । ରୁବିନାଙ୍କର ଦୁଇଟି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ପ୍ରଥମ ଫଟୋରେ ରୁବିନା ନୀଳ ରଙ୍ଗର ବିକିନୀ ପିନ୍ଧି ବୋଲ୍ଡ ଅବତାରରେ ନଜର ଆସୁଛନ୍ତି ତ ଦୁତୀୟ ଫଟୋରେ ସେ ନୀଳ ରଙ୍ଗର ବିକିନୀ ଓ ଚଷମା ପିନ୍ଧି ବହୁତ ସେକସି ନଜର ଆସୁଛନ୍ତି ।

ରୁବିନା ନିଜର ଏହି ବୋଲ୍ଡ ଫଟୋ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ହେଲେ ଏହି ବୋଲ୍ଡ ଫଟୋସ ପାଇଁ ତାଙ୍କୁ ବହୁତ ଅଧିକ ଟ୍ରୋଲିଙ୍ଗର ଶିକାର ମଧ୍ୟ ହେବାକୁ ପଡିଛି । ହେଲେ ବନ୍ଧୁଗଣ ରୁବିନାଙ୍କର ବିକିନୀ ଲୁକ୍ କୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ପସନ୍ଦ କରନ୍ତି ସେଥିପାଇଁ ରୁବିନାଙ୍କର ଏହି ବିକିନୀ ଫଟୋସ ସୋସିଆଲ ମିଡିଆରେ ବହୁତ ଶୀଘ୍ର ଭାଇରାଲ ହୋଇଯାଏ ।

ବନ୍ଧୁଗଣ ରୁବିନାଙ୍କ ଜନ୍ମ ଶିମ୍ଳାରେ ହୋଇଥିଲା ଓ ସେ ନିଜ ପାଠ ପଢା ଶିମ୍ଳାରେ ପୂରଣ କରିଥିଲେ । ସେ ନିଜ ସ୍କୁଲ ସମୟରେ ମିସ ଶିମ୍ଳା ମଧ୍ୟ ରହିସାରିଛନ୍ତି । ପିଲା ଦିନରୁ ରୁବିନାଙ୍କୁ ଆଇଏଏସ ହେବାର ବହୁତ ଇଛା ଥିଲା ହେଲେ ନିଜ ସୁନ୍ଦରତା ପାଇଁ ସେ ମଡେଲିଙ୍ଗ କରିଥିଲେ ଓ ‘ଛୋଟୀ ବୋହୁ’ ସିରିଏଲରେ ସେ ଅଭିନୟ କରି ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ମଧ୍ୟ ପାଇଛନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରୁବିନାଙ୍କର ଏହି ସବୁ ଫଟୋ ସବୁ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *