ଫଣା ଟେକି ରୋଷେଇ ଘରେ ଲୁଚି ବସିଥିଲା ଏକ ଅନ୍ଧ ନାଗ, ଅଜଣାତରେ ଆଦିବାସୀ ମହିଳା କରିଦେଲେ ବଡ ଭୁଲ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ବନ୍ଧୁଗଣ ଏହି ସଂସାରରେ ସାପ ମାନଙ୍କର ଅନେକ ପ୍ରଜାତି ରହିଛି । ଆଗ କାଳରେ ଲୋକ ମାନେ ସାପ ମାନଙ୍କ ସହ ଜଡିତ ଅନେକ ଅନ୍ଧ ବିଶ୍ଵାସ ଉପରେ ବିଶ୍ଵାସ କରୁଥିଲେ ହେଲେ ବର୍ତ୍ତମାନ ଦୁନିଆ ବଦଳି ଯାଇଛି । ପୌରାଣିକ ମାନ୍ୟତା ଅନୁସାରେ ନାଗ ସାପକୁ ପ୍ରାଚୀନ କାଳରୁ ପୂଜା କରାଯାଇଥାଏ କାରଣ ଭଗବାନ ଶିବ ସର୍ବଦା ନିଜ ବେକରେ ନାଗକୁ ଧାରଣ କରିଥାନ୍ତି ।

ହେଲେ ବନ୍ଧୁଗଣ ଏହି ସାପ ଯେତିକି ପୂଜନୀୟ ସେତିକି ମା-ରା-ତ୍ମ-କ ମଧ୍ୟ । ଅନ୍ଧ ବିଶ୍ଵାସରେ ବୁଡି କୌଣସି ଲୋକକୁ ଜିଅନ୍ତା ନାଗ ସାପକୁ ଘରେ ରଖିବା ଉଚିତ ନୁହେଁ । କାରଣ ନାଗ ହେଉଛି ଏକ ବି-ଷ-ଧ-ର ସାପ ଓ ଏହାର ଚୋ-ଟ-ରେ ମାତ୍ର କିଛି ମିନିଟ ମଧ୍ୟରେ ମଣିଷ ନିଜ ପ୍ରା-ଣ ହରାଇ ପାରେ । ଗତ କିଛି ସମୟ ହେବ ନାଗ ସାପ ସହ ଜଡିତ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ।

ଆପଣ ମାନେ ସମସ୍ତେ ନାଗ ସାପ ସହ ଜଡିତ ଅନେକ ଘଟଣା ବିଷୟରେ ଶୁଣିଥିବେ ହେଲେ ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମି-ଡି-ଆ ରିପୋର୍ଟ ଅନୁସାରେ ଏହି ଘଟଣାଟି ଓଡିଶା ଭଦ୍ରକ ଜିଲ୍ଲାରେ ଘଟିଛି । ସାଧାରଣତଃ ରାତ୍ରି ସମୟରେ ନାଗ ସାପ ଶି-କା-ର ଖୋଜିବା ପାଇଁ ଲୋକ ମାନଙ୍କ ଘରକୁ ପସିଯାଇ ଥାନ୍ତି ।

ଏଠି ମଧ୍ୟ ଠିକ ଏହି ପରି ଏକ ଘ-ଟ-ଣା ଘ-ଟି-ଥି-ଲା । ଗୋଟେ ନାଗ ସାପ ଗତ ବହୁତ ସମୟ ଧରି ଏକ ଚାଳ ଘର କାନ୍ଥରେ ଲୁଚି ରହିଥିଲା । ଯେତେବେଳେ ସ୍ଥାନୀୟ ଲୋକ ମାନଙ୍କୁ ସାପ ବିଷୟରେ ଜଣା ପଡିଲା ସେତେବେଳେ ସେହି ଘର ପାଖରେ ଭି-ଡ ଜମି ଗଲା । ଏହା ପରେ ସ୍ଥାନୀୟ ଲୋକ ଏକ ସାପ ଧରାଳିକୁ ଡକାଇ ଥିଲେ । ସାପଟି ବହୁତ କ୍ରୋ-ଧ-ରେ ଥିଲା ହେଲେ ସାପ ଧରାଳି ଜଣକ ବହୁତ ସାବଧାନତାର ସହ ସାପଟିକୁ ସେହି ସ୍ଥାନରୁ ଉଧାର କରିଥିଲେ ।

ହେଲେ ଘଟଣା ସମୟରେ ଏକ ମହିଳା ସାପକୁ ଦେଖିବା ପାଇଁ ପାଖକୁ ଚାଲି ଆସିଥିଲା ସେହି ସମୟରେ ସାପଟି ଚୋ-ଟ ମା-ରି-ବା-କୁ ଚେଷ୍ଟା କରିଥିଲା ହେଲେ ସୌଭାଗ୍ୟ ବଶତଃ ମହିଳାଙ୍କର କିଛି ହୋଇ ନଥିଲା । ସୋ-ସି-ଆ-ଲ ମି-ଡି-ଆରେ ଏହି ଘ-ଟ-ଣା-ର ଭିଡିଓ ବର୍ତ୍ତମାନ ବହୁତ ଚର୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *