Kolkata vs Gujrat: ଏମିତିକା ମାଡ ମୁଁ ମୋ ଜୀବନରେ ଦେଖିନି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏମିତିକା ମାଡ ମୁଁ ମୋ ଜୀବରେ ଦେଖି ନାହିଁ ! ଗତକାଲି KKR  ବା କଲିକତା ନାଇଟ ରାଇଡ଼ର ଓ ଗୁଜୁରାଟ ଟାଇଟାନ ମଧ୍ୟରେ ମଧ୍ୟରେ ୨୦୨୩ IPL ମ୍ଯାଚ ଚାଲିଥିଲା । ଯେଉଁଥିରେ କି ଗୁଜୁରାଟ ଟାଇଟାନ ନିରାଶ ହେବା ସହ କଲିକତା ନାଇଟ ରାଇଡ଼ରକୁ ବିଜୟ ମିଳିଥିଲା । ତେବେ ଗୁଜୁରାଟର ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ଗତକାଲି ମ୍ଯାଚରେ ଅନୁପସ୍ଥିତ ଥିଲେ । ତାଙ୍କ ବଦଳରେ ରସିଦ ଖାନ ଗୁଜୁରାଟର ଅଧିନାୟକତ୍ଵ କରିଥିଲେ ।

ମ୍ଯାଚରେ ଟସ ଜିତି ଗୁଜୁରାଟ ପ୍ରଥମେ ବ୍ୟାଟିଂ କରିବ ବୋଲି ନିଷ୍ପତ୍ତି ନେଇଥିଲେ । ତାପରେ ଗୁଜୁରାଟ ୨୦୪ ରନ ସଂଗ୍ରହ କରିପାରିଥିଲା । ହେଲେ ମ୍ଯାଚରେ କଲିକତା ଦଳର ବ୍ୟାଟ୍ସମ୍ୟାନ ରିଙ୍କୁଙ୍କର ବ୍ୟାଟିଂ ସମସ୍ତଙ୍କୁ ଅବାକ କରିଦେଇଥିଲା । ତେବେ କଲିକତା ଟିମର ବ୍ୟାଟ୍ସମ୍ୟାନ ରିଙ୍କୁ ସିଁ ଙ୍କର ଛକା ମାରିବା ଦେଖି କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଛାଡି ଛାଡି ନୁହେଁ କି, ଗୋଟିଏ ଗୋଟିଏ ନୁହେଁ ।

ବଂର ଏକାବେଳକରେ ୫ ଟି ଛକା ମାରି ବ୍ୟାଟ୍ସମ୍ୟାନ କ୍ରିକେଟ ଜଗତରେ ନିଜର ଧୂଆଁଧାର ପଦର୍ଶନ ଦେଖାଇଥିଲେ । ଯାହା ପରେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା ରହିଥିଲା । କି ଏପରି ମାଡ ମାନିବାକୁ ପଡିବ । ମ୍ଯାଚରେ ରିଙ୍କୁ ସିଁ ପୁରା ଧମାଲ କରିଦେଲା । ମ୍ଯାଚଟି ସଂପୂର୍ଣ୍ଣ ରୂପରେ ଗୁଜୁରାଟର ପକ୍ଷରେ ଥିବା ସମୟରେ  ରିଙ୍କୁ ସିଁଙ୍କର ଶେଷ ଓଭରରେ ୫ ଟି ଲଗାତାର ଛକା ପରେ ମ୍ଯାଚର ଭାଗ୍ୟ କିଛି ଅଲଗା ହୋଇଯାଇଥିଲା ।

କାରଣ କଲିକତାକୁ ଜିତିବା ପାଇଁ ଶେଷରେ ୨୯ ରନର ଆବଶ୍ୟକତା ରହିଥିଲା । ତାପରେ ଗୁଜୁରାଟ ମୁହଁରୁ ବିଜୟ ଛଡାଇ ଆଣି କଲିକତା ଟିମ ବାଜି ମାରିଦେଇଥିଲେ । ଯାହାକି କଲିକତା ନାଇଟ ରାଇଡ଼ର ଟିମ ପାଇଁ ଏକ ବହୁତ ବଡ ସଫଳତା କହିଲେ ଅତ୍ଯୁକ୍ତି ହେବ ନାହିଁ । ତେବେ ୨୧ ବଲ୍ ରେ ୪୮ ରନ୍ ର ପାରି ଖେଳିଥିଲେ କ୍ରିକେଟର ରିଙ୍କୁ ସିଁ ।

ମ୍ଯାଚର ସର୍ବ ଶେଷରେ ଗୁଜୁରାଟକୁ ନିରାଶା ମିଳିବା ବେଳେ କଲିକତା ଧୂଆଁଧାର ଛକା ପାଇଁ ମ୍ଯାଚଟିର ସଫଳତା ନିଜ ନାମରେ କରିଦେଇଥିଲା । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ କ୍ରିକେଟ ସମ୍ବଦ୍ଧୀୟ ଅଧିକ ସୂଚନା ପାଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *