ରାଜଧାନୀ ମ-ର୍ଡ-ର ମିଷ୍ଟ୍ରି: ଜଗନ୍ନାଥ ଙ୍କ ଶେଷ ହ୍ଵାଟ୍ସଆପ ଚାଟ ହେଲା ଭାଇରାଲ, ନିଜ ପ୍ରେମିକା ରିଙ୍କି ଙ୍କ ବିଷୟରେ ଲେଖିଥିଲେ କିଛି ଏମିତି, ଶୁଣିଲେ ଆପଣ ବି ଚମକି ପଡିବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଖବର କାଗଜ ଏବଂ ଟିଭି ରେ ହ-ତ-ୟା ଏବଂ ଦୁ-ର୍ଘ-ଟ-ଣା ର ଖବର ଶୁଣୁଥିବେ ତେବେ ବର୍ତ୍ତମାନ ଓଡିଶା ର ରାଜଧାନୀ ଭୁବନେଶ୍ବର ରେ ଏକ ବି-ଭ-ତ୍ସ ହ-ତ-ୟା -କା-ଣ୍ଡ ଦେଖିବାକୁ ମିଳିଛି ।

ଭୁବନେଶ୍ୱର ର ଭୀମଟାଙ୍ଗି ଅଞ୍ଚଳର ପ୍ରିୟଙ୍କା ନାମକ ଜଣେ ମହିଳା ଙ୍କୁ ବହୁତ ନି-ର୍ମ-ମ ଭା-ବେ ହ-ତ-ୟା କରିଛନ୍ତି ତାଙ୍କ ପ୍ରେମିକ ଜଗନ୍ନାଥ । ତେବେ କିଛି ମାସ ହେବ ତାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ କିଛି ଦିନ ପୂର୍ବେ କୌଣସି ଝଗଡା ହେବାରୁ ଜଗନ୍ନାଥ ପ୍ରିୟଙ୍କା ଙ୍କ ପୁଅ ଏବଂ ତାଙ୍କୁ ମା-ରି-ବା ସହ ନିଜେ ମଧ୍ୟ ଆ-ତ୍ମହ-ତ-ୟା କରିବେ ବୋଲି ନିଜ ସୁ-ଇ-ସା-ଇ-ଡ଼ ନୋ-ଟ ରେ ଲେଖିଥିଲେ ।

ତେବେ ସେ କେବଳ ପ୍ରିୟଙ୍କା ଙ୍କୁ ହିଁ ମା-ରି-ଥି-ଲେ ଏବଂ ମା-ରି-ବା ପରେ ସେ ନିଜ ପରିବାର ହ୍ଵାଟ୍ସଆପ ଗ୍ରୁପ ରେ ନିଜ ପରିବାର ପାଇଁ ଶେ-ଷ ମେ-ସେ-ଜ ପଠାଇ ଥିଲେ । ସେ ଲେଖିଛନ୍ତି ଭାଉଜ ମାଆ ସମାନ, ମୁଁ ଯଦି କେତେବେଳେ କଣ ମଜାକ ରେ କହିଦେଇ ଥିବି ତେବେ ମୋତେ କ୍ଷମା କରିଦେବ ଭାଗ୍ୟ ରେ ଥିଲେ ଏପରି ଭାଉଜ ମାନେ ମିଳନ୍ତି କିନ୍ତୁ ମୁଁ ହ-ତ-ଭା-ଗା । ଆଉ ରା-ଗି-ବ-ନି ମୋ ଉପରେ କାହିଁକି ନା ମୁଁ ଏ ଦୁ-ନି-ଆ ଛା-ଡି ଚା-ଲି ଯାଉଛି ।

ବଡ଼ ଭାଇମାନେ ବାପା ସମାନ, ମୋ ଭାଇ ମାନେ ମୋତେ କ୍ଷମା କରିଦେବ ରା-ଗ-ରେ କେତେବେଳେ କଣ କହିଦେଇ ଥିବି ସବୁ ଭୁଲିଯିବ । ଆଉ ବ-ଞ୍ଚି-ବା-କୁ ଟି-କେ ବି ଇ-ଚ୍ଛା ନାହିଁ । ଏଇ ରିଙ୍କି କୁ ମୁଁ ଏତେ ଭଲ ପାଉଥିଲି ସେ ମୋ ଜୀଵନ ବ-ର୍ବା-ଦ କରିଦେଲା । ମୁଁ ଆଉ ବଞ୍ଚିବା ପରିସ୍ଥିତି ରେ ନଥିଲି ସରି ଭାଇ ମାନେ ମୋତେ କ୍ଷମା କରିଦେବ ।

ପ୍ରକାଶ ଭାଇ, କ୍ରିଷ୍ଣା ଭାଇ, ଚିଣ୍ଟୁ ଭାଇ ଆଉ ଦିପୁ ଭାଇ ମୋତେ କ୍ଷମା କରିଦେବ ତୁମ ମାନଂକୁ ବହୁତ ମି-ସ କରିବି କିନ୍ତୁ କଣ କରିବି ମୁଁ ବାଧ୍ୟ ରେ ଯାଉଛି କ୍ଷ-ମା କରିଦେବ ମୋତେ ।
ଏହା ଛଡା ସେ ନିଜ ଅନ୍ୟ ଭାଇ ବନ୍ଧୁ,ଚାରି ଭଉଣୀ,ବାପା ମାଆ, ମଉସା ମାଉସୀ, ମାମୁଁ ମାଈ, ଆଦି ସମସ୍ତ ଙ୍କୁ କ୍ଷମା ମାଗିଥିଲେ ଏବଂ ସେ ନିଜର ଭା-ର-ସା-ମ୍ୟ ହ-ରା-ଇ ବସିଥିଲେ ବୋଲି ମଧ୍ୟ କହିଛନ୍ତି ତା ସହିତ ରିଙ୍କି ତାଙ୍କ ଜୀଵନ କୁ ନ-ଷ୍ଟ କରିଦେଇଛି ବୋଲି ମଧ୍ୟ କହିଥିଲେ ।

ଏହା ଛଡା ସେ ନିଜ ଭାଇ ଭାଉଜ ଙ୍କୁ ବାପା ମାଆ ଙ୍କ ଦେଖାଶୁଣା କରିବା ପାଇଁ ଅ-ନୁ-ରୋ-ଧ କରିଥିଲେ ଏବଂ କ୍ଷ-ମା ମା-ଗି-ଥିଲେ । ଶେଷ ରେ ସେ ନିଜ ବାଇକ ର କିଛି କି-ସ୍ତି ବା-କି ରହିଥିଲା ତାକୁ ପୂରଣ କରି ବାଇକ କୁ ମୁକୁଳାଇ ଆଣିବା ପାଇଁ ସେ ନିଜ ସମସ୍ତ ଭାଇ ମାନଂକୁ ଅ-ନୁ-ରୋ-ଧ କରିଥିଲେ । ତେବେ ସେ ଏହି ହ-ତ-ୟା କରିବାର ଅ-ସ-ଲ ଏବଂ ଠି-କ କା-ର-ଣ ସମ୍ପର୍କରେ ଏ ପର୍ଯ୍ୟନ୍ତ ସୂଚନା ମିଳି ନାହିଁ ।

ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ଯଦି ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଲା ତା ହେଲେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *