OTV ର ଚିଫ ରିପୋର୍ଟର Arindam ଙ୍କ ବିଷୟରେ କିଛି ଏମିତି କହି କାନ୍ଦି ପକାଇଲେ ସହ ସାମ୍ବାଦିକ Kastury…. ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କ ସ-ବ ସ-ତ୍କା-ର କରଯାଇଥିଲା । ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଅରିନ୍ଦମଙ୍କ ଚର୍ଚା ବହୁତ ମାତ୍ରା ହେଉଛି । ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ ପାରେ ସାରା ଓଡିଶା ବାସୀ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ଦେ-ହା-ନ୍ତ-କୁ ତାଙ୍କ ପରିବାର ଲୋକ ଗ୍ରହଣ କରିପାରୁ ନାହାନ୍ତି । କାରଣ ବନ୍ଧୁଗଣ ବହୁତ କମ ବର୍ଷ ବୟସରେ ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ ଘ-ଟି-ଛି ।

ଅରିନ୍ଦମଙ୍କ ବିଷୟରେ ସିନିୟର ଜର୍ନାଲିଷ୍ଟ କସ୍ତୁରୀ ରାୟ କିଛି ବିଶେଷ କଥା କହିଛନ୍ତି ଓ ଏହାର ଭିଡିଓ ବର୍ତ୍ତମାନ ବହୁତ ଚର୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । କସ୍ତୁରୀଙ୍କ ମତରେ-‘ଅରିନ୍ଦମ ନିଜ କାମ ଉପରେ ବହୁତ ଅଧିକ ଆଗ୍ରହୀ ଥିଲେ । ସେ ତାଙ୍କ ଦାଇତ୍ଵକୁ ସବୁଠାରୁ ଗୁରୁତ୍ଵ ଦେଉଥିଲେ । ୨୦୧୭ ରୁ ୨୦୧୯ ମଧ୍ୟରେ ହୋଇଥିବା ସମସ୍ତ ଇଭେଣ୍ଟରେ ମୁ ଯାଇଛି କିନ୍ତୁ ସାତପଡା ଘ-ଟ-ଣା-କୁ ମୁ କେବେ ଭୁଲି ପାରିବି ନାହିଁ । ଆମେ ଯେତେବେଳେ ସାତପଡା ଯାଇଥିଲୁ ଯିବା ଠାରୁ ଆସିବା ପର୍ଯ୍ୟନ୍ତ ପ୍ରତ୍ୟକ ଜିନିଷର ଯତ୍ନ ଅରିନ୍ଦମ ନେଇଥିଲା’ ।

ଆଗକୁ କସ୍ତୁରୀ କରିଛନ୍ତି-‘ବାତ୍ୟା ଫନି ସମୟରେ ଆମେ ସାତପଡା ଯାଇଥିଲୁ । ଯେତେବେଳେ ବାତ୍ୟାର ପ୍ରଥମ ପବନ ଆରମ୍ଭ ହେଲା ସେତେବେଳେ ଅରିନ୍ଦମ ରେଡି ହେଇଗଲା । ବାତ୍ୟା ଆରମ୍ଭରୁ ତାର ଡ୍ଯୁଟି ଆରମ୍ଭ ହେଲା ଓ ବାତ୍ୟା ଶେଷ ହେବା ପରେ ସେ ଡ୍ଯୁଟି ସରେଇଲା । ସେହି ସମୟରେ ସେ ମୋ ରୁମକୁ ଆସି ମୋତେ କହିଲା ମ୍ୟାଡମ ଶୀଘ୍ର ଚାଲନ୍ତୁ, ବାତ୍ୟା ଲ୍ୟାଣ୍ଡ ଫଲ ହେବାର ସଙ୍କେତ ଜଣା ପଡୁଛି’ ।

ଏହା ପରେ ଆଗକୁ କସ୍ତୁରୀ କହିଲେ-‘ସେହି ସମୟରେ ମୁ ତାକୁ ବହୁତ ଅଟକାଇବା ପାଇଁ ଚେଷ୍ଟା କରିଥିଲି । ହେଲେ ବାତ୍ୟା ଯେମିତି ତାକୁ ଡାକି ଦିଏ ସେ ପଳାଏ ସେହି ପରିକା ଲାଗିଲା । ବିପଦ ସହ ଖେଳିବା ପାଇଁ ତା ପାଇଁ ବହୁତ ଜରୁରୀ ଥିଲା । ଅରିନ୍ଦମ ବହୁତ ସାହାସୀ ଥିଲା । ନିଜ ଜୀବନକୁ ବାଜି ପକାଇ ନ୍ୟୁଜ ସଂଗ୍ରହ କରୁଥିଲା’ ।

ଆଗକୁ କସ୍ତୁରୀ କହିଛନ୍ତି-‘ସେ ବହୁତ ଭଲ ମଣିଷ ଥିଲା । ବାତ୍ୟା ଶେଷ ହେବା ପରେ ଅସହାୟ ମଣିଷ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ସେ ସବୁବେଳେ ପ୍ରସ୍ତୁତ ରହୁଥିଲା । ବିପଦ ସମୟରେ ମୁ ବହୁତ ଥର ତାକୁ ଅଟକାଇବା ପାଇଁ ଚେଷ୍ଟା କରିଛି ହେଲେ ସେ କହିବ ଆପଣ ଚିନ୍ତା କରନ୍ତୁ ନାହିଁ ମୁ ଏଇ ଯିବି ଏଇ ଆସିବି ଆପଣଙ୍କ ସାମ୍ନାରେ । ଏଥରକ ଗଲା କିନ୍ତୁ ଫେରିଲା ନାହିଁ । ଏହି କଥା କହିଲା ବେଳକୁ ବି ମୋତେ ବହୁତ କଷ୍ଟ ଲାଗୁଛି । କାରଣ ସବୁ ବିପଦ ବେଳେ ମୁ ତା ସହ ଥିଲି ଓ ମୁ ତାକୁ ମୋର ସାନ ଭାଇ ଭଳିଆ ଦେଖୁଥିଲି’ ।

Leave a Reply

Your email address will not be published. Required fields are marked *