ରେଖାଙ୍କୁ ଚପଲରେ ପିଟିଥିଲେ ଏହି ଲୋକପ୍ରିୟ ହିରୋଙ୍କ ମାଆ, କାରଣ ଜାଣି ବିଶ୍ଵାସ ହେବ ନାହିଁ

ଗୋଟିଏ ଯୁଗ ଥିଲା ଯେତବେଳେ ଫିଲ୍ମ ଦୁନିଆରେ ରେଖା ଓ ଅମିତାଭ ବଚ୍ଚନଙ୍କର ଯୋଡି ଟପ ଲିଷ୍ଟରେ ନମ୍ବର ୱାନରେ ଥିଲା । ଏହା ବି ଜଣାଇ ଦେଉଛୁ କି ଏହି ଦୁଇଜଣ ଶେଷ ଥର ୟଶ ଚୋପଡାଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ସିଲସିଲା’ରେ ଏକା ସହିତ କାମ କରିଥିଲେ ଯାହାପରେ ଏହି ଦୁଇଜଣ କେବେ ଏକାଠି କାମ କରି ନାହାଁନ୍ତି । କୁହାଯାଏ କି ଫିଲ୍ମ ସିଲସିଲାରେ ସେମାନଙ୍କର ଲଭ ଷ୍ଟୋରି ଦେଖା ଯାଇଛି ,ଏହି ଦୁଇଜଣଙ୍କୁ ଭଲ ପାଉଥିବା ଲୋକ ଆଜି ବି ଫିଲ୍ମ ‘ସିଲସିଲା’ରେ ଦେଖାଯାଇଥିବା ଅମିତାଭ ଓ ରେଖାଙ୍କର ଲଭ ଷ୍ଟୋରିକୁ ମନେ ପକାଉଛନ୍ତି ।

Google

କିନ୍ତୁ ଅବଶୋଷ କି ରେଖା ଓ ଅମିତାଭଙ୍କର ପ୍ରେମ କାହାଣୀ ଅଧୁରା ରହିଗଲା । ଆଜି ଏହି କଥା ରାଜ ହିଁ ଅଛି କି ଫିଲ୍ମ ‘କୁଲି’ ଶୁଟିଙ୍ଗ ସମୟରେ ଏମିତି କଣ ଘଟଣା ହୋଇଯାଇ ଥିଲା ଯାହା ପାଇଁ ଅମିତାଭ ଓ ରେଖାଙ୍କୁ ଅଲଗା ହେବାକୁ ପଡିଲା । କିନ୍ତୁ ରେଖାଙ୍କ ଜୀବନରେ ଦୁଃଖ ଏତିକିରେ ଶାନ୍ତ ହେଲା ନାହିଁ କାରଣ ତାଙ୍କ ନାମ ଏହା ପରେ ବିନୋଦ ମେହରାଙ୍କ ସହିତ ଯୋଡି ହୋଇଗଲା । ଅମିତାଭଙ୍କ ପରେ ରେଖାଙ୍କର ସବୁଠାରୁ ଚର୍ଚିତ ସମ୍ପର୍କ ବିନୋଦ ମେହେରାଙ୍କ ସହିତ ରହିଲା । ବଲିଉଡରେ ବିନୋଦ ମେହରା ନିଜର ଅଭିନୟ ଦ୍ଵାରା ଏକ ଅଲଗା ପରିଚୟ ବନାଇଲେ । ୭୦-୮୦ଦଶକ ପରେ ବିନୋଦ ମେହେରା ଜଣେ ଲୋକପ୍ରିୟ ଅଭିନେତା ଥିଲେ ।

Google

୧୯୭୩ ମସିହାରେ ରେଖା ଓ ବିନୋଦ ମେହେରା ଫିଲ୍ମ ‘ଘର’ରେ ଏକା ସହିତ କାମ କରିଥିଲେ । ସୁଟିଙ୍ଗ ସମୟରେ ତାଙ୍କ ସମ୍ପର୍କର ଖବର ଖୁବ ଚର୍ଚିତ ହୋଇଥିଲା । ରେଖା ବିନୋଦ ମେହେରାଙ୍କ ସହିତ ନିଜର ସମ୍ପର୍କକୁ କେବେ ଲୁଚାଇ ନାହାଁନ୍ତି । କୁହାଯାଏ କି ଦୁଇଜଣ ଜଣେ ଅନ୍ୟ ଜଣଙ୍କ ଭଲ ପାଇବାରେ ଏମିତି ପାଗଳ ଥିଲେ କି ଦୁଇଜଣ କଲିକତାରେ ଲୁଚି ବିବାହ କରିଥିଲେ ।

Google

ଏହା ପୂର୍ବରୁ ବି ବିନୋଦ ଦୁଇ ଥର ବିବାହ କରିଥିଲେ କିନ୍ତୁ ସେ ଦୁଇଜଣ ବିବାହରେ ଅସଫଳ ହୋଇ ଯାଇଥିଲେ ଏହି କାରଣ ଥିଲା କି ତାଙ୍କର ରେଖାଙ୍କ ସହିତ ସମ୍ପର୍କ ବଢିଯାଇ ଥିଲା । ରେଖାଙ୍କ ସହିତ ବିବାହ କରିବା ପରେ ସେ ତାଙ୍କୁ ନିଜ ଘରକୁ ନେଇ ଆସିଲେ କିନ୍ତୁ କୁହାଯାଏ କି ରେଖାଙ୍କୁ ନୂଆବୋହୂ ଯୋଡାରେ ଦେଖି ବିନୋଦ ମେହେରାଙ୍କ ମାଆ ରାଗରେ ପାଗଳ ହୋଇଗଲେ ଏବଂ କିଛି ନ ଜାଣି ନ ଶୁଣି ସେ ରେଖାଙ୍କୁ ଚପଲରେ ପିଟିଲେ ।

Google

ସେହି ସମୟରେ ଯେତେବେଳେ ବିନୋଦ ନିଜ ମାଆଙ୍କୁ ଏମିତି କରିବାକୁ ଅଟକାଇବା ପାଇଁ ଆଗକୁ ଆସିଲେ ସେତେବେଳେ ମାଆ ଏହା କହିଦେଲେ କି ଏହି ଘରେ ରେଖା ଓ ତାଙ୍କ ଭିତରୁ କେହି ଜଣେ ହିଁ ରହିବ । ବିନୋଦ ମେହେରା ନିଜ ମାଆଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯାଇ ପାରିଲେ ନାହିଁ ଯାହାପରେ ବିବାହ ଭାଙ୍ଗିଗଲା । ରେଖାଙ୍କ ଜୀବନ ବହୁତ ସଂଘର୍ଷପୂର୍ଣ୍ଣ ରହିଛି । ଏହା ତ ଆପଣ ବୁଝି ଯାଇଥିବେ ।

Leave a Reply

Your email address will not be published. Required fields are marked *