Bollywood ଆକ୍ଟ୍ରେସ Rekha କଲେ ଖୁଲାସା, କହିଲେ ‘ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବାରେ ମୋର କୌଣସି ଆପତ୍ତି ନଥିଲା, କିନ୍ତୁ ସଂଯୋଗ ଅଟେ କି ମୁଁ…’

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ବଲିଉଡ ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରେଖା ।

ଆପଣ ମାନେ ସମସ୍ତେ ରେଖାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ରେଖାଙ୍କ ଅଭିନୟ ଓ ସୁନ୍ଦରତାକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ରେଖା ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତ ମଧ୍ୟ ବହୁତ ଅଧିକ ରହିଛି । ୬୭ ବର୍ଷୀୟ ରେଖା ଆଜି ମଧ୍ୟ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ରେଖା ନିଜ ସୁନ୍ଦରତା ଓ ପର୍ଶନାଲ ଲାଇଫ ସହିତ ନିଜ କଡା ବୟାନ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ।

ହେଲେ ଗୋଟେ ଇଣ୍ଟର୍ବ୍ୟୁରେ ରେଖା କିଛି ହୋସ ଉଡେଇଲା ଭଳି ବୟାନ ଦେଇଥିଲେ ଓ ଆଜି ଆମେ ଆପଣ ମାନଙ୍କୁ ରେଖାଙ୍କ ସେହି ବୟାନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ରେଖା ଏକ ଇଣ୍ଟର୍ବ୍ୟୁରେ କହିଥିଲେ, ତାଙ୍କୁ ପ୍ରଥମେ ଗସିପ ପଢିବା ଆସୁ ନଥିଲା । ରେଖାଙ୍କ ମତରେ, ଆପଣ ଏକ ପୁରୁଷ ଗୋଟେ ପୁରୁଷ ସହ ଅତି ନିକଟର ହୋଇପାରିବେ ନାହିଁ ।

ଯଦି ଆପଣ ସେହି ପୁରୁଷ ସହ ସେକ୍ସ କରିବେ ନାହିଁ । ରେଖାଙ୍କ ମତରେ, ଶୋଭାଗ୍ୟ ବଶତଃ ସେ ଆଜି ପର୍ଯ୍ୟନ୍ତ ପ୍ରେଗନେଣ୍ଟ ହୋଇ ନାହାନ୍ତି । ରେଖା ବିବାହ ପୂର୍ବରୁ ସେକ୍ସ କରିବା ଠିକ ବୋଲି କୁହନ୍ତି । ରେଖା ସେହି ଇଣ୍ଟର୍ବ୍ୟୁରେ କହିଥିଲେ’ଲୋକ ମାନେ କହୁଥିଲେ ରେଖା ପଟାଖା ଅଟନ୍ତି । ଏହି ସବୁ କଥା ଜାଣି ପ୍ରଥମେ ମୋତେ କିଛି ଫରକ ପଡୁନଥିଲା ହେଲେ ପରେ ମୁ ଅନୁଭବ କରିଲି’ । ଆଗକୁ ରେଖା କହିଛନ୍ତି’ମୁ ଯାହା ବି କୁହେ ତାର ଓଲୋଟା ଲଙ୍କା ଲୁଣ ମିଶା ଆର୍ଟିକିଲ ମୋ ସାମ୍ନାକୁ ଆସେ । ୭୫ ରୁ ୭୬ ବର୍ଷ ପରେ ମୁ ଭାବିଲି ଲୋକ ମାନଙ୍କ ସହ କଥା ବାର୍ତ୍ତା ହେବା ଉଚିତ ନୁହେଁ ସବୁ ବେକାର ଅଟେ ।

କାରଣ ଆମେ ଯାହା କହୁ ତାହା ବିଷୟରେ ଲେଖା ଯାଏ ନାହିଁ’ । ରେଖା ସେହି ଇଣ୍ଟର୍ବ୍ୟୁରେ କହିଥିଲେ, ତାଙ୍କୁ ସବୁ ସୁନ୍ଦର ଜିନିଷ ବହୁତ ପସନ୍ଦ ଆସେ । ରେଖା ଆଗାମୀ ସମୟରେ ଫିଲ୍ମ କରିବାକୁ ଚାହୁଁ ଛନ୍ତି । ତେଣୁ ତାଙ୍କୁ ଯାହା ଭଲ ଲାଗେ ସେ କରନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ରେଖା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *