Ration Card କୁ ନେଇ ଆସିଲା ନୂଆ ନିୟମ, ରାସନ କାର୍ଡ ଥିଲେ ନିଶ୍ଚୟ ଦେଖି ନିଅନ୍ତୁ…

ବନ୍ଧଗଣ, ସୂଚନା ଅନୁଯାୟୀ ରାସନ କାର୍ଡ କୁ ନେଇ ଆସୁଛି ଆଉ କିଛି ନୂଆ ନିୟମ । ଏହି ୪ ସ୍ଥିତି ରେ ରଦ୍ଧ ହୋଇଯିବ ଆପଣଙ୍କର ରାସନ କାର୍ଡ । ତେବେ ଆସନ୍ତୁ ନିୟମ ଗୁଡିକ ଜାଣି ରଖିବା । ଯଦି ଆପଣ ମାନଙ୍କର ରାଶାନ କାର୍ଡ ହୋଇଛି ଏବଂ ଆପଣଙ୍କୁ ସେଥିରେ ରାସନ ମିଳୁଛି ତେବେ ଏହି ଜିନିଷ ଗୁଡିକ ଆପଣ ଜାଣି ରଖିବା ଜରୁରୀ । ଆପଣଙ୍କ ର ରାସନ କାର୍ଡ ସବୁଦିନ ଲାଗି ହୋଇଯିବ ରଦ୍ଧ ।

ଯଦି ଆପଣ ଜଣେ ରାସନ କାର୍ଡ ହୋଲ୍ଡର ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଭାବରେ ଜରୁରୀ । ସରକାର କୋରନା ମହାମାରୀ ସମୟରେ ଗରିବ ଙ୍କ ପାଇଁ ମୁକ୍ତ ରାସନ ର ବ୍ୟବସ୍ଥା ଆରମ୍ଭ କରିଥିଲେ । କିନ୍ତୁ ଗତ କିଛି ଦିନରେ ସରକାର ଜାଣିବାକୁ ପାଇଲେ ଯେ ଲକ୍ଷ ଲକ୍ଷ ଅଯୋଗ୍ୟ ଲୋକ ମଧ୍ୟ ସରକାର ଙ୍କ ତରଫରୁ ମାଗଣାରେ ମିଳୁଥିବା ରାସନ ର ଫାଇଦା ନେଉଛନ୍ତି ।

ଏଥିପାଇଁ ସରକାର ଙ୍କ ପକ୍ଷରୁ ଲୋକଙ୍କୁ ଅପିଲ କରାଯାଇଅଛି ଯେ ଏଭଳି ଲୋକ ଯେ ନିଜର ରାସନ କାର୍ଡ କୁ ବାତିଲ କରି ନିଅନ୍ତୁ । ରାସନ କାର୍ଡ ବାତିଲ ନ କଲେ ଯାଞ୍ଚ ପରେ ଖାଦ୍ୟ ବିଭାଗ ଟିମ ଏହାକୁ ରଦ୍ଧ କରିନେବେ । ଏଭଳି ଲୋକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ଯଦି କୌଣସି କାର୍ଡଧାରି ଙ୍କ ପାଖରେ ନିଜ ଆୟ ଉପାର୍ଜିତ ୧୦୦ ବର୍ଗ ମିଟର ଫ୍ଲଟଟ ଅଥବା ଫ୍ଲଟ କିମ୍ବା କୋଠା ରହିଛି ।

ଦ୍ଵିତୀୟ ରେ ୪ ଚକିଆ ଗାଡି ଅଥବା ଟ୍ରାକ୍ଟର ରହିଅଛି, ଗାଁ ରେ ୨ ଲକ୍ଷ ଏବଂ ସହରରେ ବାର୍ଷିକ ୩ ଲକ୍ଷ ରୁ ଅଧିକ ଆୟ ଥିବ ତ ଏଭଳି ଲୋକ ଙ୍କୁ ନିଜର ରାସନ କାର୍ଡ ତହସିଲ, ଏବଂ ଡେଏମଓ କାର୍ଯ୍ୟଲୟ ସଲଣ୍ଡର କରିବାକୁ ହେବ । ତେବେ ସରକାର ନିୟମ ଅନୁସାରେ ଯଦି ରାସନକାର୍ଡ ଧାରୀ ସଲଣ୍ଡର ନ କରନ୍ତି ତେବେ ଏଭଳି ଲୋକଙ୍କୁ ଯାଞ୍ଚ ପରେ ରଦ୍ଧ କରି ଦିଆଯିବ ।

ଏହା ସହିତ ସେହି ପରିବାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ ହୋଇପାରେ । କେବଳ ଏତିକି ନୁହେଁ ଏଭଳି ଲୋକେ ଯେବେଠାରୁ ରାସନ ନେଇଛନ୍ତି ସେବେଠାରୁ ରାସନ ର ମୂଲ୍ୟ ମଧ୍ୟ ଆଦାୟ କରାଯିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *