ଯଦି ଆପଣଙ୍କ ନିଦ ବି ରାତି ୩ ଟା ସମୟରେ ଭାଙ୍ଗି ଯାଉଛି ତେବେ ହେଇ ଯାଆନ୍ତୁ ସତର୍କ, କେବେ ବି ଉଠିବେ ନାହିଁ

ନମସ୍କାର ବନ୍ଧୁଗଣ ଏହି ଦୁନିଆ ରହସ୍ୟ ମୟୀ କଥା ରେ ଭରି ରହିଛି । ଅନେକ କଥା ଏହି ଭଳି ଅଛି ଯାହା ବିଷୟରେ ଆମକୁ କୌଣସି ସୂଚନା ନଥାଏ । ସେହି ଭଳି ଏକ ଘଟଣା ହେଉଛି ରାତି ରେ ଶୋଇବା ସମୟରେ ଠିକ ତିନିଟା କିମ୍ବା ସେହି ଆଖ ପାଖ ସମୟରେ ନିଦ ଭାଙ୍ଗିଲେ ସେହା ଅଶୁଭ ବୋଲ କୁହାଯାଏ । ଏହି ସମୟରେ ନିଦ ଭାଙ୍ଗିଲେ ନକରାତ୍ମକ ଉର୍ଜା ର ଅନୁଭବ ହୋଇ ଥାଏ । ଆପଣ ଯଦି ଠିକ ତିନିଟା ରେ ଆପଣଙ୍କ ନିଦ ଭାଙ୍ଗୁଛି ତେବେ କୌଣସି ଭାବନାତ୍ମକ ରୂପରେ ହଇରାଣ କରି ପାରେ ।

ଆପଣଙ୍କ ଭିତରେ ଥିବା ସକରାତ୍ମକ ଉର୍ଜା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ । ବହୁତ ଖରାପ ସ୍ୱପ୍ନ ମଧ୍ୟ ଆସିଥାଏ । ତାଛଡା ମନ ବିଚଳିତ ହୁଏ ମନରେ ଦୁଶ୍ଚିନ୍ତା ମଧ୍ୟ ଆସିଥାଏ । ଆପଣଙ୍କ ଦିନ ବହୁତ ଖରାପ ମଧ୍ୟ ଯାଏ । ତେବେ ଚାଲନ୍ତୁ ଜାଣିବା ରାତି ତିନିଟା ରେ ନିଦ ଭାଙ୍ଗିଲେ ଏହାକୁ ଅଶୁଭ ବୋଲି କଣ ପାଇଁ କୁହାଯାଏ । ସେ ବିଷୟରେ ଜାଣିନେବା ।

ଅଧ ରାତି ରେ କୌଣସି ଦେବ ଦେବୀ ଙ୍କର ପୂଜା ଅର୍ଚ୍ଚନା କରାଯାଏ ନାହିଁ । ସର୍ଵଦା ଆମକୁ କୁହାଯାଏ କି ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଆବଶ୍ୟକ ଏହି ସମୟରେ ଉଠିଲେ ଆମକୁ ସକରାତ୍ମକ ଉର୍ଜା ପ୍ରାପ୍ତ ହୋଇଥାଏ । ମନ ବାତାବରଣ ଶୁଦ୍ଧ ହୋଇ ରହିଥାଏ । ଵ୍ରହ୍ମ ମୁହୂର୍ତ୍ତରେ ସବୁ ଦେବ ଦେବୀ ମର୍ତ୍ତ୍ୟରେ ଭ୍ରମଣ କରନ୍ତି । ତେଣୁ ସେ ସମୟରେ ଶୋଇ ରହିବା ଉଚିତ ନୁହେଁ ।

ଵ୍ରହ୍ମ ମୁହୂର୍ତ୍ତରେ ଉଠି ନିଜ କାର୍ଯ୍ୟ କରିଲେ ସେ କାର୍ଯ୍ୟ ସର୍ଵଦା ସଫଳ ମଧ୍ୟ ହୋଇ ଥାଏ । ତେଣୁ ଘର ର ନାରୀ ମାନେ ସର୍ଵଦା ଵ୍ରହ୍ମ ମୁହୂର୍ତ୍ତରେ ଉଠି ନିଜ କାମ କରନ୍ତି । ଏହା ଦ୍ୱାରା ଆମକୁ ରୋଗ ମଧ୍ୟ ହୋଇ ନ ଥାଏ । ଆମେ ନିରୋଗ ହୋଇଥାଉ । ରାତି ଅଧରେ ଅର୍ଥାତ ତିନିଟା ରେ କୌଣସି ଗହଳି ନଥାଏ । ନା କୌଣସି ଦେବ ଦେବୀଙ୍କ ମନ୍ଦିର ଖୋଲି ଥାଏ ।

ସୂର୍ଯ୍ୟ ଉଦୟ ମଧ୍ୟ ହୋଇ ନଥାଏ । ଏହି ସମୟରେ ନକରାତ୍ମକ ଉର୍ଜା ମଧ୍ୟ ଗଢି ଉଠିଥାଏ । ବହୁତ ଶକ୍ତି ଶାଳୀ ମଧ୍ୟ ହୋଇଥାଏ । ଏହି ସମୟରେ ସିଦ୍ଧି ପ୍ରାପ୍ତ କରିବା ପାଇଁ ତାନ୍ତ୍ରିକ ମାନେ ତନ୍ତ୍ର ମନ୍ତ୍ର ଗୁଣି ଗାରେଡି କରି ଥାନ୍ତି । ଏଥିରେ ବଳି ଦେବା ଗୁପ୍ତ ସାଧନା ପ୍ରମୁଖ ଥାଏ । ତନ୍ତ୍ର ବିଦ୍ୟା ଅନୁସାରେ ରାତି ର ଗୋଟାଏ ରୁ ତିନିଟା ପର୍ଯ୍ୟନ୍ତ ସମୟରେ ଦିଆ ଯାଇଥିବା ବଳି କିମ୍ବା ସାଧନା ଅଧିକ ଫଳିତ ହୋଇ ଥାଏ । ତେଣୁ ଏକ ତାନ୍ତ୍ରିକ ପାଇଁ ଏହି ସମୟ ବହୁତ ଗୁରୁତ୍ୱ ପୂର୍ଣ ହୋଇ ଥାଏ ।

ମାନ୍ୟତା ଅଛି କି ଏହି ସମୟରେ ଅଧିକ ଖରାପ ଶକ୍ତି ବୃଦ୍ଧି ହୋଇଥାଏ । ଏହି ସମୟ ଆମ ପାଇଁ ବହୁତ ଖରାପ ଅଟେ । ତିନି ସଂଖ୍ୟା କୁ ମଧ୍ୟ ଅଶୁଭ କୁହାଯାଏ । ତେଣୁ ଏହି ସମୟରେ କୌଣସି ଭୁତ ପ୍ରେତ ବିଷୟରେ କଥା ହୁଅନ୍ତୁ ନାହିଁ । ବଳି ଦିଆ ଯାଉଥିବା ସ୍ଥାନ କୁ ମଧ୍ୟ ଯାଆନ୍ତୁ ନାହିଁ । ସେହି ସମୟରେ ନିଦ ଭାଂଗିଲେ ନିଜ କାମ କରି ଭଗବାନ ଙ୍କୁ ସ୍ମରଣ କରିନେବା ଆବଶ୍ୟକ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *