ରାତି ଅଧରେ Live ଆସି Lipi କାହିଁକି କହିଲେ ଏମିତି…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଆମ ଓଡିଆ ଧାରାବାହିକ ର ଅଭିନେତ୍ରୀ ଲିପି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ନିଜ ଭିଡିଓ କୁ ନେଇ ବେସ ଚର୍ଚ୍ଚା ରେ ଅଛନ୍ତି ତେବେ କାଲି ଲିପିଙ୍କର ଜନ୍ମ ଦିନ ଯାଇଥିଲା ତେବେ ଆସନ୍ତୁ ସେହି ବିଷୟ ରେ ଆଲୋଚନା କରି ନେବା ।

ତେବେ ବନ୍ଧୁଗଣ ଲିପି ବର୍ତ୍ତମାନ ସମୟ ରେ ମଞ୍ଜରି ଟିଭି ର ଏକ ଧାରାବାହିକ ରେ ନଜର ଆସିଛନ୍ତି ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଧାରାବାହିକ ତାରା ତାରିଣୀ ରେ ଲିପି ଙ୍କ ଜବରଦସ୍ତ ଅଭିନୟ । ଏହି ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଥିଲେ ଓ ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ତାରା ତାରିଣୀ ଧାରାବାହିକ ଟି ଓଡ଼ିଶା ର ନମ୍ୱର୍ ୱାନ ଧାରାବାହିକ ହୋଇ ପାରିଥିଲା ।

ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ବେଶ୍ ପସନ୍ଦ କରୁଥିଲେ । ତାଙ୍କ ଅଭିନୟ ଯାଦୁ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଥିଲେ । ତାହେଲେ ଏହି ଅଭିନେତ୍ରୀ ଲିପି ଅନେକ ଧାରାବାହିକ, ଅନେକ ଚଳଚ୍ଚିତ୍ର ଓ ଆଲବମ ରେ ଜବରଦସ୍ତ ଅଭିନୟ କରି ଲୋକ ପ୍ରିୟ ହୋଇ ପାରିଥିଲେ । ତେବେ ସୋସିଆଲ ମିଡିଆ ରେ ଲିପି ଙ୍କ ର ଅନେକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।

ତେବେ କାଲି ଲିପି ଙ୍କ ଜନ୍ମଦିନ ହୋଇଥିବା ବେଳେ ରିପୋର୍ଟର ଶ୍ରୀରାମ ତାଙ୍କ ଘରକୁ ତାଙ୍କୁ ଶୁଭେଚ୍ଛା ଜଣେଇବା ପାଇଁ ଯାଇଥିଲେ ତେବେ ସେ ତାଂକୁ ସ୍ୱାଗତ କରିଥିଲେ ଏବଂ କେକ କାଟି ନିଜ ଜନ୍ମଦିନ ପାଳନ କରିଥିଲେ । ଏହା ଛଡା ସେ ଶ୍ରୀରାମ ଙ୍କ ସହ ସେ ଅନେକ କଥା ଆଲୋଚନା ମଧ୍ୟ କରିଥିଲେ ଏହା ସହ ସେ ନିଜର ଫାନ ମାନଂକୁ ଧନ୍ୟବାଦ ଜଣାଇଥିଲେ ତାଙ୍କୁ ଏତେ ଭଲ ପାଇବା ପାଇଁ ଏବଂ ତାଙ୍କୁ ବହୁତ ପସନ୍ଦ କରିବା ପାଇଁ ଏବଂ ଏତେ ସୁନ୍ଦର ସୁନ୍ଦର ଜନ୍ମଦିନ ର ଶୁଭେଚ୍ଛା ଜଣେଇବା ପାଇଁ ।


ତେବେ ସେ ନିଜ ଜୀଵନ ର ଅନେକ କଥା ମଧ୍ୟ ନିଜର ଇଣ୍ଟରଭିୟୁ ରେ କହିଥିଲେ ଏବଂ ଶେଷରେ ଶ୍ରୀରାମ ତାଙ୍କୁ କେବେ ବିବାହ କରୁଛନ୍ତି ପ୍ରଶ୍ନ କରିବାରୁ ସେ ତାର ଉତ୍ତର ରେ କହିଥିଲେ କି ମୋ ମାଆ ମୋ ପାଇଁ ପୁଅ ଖୋଜୁଛି ଏବଂ ଜଣାନାହିଁ କେବେ ବାହା ହେବି ଏବଂ ଶେଷରେ ସେ ବର୍ତ୍ତମାନ ର ହିଟ ଡାଇଲଗ ପୁଷ୍ପା ଫିଲ୍ମ ର ମଧ୍ୟ କହିଥିଲେ । ତେବେ ଏହି ଲେଖା ଆପଣଂକୁ କିପରି ଲାଗିଲା ନିଜର ମତାମତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *