Ratha Yatra Updates: ପୁରୀ ରଥଯାତ୍ରା ଦର୍ଶନ ପରେ Sura Rouray କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆଜି ହେଉଛି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥି ଅର୍ଥାତ ଆଜି ହେଉଛି ଓଡିଶା ଜନତା ଙ୍କ ମହାପ୍ରଭୁଙ୍କ ରଥଯାତ୍ରା । ଆଜି ସେ ନିଜ ଭାଇ ଭଉଣୀ ବଳଭଦ୍ର ଏବଂ ସୁଭଦ୍ରା ଙ୍କ ସହିତ ମାଉସୀ ମାଆ ଙ୍କ ଘରକୁ ବୁଲିବା ପାଇଁ ଯିବେ ।

ତେବେ ସେମାନେ ମାଉସୀ ମାଆଙ୍କ ଘରେ ଯାଇ ପୋ-ଡ଼-ପି-ଠା ଖାଇ ଏବଂ ସାତ ଦିନ ଖୁସି ମଉଜ ରେ ବିତେଇବା ପରେ ଫୁଣି ଥରେ ଶ୍ରୀମନ୍ଦିର କୁ ଫେରି ଆସନ୍ତି । ଏହି ସାତ ଦିନ ଶ୍ରୀମନ୍ଦିର ଶ୍ରୀହୀନ ହୋଇ ଯାଇଥାଏ ଏବଂ ମରୁଡି ପଡିଲା ଭଳି ଅନୁଭବ ହୁଏ । ତେବେ ମହାପ୍ରଭୁ ଯେତେବେଳେ ବାହୁଡା ଯାତ୍ରା କରି ଶ୍ରୀ ମନ୍ଦିର କୁ ଫେରି ଆସନ୍ତି ସେତେବେଳେ ଶ୍ରୀ ହୀନ ହୋଇ ଥିବା ଶ୍ରୀ ମନ୍ଦିର ପୁଣି ଥରେ ଖୁସି ରେ ଭରି ଉଠେ ।

ତେବେ ଏହା ଓଡିଶା ବାସୀ ଏବଂ ପ୍ରତ୍ୟେକ ଓଡ଼ିଆ ଙ୍କ ମୁଖ୍ୟ ଏବଂ ବଡ଼ ପର୍ବ । ଏହି ରଥଯାତ୍ରା କୁ ଦେଖିବା ପାଇଁ ଦୁର ଦୁରାନ୍ତରୁ ଏବଂ ଦେଶ ବିଦେଶରେ ଲୋକମାନେ ପୁରୀ କୁ ଶ୍ରୀ ଜୀଉ ଙ୍କୁ ଦର୍ଶନ କରିବା ପାଇଁ ଏକତ୍ର ହୁଅନ୍ତି । ଏହି ସମୟରେ ଜଗନ୍ନାଥ ଙ୍କୁ ସବୁ ଜାତିର ଏବଂ ସବୁ ପ୍ରାନ୍ତ ର ଲୋକମାନେ ଦର୍ଶନ କରି ପାରି ଥାଆନ୍ତି କୌଣସି ଭେଦ ଭାବ ହୁଏନାହିଁ । ବାହୁଡା ପରେ ସୁନାବେଶ ମଧ୍ୟ ହୋଇଥାଏ ଏବଂ ସୁନାରେ ସଜ ହୋଇ ଝଲସୁ ଥିବା ମହାପ୍ରଭୁ ଙ୍କୁ ଦେଖିବା ପାଇଁ ଭକ୍ତ ମାନଙ୍କ ର ଭିଡ଼ ମଧ୍ୟ ଜମି ଥାଏ ।

କିନ୍ତୁ ଦୁଃଖ ର କଥା ଏହାକି ଏହି କରୋନା ସଂକ୍ରମଣ ଯୋଗୁଁ ସରକାର ଙ୍କ ନିର୍ଦେଶ ଅନୁଯାୟୀ ସାମାଜିକ ଦୂରତା ରଖିବା ପାଇଁ ରଥଯାତ୍ରା ସମୟରେ ପୁରୀ କୁ ଯିବା ପାଇଁ ମନା କରା ଦିଆଯାଇଛି ଏଵଂ କୌଣସି ବ୍ୟକ୍ତି ରଥ କୁ ଟାଣି ମଧ୍ୟ ପାରିବେ ନାହିଁ । କେବଳ ସେବାୟତ ଏବଂ ପୋ-ଲି-ସ କ-ର୍ମ-ଚା-ରୀ ମାନେ ହିଁ ଏହି ତିନି ରଥ କୁ ଟାଣି ମାଉସୀ ମାଆ ମନ୍ଦିର ପାଖକୁ ନେଇଥାନ୍ତି ।

ତେବେ ପୂର୍ବ ବର୍ଷ ମଧ୍ୟ ଏହି ଭଳି ହୋଇଥିବା ବେଳେ ଏଥର ମଧ୍ୟ ସେହିଭଳି ବ୍ୟବସ୍ଥା କରାଯାଇଛି ଏବଂ ଓଡିଶା ବାସୀ ଙ୍କ ମଉଡ଼ ମଣି କୁ ଦର୍ଶନ ନ କରିବା ର ଅବଶୋଷ ସମସ୍ତ ଭାବବିଦ୍ୱଳ କରିଦେଇଛି । ତେବେ ଏହି ସମୟରେ କଂଗ୍ରେସ ର ରାଜନେତା ସୁର ରାଉତରାୟ ପୁରୀ ରେ ପହଁଚି ଥିଲେ ଏବଂ ରଥଯାତ୍ରା ହେବାକୁ ଥିବା ସ୍ଥାନରେ ପହଁଚି ସେଠାରେ ଶ୍ରୀଜୀଉ ଙ୍କୁ ଦର୍ଶନ କରିଥିଲେ ।

ଏହା ପରେ ସେ ମିଡ଼ିଆ ଆଗରେ ପୋ-ଲି-ସ ପ୍ର-ଶା-ସ-ନ ର ଖୁବ ପ୍ରଶଂସା ମଧ୍ୟ କରିଛନ୍ତି କହିଛନ୍ତି ଖୁବ ସୁନ୍ଦର ବ୍ୟବସ୍ଥା ହେଇଚି । ଜଗନ୍ନାଥ, ବଳଭଦ୍ର, ଏବଂ ମାତା ଶୁଭଦ୍ରା ଙ୍କୁ ବହୁତ ଭଲ ଭାବରେ ଦର୍ଶନ କରି ପାରିଥିଲେ ସୁନ୍ଦର, ବିୟୁଟିଫୁଲ ଭଳି ଶବ୍ଦ କହି ପ୍ରଶାସନ ପୋ-ଲି-ସ ଏବଂ ସେବାୟତ ମାନଂକୁ ମଧ୍ୟ ଧନ୍ୟବାଦ ଜଣାଇ ଥିଲେ । କିନ୍ତୁ ରଥଯାତ୍ରା ରେ ଶ୍ରୀଜୀଉ ଙ୍କ କାଳିଆ ସାଆନ୍ତ ଙ୍କ ଦର୍ଶନ ନ ମିଳିବା ପ୍ରତ୍ୟେକ ଓଡ଼ିଆ ପାଇଁ ବହୁତ କଷ୍ଟ ଦାୟକ ଅଟେ ।

Leave a Reply

Your email address will not be published. Required fields are marked *