ରାତାରାତି ନିଜ କ୍ଯାରିୟରକୁ ନିଜ ହାତରେ ହିଁ ବର୍ବାଦ କରିଦେଲେ Bollywood ର ଏହି 5 ଜଣ ଷ୍ଟାର, 4 ନଂ Actress ଙ୍କର ଥିଲା ଦାଉଦ ଇବ୍ରାହିମ ସହିତ ସମ୍ପର୍କ

ବନ୍ଧୁଗଣ, ବଲିଉଡ ରେ ଅନେକ ଅଭିନେତା ତଥା ଅଭିନେତ୍ରୀ ଧମାକାଦାର ଏଣ୍ଟ୍ରି କରିଲେ । ମାତ୍ର ତାଙ୍କର ବଲିଉଡ ରେ ଅନ୍ତ ମଧ୍ୟ ସେତେ ଧୃତ ଗତିରେ ହେଲା । ମାତ୍ର ଦର୍ଶକ ଏମାନଙ୍କ ଠାରୁ ବହୁତ କିଛି ର ଆଶା ରଖିଥିଲେ । ଦର୍ଶକ ଙ୍କ ଆଶା ଉପରେ ନିଜର ଅଭିନୟ ଦେଖାଇବା ବଦଳରେ ଅଚାନକ ଭାବରେ ବଲିଉଡ ଇଣ୍ଡଷ୍ଟ୍ରୀ ରୁ ଗାୟବ ହୋଇଗଲେ । ଆଜି ଆମ୍ଭେ ଆପଣ ମାନଙ୍କୁ ସେହି ସବୁ ଷ୍ଟାର ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯେଉଁମାନେ ବଲିଉଡ ଜଗତରେ ନିଜର ପ୍ରଚୁର ନାମ କମାଇ ପ୍ରସୁଦ୍ଧ ହେଲେ ମାତ୍ର ହଟାତ ସେମାନେ ଏହି ଇଣ୍ଡଷ୍ଟ୍ରୀ ରୁ ଉଭା ହୋଇଗଲେ ।

୧- “ଶାଇନି ଆହୁଜା”;- ଏହି ଅଭିନେତା ଜଣକ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏଣ୍ଟ୍ରି ଦ୍ଵାରା ଲକ୍ଷାଧିକ ଦର୍ଶକ ଙ୍କ ହ୍ରୁଦୟକୁ ଜିତି ନେଇ ଥିଲେ । ଶାଇନି ଆହୁଜା ଙ୍କ ପ୍ରଥମ ଚଳଚ୍ଚିତ୍ର ବହୁତ ହିତ ହୋଇଥିଲା । ଏଥିପାଇଁ ସେ ଆୱାର୍ଡ ମଧ୍ୟ ପାଇଥିଲେ । ଏହାପରେ ସେ ଅନେକ ପରେ ଅନେକ ଚଳଚ୍ଚିତ୍ର କରିଥିଲେ । କିନ୍ତୁ ୨୦୦୫ ରେ ସେ ନିଜ ଚାକରାଣୀ କୁ ବ-ଳା-ତ୍କା-ର କରିଲେ । ଏଥିପାଇଁ ତାଙ୍କୁ ୭ ବର୍ଷ ର ଜେଲ ମଧ୍ୟ ହେଲା । ଏହାପରେ ସେ ଚଳଚ୍ଚିତ୍ର ଜଗତରୁ ଉଭା ହୋଇଗଲେ ।

୨- ମମତା କୁଲକର୍ଣୀ;- ଏହି ଅଭିନେତ୍ରୀ ଜଣକ ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ର ‘କରନ ଅର୍ଜୁନ’ ରେ ଅଭିନୟ କରି ବହୁତ ପ୍ରସିଦ୍ଧ ହୋଇଆସିଥିଲେ । ଏହାପରେ ସେ ଅନେକ ଚଳଚ୍ଚିତ୍ର ରେ ନିଜର ଆଚଙ୍କିତ ଅଭିନୟ ଦେଖାଇ ପ୍ରଶଂସା ର ମୁଖପାତ୍ର ହୋଇଥିଲେ । ୯୦ ଦଶକ ର ଯାଏ ଫେମସ ଅଭିନେତ୍ରୀ ଭାବରେ ମମତା ପରଗଣିତ ଥିଲେ ।

ମାତ୍ର ଧୀରେ ଧୀରେ ମମତା କୁଲକର୍ଣୀ ର ନାମ ଜ୍ଞାଙ୍ଗଷ୍ଟାର ଛୋଟା ରାଜନ ସହିତ ଜଡିତ ହେବାକୁ ଲାଗିଲା । ଏହା ପରେ ୨୦୧୬ ରେ କରୋଡ ଟଙ୍କା ର ଡ୍ରଗ୍ସ ତଥା ଇଫ୍ରେଡିନ ମାମଲାରେ ମମତା କୁଳକର୍ଣ୍ଣୀ ଏବଂ ଇନ୍ଟରନ୍ୟାସନାଲ ଡ୍ରଗ୍ସ ସ୍ମଗ୍ଳର ଶ୍ୟାମ ବିଜଯ ଗିରି ତଥା ବିକି ଗୋବର୍ଦ୍ଧନ ଙ୍କ ସହିତ ଜଡିତ ହୋଇଥିବାର ଧରା ପଡି ଜେଲ କୁ ଯାଇଥିଲେ । ଏହାପରେ ଅଭିନେତ୍ରୀ ଙ୍କ ଅଭିନୟ ଜୀବନର ଅବସାନ ଘଟିଥିଲା ।

୩- ମନୀଷା କୋଇରାଲା;- ସୁଭାଷ ଘାଇ ଙ୍କ ଚଳଚ୍ଚିତ୍ର ‘ସୌଦାଗର’ ରେ ମନୀଷା ରାତାରାତି ଷ୍ଟାର ବନିଗଲେ । ଏହାପରେ ଦର୍ଶକେ ତାଙ୍କୁ ପସନ୍ଦ କରିବାକୁ ଲାଗିଲେ । ସେ ଗୋଟିଏ ପରେ ଗୋଟିଏ ହିଟ ଚଳଚ୍ଚିତ୍ର କରିଲେ । ମାତ୍ର ଧୀରେ ଧୀରେ ତାଙ୍କୁ ମ-ଦ ର ଅଭ୍ୟାସ ହେବାକୁ ଲାଗିଲା । ଏହାପରେ ସେ ଅତ୍ୟଧିକ ରାଗିବାକୁ ଲାଗିଲେ । ସମସ୍ତଙ୍କ ଉପରେ ନିଜର ରାଗ ଦେଖାଇବାକୁ ଲାଗିଲେ ।

ତାଙ୍କର ଫିଲ୍ମ ରେ ଅଫର ଆସିବା ମଧ୍ୟ ଧୀରେ ଧୀରେ ବନ୍ଧ ହେବାକୁ ଲାଗିଲା । ଏହାପରେ ତାଙ୍କୁ ୨୦୧୨ ରେ କ୍ୟାନ୍ସର ହୋଇଗଲା । ସେ ଏହି ରୋଗରୁ ଭଲ ହୋଇ ଆସିବା ପରେ ଚଳଚିତ୍ର ଜଗତରେ ପାଦ ତ ଦେଲେ ମାତ୍ର ପୂର୍ବ ଭଳି ତାହା ପ୍ରସିଦ୍ଧ ହୋଇ ପାରିଲା ନାହିଁ । ବନ୍ଧୁଗଣ ଏହି ଫିଲ୍ମୀ ଦୁନିଆ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

4- ମନ୍ଦାକିନୀ- ‘ରାମ ତେରୀ ଗଙ୍ଗା ମେଲି’ ଫିଲ୍ମ ପାଇଁ ଲୋକମାନେ ଅଭିନେତ୍ରୀ ମନ୍ଦାକିନିଙ୍କୁ ମନେ ରଖିଛନ୍ତି । ମନ୍ଦାକିନି 1985 ରେ ‘ମେରା ସାଥୀ’ ଫିଲ୍ମ ରୁ ବଲିଉଡରେ ଡେବ୍ୟୁ କରିଥିଲେ । କିନ୍ତୁ ପ୍ରଥମ ଚଳଚ୍ଚିତ୍ରଟି ତାଙ୍କର କିଛି ଖାସ କମାଲ କରି ପାରିଲା ନାହିଁ । ତା’ପରେ ରାଜ କପୁରଙ୍କ ସହ ସେ ‘ରାମ ତେରୀ ଗଙ୍ଗା ମେଲି’ରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ମନ୍ଦାକିନୀ ରାତାରାତି ଷ୍ଟାର ହୋଇଥିଲେ ।

ଏସବୁ ପରେ, ତାଙ୍କ ନାମ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ସହିତ ଜଡିତ ଥିବା ଖବର ଆସିବା ପରେ ମନ୍ଦାକିନୀ ଙ୍କ କ୍ୟାରିଅର୍ ଓ ଜୀବନ ବର୍ବାଦ ହୋଇଥିଲା । ଖବର ଥିଲା ଯେ ଦାଉଦ ଇବ୍ରାହିମଙ୍କ ସହିତ ମାଣ୍ଡାକିନିଙ୍କର ରିଲେସନ ଥିଲା । ଯାହାର କିଛି ଫୋଟୋ ମଧ୍ୟ ସାମ୍ନାକୁ ଆସିଥିଲା । ଏହା ପରେ ଏମିତି ଏକ ସମୟ ଆସିଲା ​​ଯେତେବେଳେ ତାଙ୍କୁ ଆଉ କୌଣସି ଫିଲ୍ମ ମିଳିଲା ନାହିଁ ।

5- ମୋନିକା ବେଦୀ- ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ମୋନିକା ବେଦୀ ମଧ୍ୟ ଏକ ଭଲ କ୍ୟାରିୟର ଗଢିଥିଲେ । ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ସେ ସାଉଥ ଚଳଚ୍ଚିତ୍ରରେ ମଧ୍ୟ କାମ କରୁଥିଲେ । କିନ୍ତୁ ଅଣ୍ଡରୱାର୍ଲ୍ଡ ଡନ୍ ଆବୁ ସାଲେମଙ୍କ ସହ ତାଙ୍କର କନେକ୍ସନ ଓ ତା’ପରେ ଗିରଫ ହେବା ତାଙ୍କ କ୍ୟାରିଅରକୁ ନଷ୍ଟ କରିଦେଲା । ଆବୁ ସାଲେମଙ୍କ ସହ ମୋନିକା ଙ୍କ କନେକ୍ସନ ସାମ୍ନାକୁ ଆସିବା ମାତ୍ରେ ତାଙ୍କ ଫିଲ୍ମ କ୍ୟାରିୟର କିଛି କ୍ଷଣ ମଧ୍ୟରେ ବର୍ବାଦ ହେଇଗଲା । ଆବୁ ସାଲେମଙ୍କ ସହ ତାଙ୍କର ପ୍ରେମ କାହାଣୀ ଅନେକ ହେଡଲାଇନ ସୃଷ୍ଟି କରିଥିଲା ​​।

Leave a Reply

Your email address will not be published. Required fields are marked *