TMC ମନ୍ତ୍ରୀଙ୍କ ଔଦ୍ଧତ୍ୟ ! ରାଷ୍ଟ୍ରପତି Draupadi Murmu ଙ୍କ ରୂପ ଓ ରଙ୍ଗକୁ ନେଇ ଦେଲେ ଏପରି ନିନ୍ଦନୀୟ ମନ୍ତବ୍ୟ, ତେଜିଲା ବିବାଦ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାଷ୍ଟ୍ରର ସାମ୍ବିଧାନିକ ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି । ବର୍ତ୍ତମାନ ଭାରତର ରାଷ୍ଟ୍ରପତି କାର୍ଯ୍ୟଭାରକୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତୁଲାଉଛନ୍ତି । ରାଷ୍ଟ୍ରପତି ଭାରତର ସର୍ବୋଚ ଶାସନ ଭାରର ଅଧିକାରିଣୀ ହୋଇପାରିଛନ୍ତି । ବର୍ତ୍ତମାନର ଚର୍ଚିତ ଖବର ଅନୁଯାଇ ରାଷ୍ଟ୍ରପତିଙ୍କ ବୋରୋଦ୍ଧରେ କୁଶ୍ଚୀତ ମନ୍ତବ୍ୟ ଶୁଣାଯାଉଥିବାରୁ ଏହା ରାଷ୍ଟ୍ରପତିଙ୍କ ପାଇଁ ଅପମାନ ଜନକ କାର୍ଯ୍ୟ ବୋଲି କୁହାଯାଇଛି ।

ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଲ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିପରି ଦେଖାଯାଉଛନ୍ତି ବୋଲି ଏକ ସଭାରେ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ କହିଛନ୍ତି । ନନ୍ଦୀଗ୍ରାମର ଏକ ଭାଷଣ ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଧେଶ୍ୟରେ ନିନ୍ଦନୀୟ ମନ୍ତବ୍ୟ ମନ୍ତ୍ରୀ ଅଖିଲ ଗିରି ଦେଇଛନ୍ତି । ମନ୍ତ୍ରୀ ଅଖିଲ ଗିରିଙ୍କର ଏପରି କୁଶ୍ଚିତ ମନ୍ତବ୍ୟକୁ ସବୁ ମହଲରେ ତୀବ୍ର ବିବାଦ ଦେଖାଦେଇଛି ।

ପୂର୍ବରୁ କଙ୍ଗ୍ରେସର ସାଂସଦ ଏହି ପରି ନିନ୍ଦନୀୟ ମନ୍ତବ୍ୟ ରାଷ୍ଟ୍ରପତିଙ୍କ ବିରୋଦ୍ଧରେ କହିଥିବାର ସୂଚନା ମିଳିଥିଲା । ରାଷ୍ଟ୍ରପତି ଯେତେବେଳେ ପ୍ରତିଦ୍ୱନ୍ଦିତା କରୁଥିଲେ । ସେବେ ଠାରୁ ହିଁ ତୃଣମୂଳ କଙ୍ଗ୍ରେସରେ ରାଷ୍ଟ୍ରପତିଙ୍କ ଉପରେ ନିନ୍ଦନୀୟ ମନ୍ତବ୍ୟର କଥା ଉଠିଥିଲା । ଯେଉଁ କଥାକୁ ନେଇ ସବୁ ଆଡେ ଘୋର ବିବାଦ ହେବା ସତ୍ବେ ସବୁଠି ଚର୍ଚାର ବିଷୟ ପାଲଟି ଥିଲା । ଅନେକ ବିରୋଦ୍ଧ ପରେ ସେ କ୍ଷମା ମାଗିଥିଲେ ।

ପୁନଶ୍ଚ ସେହି କଥାର ପୁନରାବୁର୍ତ୍ତୀ ଘଟିଛି । ପଶ୍ଚିମବଙ୍ଗର ବରିଷ୍ଟ ନେତା ଅଖିଲ ଗିରି ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଆଚରଣ ବ୍ୟତିକ୍ରମୀ ମନ୍ତବ୍ୟ ପଦର୍ଶନ କରିଥିବାରୁ ସାଧାରଣ ଜନତାଙ୍କ ସ୍ତର ଠାରୁ ଆରମ୍ଭ କରି ରାଜନେତାଙ୍କର ରାଜନୈତିକ ସ୍ତର ପର୍ଯ୍ୟନ୍ତ ସବୁଠି ଏହି କଥାକୁ ନେଇ ବହୁତ ନିନ୍ଦା କରାଯାଉଛି । ଏହି ବିଷୟକୁ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ କିଛି ନିସ୍ପତି ଆସିନହିଁ ।

ଏହା ଛଡା ବିଜେପି ଓ କଙ୍ଗ୍ରେଶ ତଥା ସାଧାରଣ ଜନତା ରାଷ୍ଟ୍ରପତିଙ୍କର ଏପରି ଅପମାନ ମୂଳକ ମନ୍ତବ୍ୟକୁ ଘୋର ପ୍ରତିବାଦ କରିବା ସହିତ ସବୁଠାରେ ଅଶାନ୍ତିର ପରିବେଶ ଦେଖାଦେଇଛି । ବଡ ବଡ ବୁଦ୍ଧିଜୀବୀଙ୍କ ମତରେ ରାଷ୍ଟ୍ରପତିଙ୍କୁ ଏପରି ଖରାପ ମନ୍ତବ୍ୟ ପ୍ରେରିତ କରିବା ଏହା ଏକ ବିକୃତି ମାନସିକ ଓ ଚିନ୍ତାଧାରାର ଲକ୍ଷଣ । ବୁଦ୍ଧିଜୀବୀଙ୍କ ମତରେ ନାରୀ ଜାତିଙ୍କୁ କୌଣସି ସ୍ତରରେ ମଧ୍ୟ ଅସମ୍ମାନ କରିବା ନୀତି ବିରୁଦ୍ଧ ।

ରାଷ୍ଟ୍ରପତି ଗ୍ରାମାଞ୍ଚଳ ଆଦିବାସୀ ସ୍ତରରୁ ଆସି ସାମ୍ବିଧାନିକ ମୁଖ୍ୟ ହୋଇପାରିଛନ୍ତି । ଏହା ଏକ ସମ୍ମାନ ଜନକ କଥା ହୋଇଥିବା ସ୍ଥଳେ ରାଷ୍ଟ୍ରପତିଙ୍କ ଅପମାନ ହେଉଥିବା ଭଳି କୌଣସି ପ୍ରକାର କାହା ମୁଖରୁ ବାହାରିବା ଏହା ଏକ ଘୋର ନିନ୍ଦନୀୟ କଥା ଅଟେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ପାଇଁ ଆମ ପେଜ୍ କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *